Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୋଲେରୋ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ
ସମ୍ବଲପୁର:- ଏକ ଅଜଣା ବୋଲେରୋ ଭ୍ୟାନ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଘଟିଛି ଓ ମୃତ ବ୍ୟକ୍ତି ଜଣକ ହେଲେ ଦିବ୍ୟଲୋଚନ ବାଗ (୪୫) ଓ ସେ ସ୍ଥାନୀୟ ଭବାନୀପାଲି ନିବାସୀ ବୋଲି ମିଳିଥିବା ଖବରରୁ ଜଣାପଡିଛି ।!-->…
Read More...
Read More...
ସମ୍ବଲପୁରରେ ରକ୍ତଦାନ ଶିବିର, ୧୦୪ ୟୁନିଟ ରକ୍ତ ସଂଗୃହୀତ
ସମ୍ବଲପୁର: କରୋନା ସଙ୍କଟ ଓ ଲକଡାଉନ କଟକଣା ଯୋଗୁଁ ରକ୍ତଭଣ୍ଡାର ଗୁଡିକରେ ପରିଲକ୍ଷିତ ରକ୍ତର ଅଭାବ ପୁରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ହୀରାକୁଦର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ଠାରେ ଜୀବନବିନ୍ଦୁ!-->…
Read More...
Read More...
ସମର୍ପିତ ଓଡିଶା ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା
ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି କେନ୍ଦ୍ରାପଡା ଜିଲ୍ଲା ବରୁଣା ଡ଼ିହା ଠାରେ ୫ ଟି ପରିବାର ର ଅନେକ କ୍ଷତି ଘଟିଛି, ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଉକ୍ତ ୫ ପରିବାର ର ଧାନ, ଚାଉଳ, ଓ ନିତ୍ୟବ୍ୟବହାର୍ୟ୍ଯ ସାମଗ୍ରୀ ସମ୍ପୂର୍ଣ ପୋଡିଯିବା ସହ ଗୋରୁଗାଈ ମଧ୍ୟ ନିଆଁରେ ପୋଡ଼ି!-->…
Read More...
Read More...
କିସ୍ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଓ ଶୁଖିଲା ଖାଦ୍ୟ ବଣ୍ଟନ
ବୌଦ୍ଧ : ଭୁବନେଶ୍ୱରସ୍ଥିତ କିସ୍ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ କିସ୍ ପକ୍ଷରୁ ସାରାରାଜ୍ୟରେ ପାଠ୍ୟପୁସ୍ତକ ଓ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଚାଲିଛି । ଏହି ପ୍ରକ୍ରିୟାରେ ଗତକାଲି ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକର କିସ୍ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ଏସବୁ!-->…
Read More...
Read More...
ବେଦାନ୍ତ ପରିସରରେ କୋଭିଡ ଯୋଦ୍ଧାଙ୍କ ସମ୍ମାନରେ “ବନ୍ଦେ ଉତ୍କଳ ଜନନୀ’ ଗାନ କଲେ କର୍ମଚାରୀ
ଭୁବନେଶ୍ୱର : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକୁ ସମର୍ଥନ କରି ରାଜ୍ୟରେ କରୋନା ସଂକ୍ରମଣକୁ ଅଙ୍କୁଶ ଲଗାଇବା ଦିଗରେ ନିରନ୍ତର କାର୍ଯ୍ୟରତ ଥିବା ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ତଥା ବେସରକାରୀ ସଂସ୍ଥାଙ୍କ କର୍ମୀବୃନ୍ଦ ତଥା ସମାଜସେବୀଙ୍କ ନିଃସ୍ୱାର୍ଥପର ସେବାର ସମ୍ମାନ!-->…
Read More...
Read More...
BSNL ଠିକା କର୍ମଚାରୀଙ୍କୁ 11 ମାସର ଦରମା ମିଳିବ କେବେ ?
