Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପାରାଦୀପ ବନ୍ଦର ପକ୍ଷରୁ ଅଟୋ ଆନାଲାଇଜର ସ୍ଥାପନ
ପାରାଦୀପ : ପାରାଦୀପ ବନ୍ଦର ପକ୍ଷରୁ ବନ୍ଦର ଚିକିତ୍ସାଳୟରେ ଏକ ଏକ୍ସରେ ଓ ବାଇଓକେମିଷ୍ଟ୍ରି ଅଟୋ ଆନାଲାଇଜର ମେସିନ ସ୍ଥାପନ କରାଯାଇଛି । ଏହାକୁ ବନ୍ଦର ଅଧକ୍ଷ ରୀଙ୍କୀଶ ରାୟ ଉଦଘାଟନ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ରକ୍ତ ପରୀକ୍ଷା ଓ ଏକ୍ସରେ ଭଳି କାର୍ଯ୍ୟ କରିବା!-->…
Read More...
Read More...
କରୋନାରେ ଲାଗୁନି ବ୍ରେକ୍ : ରାଜ୍ୟରେ ୧୪୧ ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି । ସରକାର ଏହାକୁ ରୋକିବା ପାଇଁ ଲକଡାଉନ କଟକଣାକୁ ଆହୁରି ଅଧିକ କଡାକଡି କରିଛନ୍ତି । କିନ୍ତୁ ଆକ୍ରାନ୍ତ ସଂଖ୍ୟାରେ ବ୍ରେକ୍ ଲାଗୁନି । ଆଜି ପୁଣି ୧୪୧ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ!-->…
Read More...
Read More...
ରାସ୍ତା ତଳକୁ ଖସି ଓଲଟିଲା କାର, ୩ ଆହତ
ବୌଦ୍ଧ : ଆଜି ସଂଧ୍ୟା ୬ଘଣ୍ଟା ସମୟରେ କଣ୍ଟାମାଳ-ଲମ୍ବସରୀ ରାସ୍ତାର ଝାରମୁଣ୍ଡାଠାରେ ଏକ ସଡକ ଦୁର୍ଘଟଣା ଘଟି ୩ଜଣ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଓଆର୍ ୩୧-୧୩୧୩ ନମ୍ବର ବିଶିଷ୍ଟ ଏକ ଟିଭିଏସ୍ ୱେଗୋ କାର୍ ଲମ୍ବସରୀ ରାସ୍ତାରୁ କଣ୍ଟାମାଳ ଆସୁଥିବା ସମୟରେ ବଡ!-->…
Read More...
Read More...
ଶନିବାର ଓ ରବିବାର ୧୧ଜିଲ୍ଲା ସଟଡାଉନ: ମାସ୍କ ନ ପିନ୍ଧିଲେ ହେବେ ଗିରଫ ଓ ଦେବେ ଜରିମାନା
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଅନ୍ଲକ୍-୧ ଗାଇଡଲାଇନ ଆସିବା ପରେ ରାଜ୍ୟ ସରକାର ଆଜି ରାଜ୍ୟର ସ୍ଥିତିକୁ ଦେଖି ଅନଲକ୍-୧ର ଗାଇଡଲାଇନ ଜାରି କରିଛନ୍ତି । ଏହି ଅନୁଯାୟୀ ସଂକ୍ରମଣ ବଢିଥିବା ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇଦିନ ସଟଡାଉନ କରାଯିବ । ପ୍ରତି ଶନିବାର ଓ ରବିବାର ୧୧ଟି ଜିଲ୍ଲା!-->…
Read More...
Read More...
ଏଥର ସ୍ୱାଭାବିକଠାରୁ ଅଧିକ ବର୍ଷା
ଭୁବନେଶ୍ୱର : କେରଳରେ ପୂର୍ବ ନିର୍ଦ୍ଧାରିତ ଆକଳନ ଅନୁଯାୟୀ ମୌସୁମୀ ବାୟୁ ଆଜି ପହଞ୍ଚିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଗତି କେରଳରେ ସଠିକ ସମୟ ଥିବାରୁ ଓଡିଶାରେ ମଧ୍ୟ ଏହା ପ୍ରଥମ ସପ୍ତାହ ଶେଷ ସୁଦ୍ଧା ପହଞ୍ଚି ଯିବ ବୋଲି ଆକଳନ କରାଯାଉଛି । ଓଡିଶାରେ ଗତ ତିନି ଦିନ ଧରି ପାଗ ଅଧିକ!-->…
Read More...
