Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନିମ୍ନମାନର ଖାଦ୍ୟ ଅଭିଯୋଗରେ ପ୍ରବାସୀ ଶ୍ରମିକଙ୍କ ଧର୍ମଘଟ
ବୌଦ୍ଧ: ନିମ୍ନମାନର ଖାଦ୍ୟ ଓ ସେବା ଯୋଗାଇ ଦେବାରେ ବହିରା ସଙ୍ଗରୋଧ କେନ୍ଦ୍ର ସବୁବେଳେ ଚର୍ଚ୍ଚାରେ ରହିଆସିଛି । ପ୍ରତ୍ୟେକଦିନ ନିମ୍ନମାନର ଜଳଖିଆ ଓ ଭୋଜନ ଦିଆଯାଉଥିବାର ଅଭିଯୋଗକରି ବହିରା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ରର ୫୪ଜଣ ଅନ୍ତେବାସୀ ଧର୍ମଘଟ କରିଛନ୍ତି!-->…
Read More...
Read More...
ସ୍ୱଚ୍ଛସାଥୀ ଓ ସଫେଇ କର୍ମଚାରୀ ସମ୍ମାନିତ
ସମ୍ବଲପୁର: କୋଭିଡ-୧୯ ପାଇଁ ଉପୁଜିଥିବା ସାଂପ୍ରତିକ ପରିସ୍ଥିତି ପାଇଁ ସମଗ୍ର ଦେଶ ଲକଡାଉନରେ ରହିଛି । ଘରେ ରହିବା, ସାମାଜିକ ଦୂରତା ନିର୍ବାହ କରିବା ଓ ସ୍ୱଚ୍ଛତା ହିଁ ଏହି କରୋନା ଭୂତାଣୁ ସଂକ୍ରମଣକୁ ରୋକିବାର ଏକମାତ୍ର ଉପାୟ । କିନ୍ତୁ ଏଭଳି ସମୟରେ ମଧ୍ୟ ନିଜ ଜୀବନକୁ ବାଜିଲଗାଇ ସମାଜ!-->…
Read More...
Read More...
କନ୍ୟା ପାର୍ବତୀଙ୍କ ଅଭିଷେକ ଓ ଗଣଶନ ଶେଷ : ଆଜି ରାତି ଶିବ-ପାର୍ବତୀଙ୍କ ବିବାହପରେ ଦେବ ଦଂପତ୍ତିଙ୍କ ଘରବାହୁଡା
ସମ୍ବଲପୁର: ଶୀତଳଷଷ୍ଠୀ ରୂପେ ମୁଖ୍ୟତଃ ପରିଚିତ ଅଲୌକିକ ଶିବବିବାହ ଉପଲକ୍ଷେ ଗତକାଲି ଦିନତମାମ ସମସ୍ତ ମନ୍ଦିରମାନଙ୍କୁ ଯାଇ ପ୍ରଭୁଙ୍କ ଅନୁଚର ଭାବେ ହନୁମାନ ଯେତେ ଦେବାଦେବୀ ଅଛନ୍ତି ସମସ୍ତଙ୍କୁ ନିମନ୍ତ୍ରଣ ଦେଇ ଆସିଛନ୍ତି ଯାହାକି ପତରପେଣ୍ଡି ରୂପେ ପରିଚିତ । ଆଜି ସକାଳୁ ଗଣ୍ଠାଳଫିଟା!-->…
Read More...
Read More...
ମାଟ୍ରିକ ଖାତା ମୂଲ୍ୟାୟନ କେନ୍ଦ୍ରରେ ଅବ୍ୟବସ୍ଥା !
ବୌଦ୍ଧ: ଜିଲ୍ଲାରେ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଯୋଗୀନ୍ଦ୍ରଦେବ ହାଇସ୍କୁଲରେ ମାଟ୍ରିକ ଖାତା ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ଏଠାରେ ୭୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ମୂଲ୍ୟାୟନରେ ନିଯୁକ୍ତ ହୋଇଛନ୍ତି । ଗତକାଲି ଖାତା ଦେଖାର ପ୍ରଥମ ଦିନରେ ମୂଲ୍ୟାୟନ କେନ୍ଦ୍ରରେ ବ୍ୟାପକ!-->…
Read More...
Read More...
ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର
ବୌଦ୍ଧ: ଆଜି ରାତି ପ୍ରାୟ ୧ଘଣ୍ଟା ସମୟରେ ଜାତୀୟ ରାଜପଥ ୫୭ର ମନମୁଣ୍ଡା ଥାନା ଦହ୍ୟା ନିକଟରେ ଟ୍ରକ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ କାର୍ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ମନମୁଣ୍ଡା ପଟରୁ ବୌଦ୍ଧ ଅଭିମୁଖେ ଆସୁଥିବା ଏକ!-->…
Read More...
Read More...
ବିନା ସ୍ୱାବ ପରୀକ୍ଷାରେ ଘରକୁ ପ୍ରବାସୀଙ୍କୁ ଛଡାଯାଉଥିବାରୁ ଲୋକେ ଆତଙ୍କିତ
ବୌଦ୍ଧ : ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କୁ ପ୍ରଥମେ ୧୪ଦିନ, ତାପରେ ୨୧ଦିନ, ପୁଣି ୧୪ଦିନ ଓ ଏବେ ୭ଦିନ ହେବାପରେ କ୍ୱାରେଣ୍ଟାଇନରୁ ଘରକୁ ପଠାଇ ଦେଉଥିବାରୁ ଲୋକେ କରୋନା ସଂକ୍ରମଣର ଆଶଙ୍କାକରି ଆତଙ୍କିତ ହୋଇପଡୁଛନ୍ତି । ସରକାର ତଥା ପ୍ରଶାସନର ଥରକୁ ଗୋଟିଏ ଗୋଟିଏ ନିୟମ ବାହାରୁଥିବାରୁ!-->…
Read More...
Read More...
ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ତିରୋଧାନ ଦିବସରେ ଗରିବଙ୍କୁ ରାସନ ବଣ୍ଟନ
ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ପାରଳାଖେମୁଣ୍ଡି ମହାରାଜା ସ୍ବର୍ଗତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ତିରୋଧାନ ଦିବସରେ ଗଜପତି ଜିଲ୍ଲା ବିଜେଡି ଦଳର ପୂର୍ବତନ ଜିଲ୍ଲା ସଭାପତି ବସନ୍ତ ଦାସ ଗରିବ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି।ସନ୍ଧ୍ୟାରେ ସ୍ଥାନୀୟ କବି ଚନ୍ଦ୍ର!-->…
Read More...
Read More...
୧୨କେଜି ୩୦୦ଗ୍ରାମ୍ ଗଞ୍ଜେଇ ସହ ମୋଟରସାଇକେଲ ଜବତ,ଚାଲାକାରୀ ଗିରଫ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଗାଡ଼ି ଯାଞ୍ଚ୍ ବେଳେ ଗଞ୍ଜେଇ ସହ ମୋଟରସାଇକେଲ ଜବତ । ଘଟଣାରେ ଜଣେ ଚାଲାଣକରୀକୁ ଗିରଫ କରିବାସହ ଚାଲାଣକାରୀ ନିକଟରୁ ୧୨କେଜି ୩୦୦ ଗଞେଇସହ ନଗଦ ୧୦ହଜାର ପାଞ୍ଚଶହ ଟଙ୍କା ଜବତ କରିଛି ପୋଲିସ୍ । ସୂଚନା ପ୍ରକାରେ ବାଲିଗୁଡ଼ା!-->…
Read More...
Read More...
ମହିଳା ମାଓବାଦୀଙ୍କ ଆତ୍ମହତ୍ୟା
କନ୍ଧମାଳ: ମାଓ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇଥିବା ଫିରିଙ୍ଗିଆ ଜାର୍ଗୀସରୁ ଗ୍ରାମର ମହିଳା ମାଓବାଦୀ ସିଜୁ କହଁର(୨୨) ଙ୍କ ଫୁଲବାଣୀ ରିଜର୍ଭ କାର୍ଯ୍ୟାଳୟ ନିକଟରେ ଥିବା ଅସ୍ଥାୟି ବାସଗୃହରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସିଜୁ କହଁର ୨୯ ମାର୍ଚ୍ଚ ୨୦୧୯ ରେ!-->…
Read More...
Read More...
ପୁଣି ରାଜ୍ୟରେ ୭୬ ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବ୍ରେକ ଲାଗୁନି । ଆଜି ପୁଣି ୭୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭୪ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବାବେଳେ ୨ଜଣ ସ୍ଥାନୀୟ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୱେବସାଇଟ୍!-->…
Read More...
Read More...