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା BSNL କାର୍ଯ୍ୟାଳୟରେ କାର୍ଯ୍ୟରତ ଠିକାକର୍ମଚାରୀଙ୍କୁ ଦୀର୍ଘ 11 ମାସ ହେଲା ସେମାନଙ୍କର ପ୍ରାପ୍ୟ ପାଇ ପାରିନାହାନ୍ତି । 17 ମାସର EPF ଟଙ୍କା ମଧ୍ୟ ଜମା ହୋଇପାରୁନାହିଁ ଏ ବାବଦରେ କୌଣସି ଚିଠି ର ଉତ୍ତର ଏସ ଡ଼ି!-->…
Read More...
Read More...
ରାସ୍ତାତଳକୁ ଖସିପଡିଲା ଇଣ୍ଡିକୋ
ବୌଦ୍ଧ: ଗତ ରାତିରେ ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧସହର ଉପକଣ୍ଠ ରଇଠାଣୀ ଗ୍ରାମ ନିକଟରେ ଏକ ଇଣ୍ଡିକୋ ଗାଡି ଭାରସାମ୍ୟ ହରାଇ ରାସ୍ତାତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଇଣ୍ଡିକୋର ପଞ୍ଜିକରଣ ନମ୍ବର ହେଉଛି ଓଡି୨୭-୯୪୬୨ ଓ ଗାଡିଟି ବୌଦ୍ଧବ୍ଲକ ବାଉଁଶୁଣୀ ଥାନା ଅଞ୍ଚଳ!-->…
Read More...
Read More...
୪ବର୍ଷରେ ବି ସଂପୂର୍ଣ୍ଣ ହୋଇପାରୁନି ଅଙ୍ଗନୱାଡି କେନ୍ଦ୍ର
ବୌଦ୍ଧ:ବୌଦ୍ଧବ୍ଲକ ବାଉଁଶୁଣୀ ଗ୍ରାମପଞ୍ଚାୟତର ଡିମିରିପାଲି ଗ୍ରାମରେ ଗତ ୨୦୧୬-୧୭ ଆର୍ଥିକ ବର୍ଷରୁ ଅଙ୍ଗନୱାଡି କେନ୍ଦ୍ରର ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ୪ବର୍ଷ ଭିତରେ ସଂପୂର୍ଣ୍ଣ ହୋଇନପାରିବା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରୁଛି । ମିଳିଥିବା ସୂଚନା ଅନୁଯାୟୀ ବାଉଁଶୁଣୀ!-->…
Read More...
Read More...
ପୁଣି ୧୫୬ ନୂଆ ପଜିଟିଭ ଚିହ୍ନଟ, ରାଜ୍ୟରେ ୨୧ଶହ ପାର ହେଲା ଆକ୍ରାନ୍ତ ସଂଖ୍ୟା
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି । ସୋମବାର ରେକର୍ଡ ସଂଖ୍ୟାକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୧୫୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଏକ ରେକର୍ଡ ବୋଲି କୁହାଯାଉଛି । ଆଗରୁ କେବେ ଏକାସାଙ୍ଗରେ ଏତେ ସଂଖ୍ୟାକ!-->…
Read More...
Read More...
ବୌଦ୍ଧରେ ଆଉ ଏକ କରୋନା ପଜିଟିଭ, ଲୋକେ ଛାନିଆଁ
ବୌଦ୍ଧ: ବୌଦ୍ଧରେ ୨୮ ଜଣ କରୋନା ରୋଗୀଙ୍କୁ ସୁସ୍ଥହେବାପରେ ସେମାନଙ୍କର ଘରକୁ ଶନିବାର ଦିନ ବିଦାୟ ଦେଇଥିବାବେଳେ ରବିବାର ଦିନ ଆଉଜଣେ ପ୍ରବାସୀ ଶ୍ରମିକ ଠାରୁ କରୋନା ପଜିଟିଭ ବାହାରିବା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଏଭଳି ପରିସ୍ଥିତିରେ ବିନା ପରୀକ୍ଷାରେ ଶହଶହ ପ୍ରବାସୀଙ୍କୁ!-->…
Read More...
Read More...