Read More...
ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ
ବୌଦ୍ଧ : ଆଜି ଅପରାହ୍ନ ପ୍ରାୟ ୨ଘଣ୍ଟା ସମୟରେ ଚାରିଛକ-କୁଶଙ୍ଗ ରାଜ୍ୟ ରାଜପଥର ହରଭଙ୍ଗା ଥାନା ଅଯୋଧ୍ୟା ଗ୍ରାମ ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଛତ୍ରଙ୍ଗ ଗ୍ରାମର କୃଷ୍ଣଚନ୍ଦ୍ର ବାରିକ(୪୫) କୌଣସି କାମରେ କୁଶଙ୍ଗ!-->…
Read More...
Read More...
ଗଜପତିରେ କୃଷି ନିର୍ଦ୍ଧାରଣ କମିଟି ବୈଠକ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଗଜପତି ଜିଲ୍ଲା କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଜିଲ୍ଲାପାଳ ଅନୁପମ ସାହା ଅଧ୍ୟକ୍ଷତା କରି କୃଷି ଓ ଆନୁଷଙ୍ଗିକ ବିଭାଗର ସମସ୍ତ କର୍ମଚାରୀଙ୍କୁ ଚାଷୀରଉନ୍ନତି!-->…
Read More...
Read More...
କନ୍ଧମାଳରେ ପୁଣି ୯ ପଜିଟିଭ ଚିହ୍ନଟ
ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆଜି ପୁଣି ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏଥିସହ ବର୍ତ୍ତମାନ ସୁଦ୍ଧା କନ୍ଧମାଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି । ତେବେ ଆଜି ଯେଉଁ ୯ଜଣ କରୋନା!-->…
Read More...
Read More...
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପକ୍ଷରୁ ଆରୋଗ୍ୟ କାଢା ବଣ୍ଟନ କାର୍ଯ୍ୟକ୍ରମ
ସୋନପୁର : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ସୁବର୍ଣପୁର ତରଫରୁ ଆଜି ସକାଳୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକରେ ଆରୋଗ୍ୟ କାଢ଼ା ବଣ୍ଟନ କରାଯାଇଛି,ଆରୋଗ୍ୟ କାଢ଼ । ଯାହାକି ଗିଲୟ, ଡାଲଚିନି, ଅଦା, ଗୁଜରାତି, ଲବଙ୍ଗକୁ ପାଣିରେ ଫୁଟାଇ ପ୍ରସ୍ତୁତ କରାଯାଇଥିଲା, ଯାହାକୁ ପାନକଲେ ଶରୀରର ରୋଗ!-->…
Read More...
Read More...
ଘରୋଇ ବସ୍ କର୍ମଚାରୀଙ୍କ ପ୍ରତିବାଦ ଦିବସ
ବୌଦ୍ଧ: ଲକଡାଉନ ଯୋଗୁଁ ସବୁଠୁ ଅଧିକ କ୍ଷତିରେ ପଡିଥିବା ଘରୋଇ ବସ୍ କର୍ମଚାରୀମାନେ ଆଜି ପ୍ରତିବାଦ ଦିବସ ପାଳନ କରିଛନ୍ତି । ଲକଡାଉନ ଯୋଗୁଁ ବସ ଚଳାଚଳ ବନ୍ଦ ହେବାପରେ ଗାଡିମାଲିକ କିମ୍ବା ସରକାର ସେମାନଙ୍କୁ କୌଣସି ସହାୟତା ପ୍ରଦାନ କରିନଥିବା ସେମାନେ ଅଭିଯୋଗ କରିଛନ୍ତି । ବୌଦ୍ଧଜିଲ୍ଲାର!-->…
Read More...
Read More...