Browsing Category

ରାଜ୍ୟ

ବରଗଡରେ ଆଉ ଜଣେ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଆଜି ପୁଣି ବରଗଡ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହ ଜିଲ୍ଲାରେ ପଜିଟିଭ ସଂଖ୍ୟାକୁ ୨କୁ ବୃଦ୍ଧି ପାଇଛି । ଆକ୍ରାନ୍ତ ଜଣକ ବରଗଡ ଜିଲ୍ଲା ବରପାଲି ଅଂଚଳ ବୋଲି ଜଣାପଡିଛି । ଏହି ୪୦ ବର୍ଷିୟ ବ୍ୟକ୍ତି ଜଣକ ମୁମ୍ବାଇ ଫେରି କ୍ୱାରେଣ୍ଟାଇନରେ ଥିଲେ ବୋଲି
Read More...

ରାଜ୍ୟରେ ଆଉ ୬୭ ନୂଆ ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୧୬୬୦କୁ ବୃଦ୍ଧି

ଭୁବନେଶ୍ୱର : ଆଜି ପୁଣି ରାଜ୍ୟରେ ୬୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୫ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୨ଜଣ ସ୍ଥାନୀୟ ବ୍ୟକ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୱେବସାଇଟ ଜରିଆରେ ସୂଚନା ଦେଇଛି । ଚିହ୍ନଟଙ୍କ ମଧ୍ୟରୁ
Read More...

ବୌଦ୍ଧ ବିଜେପି ନେତୃବୃନ୍ଦଙ୍କ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ବୌଦ୍ଧ : ବିଶ୍ୱ କରୋନା ମହାମାରୀରେ ଜୀବନକୁ ଉତ୍ସର୍ଗ କରି ନିଜର ଦାୟିତ୍ୱ ନିର୍ବାହ କରୁଥିବା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ କରୋନା ଯୋଦ୍ଧାମାନଙ୍କୁ ବୌଦ୍ଧ ବିଜେପି ନେତୃବୃନ୍ଦଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବିଜେପି ଯୁବନେତା ଇଂ.ରାକେଶ ତ୍ରିପାଠୀଙ୍କ
Read More...

ସାଂସଦ ଡ. ସାମନ୍ତଙ୍କ ବୌଦ୍ଧ ଜିଲ୍ଲାଗସ୍ତ, କୋଭିଡ-୧୯ର କଲେ ସମୀକ୍ଷା

ବୌଦ୍ଧ : କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ଡ. ଅଚ୍ୟୁତ ସାମନ୍ତ ଆଜି ଅପରାହ୍ନରେ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି କୋଭିଡ-୧୯ର ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି । ବୌଦ୍ଧ ସର୍କିଟ ହାଉସଠାରେ ଅନୁଷ୍ଠିତ ବୈଠକରେ ସାଂସଦ ପାଣ୍ଠିରୁ କୋଭିଡ-୧୯ ମୁକାବିଲା ଓ ଭିତ୍ତିଭୂମି
Read More...

କରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲା “ଟିମ୍ ପ୍ରକାଶ ତ୍ରିପାଠୀ’

ଭୁବନେଶ୍ୱର : ଆଜି ଟିମ୍ ପ୍ରକାଶ ତ୍ରିପାଠୀ ତରଫରୁ କରୋନା ଯୁଦ୍ଧର ଅନ୍ୟତମ ସାରଥୀ, ଭିଏସଏସ୍‌ନଗର ବିଏମସି ହସ୍ପିଟାଲର ଡାକ୍ତର, ଫାର୍ମାସିଷ୍ଟ, ନର୍ସ ଓ ସମସ୍ତ କର୍ମଚାରୀମାନଙ୍କୁ ଫୁଲ, ଚନ୍ଦନ ଓ ଉତ୍ତରୀୟ ପ୍ରଦାନ କରିବା ସହିତ ପ୍ରଭୁ ଜଗନ୍ନାଥଙ୍କ ପଟଚିତ୍ର ଦେଇ ସମ୍ମାନିତ କରାଯାଇଛି ।
Read More...

ବାଲିଗୁଡ଼ାରେ ପାନୀୟ ଜଳର ଉତ୍କଟ ସମସ୍ୟା : ଲୋ ଭୋଲଟେଜ୍ ଯୋଗୁଁ କଲବଲ ଅଞ୍ଚଳବାସୀ

ବାଲିଗୁଡ଼ା: ଗୋଟିଏ ପଟେ ମହାମାରୀ କରୋନା କୁ ନେଇ ସାରା ବିଶ୍ବ ଚିନ୍ତିତ । ଅତ୍ୟାବଶ୍ୟକ ସାମଗ୍ରୀ ଜନସାଧାରଣଙ୍କୁ ଯୋଗାଇଦେବାକୁ ସରକାର ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ହେଲେ ସରକାରୀ ବାବୁ ମାନଙ୍କ ମନମୁଖୀ କାମ ଯୋଗୁଁ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ
Read More...

ପୁରୀ ଶ୍ରୀମନ୍ଦିର ଓ ଏକାମ୍ରର ଐତିହ୍ୟ କାର୍ଯ୍ୟ ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : କରୋନା ମହାମାରୀ ପରିପ୍ରେକ୍ଷୀରେ ସାଧାରଣ ଜୀବନ ଅସ୍ୱାଭାବିକ ହେବା ତଥା ଲକଡାଉନ ଯୋଗୁଁ ଅଟକୀ ରହିଥିବା ପୁରୀ ଶ୍ରୀମନ୍ଦିରର ଐତିହ୍ୟ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏବଂ ଏକାମ୍ର କ୍ଷେତ୍ର ଶ୍ରୀଲିଙ୍ଗରାଜ ମନ୍ଦିର ଐତିହ୍ୟ ପ୍ରକଳ୍ପର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ
Read More...

ଆସନ୍ତାକାଲିଠାରୁ ଚାଲିବ ଘରୋଇ ବସ୍‌

ଭୁବନେଶ୍ୱର : ଆସନ୍ତାକାଲିଠାରୁ ସମସ୍ତ ରାଜ୍ୟରେ ଘରୋଇ ବସ ଚଳାଚଳ କରିବ । ରାଜ୍ୟ ଘରୋଇ ବସ୍ ମହାସଂଘର ସାଧାରଣ ପରିଷଦ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲିଠୁ ୧୪ହଜାର ଘରୋଇ ବସ୍ ଚଳାଚଳ ପାଇଁ ପ୍ରସ୍ତୁତ ହେବେ । ତେବେ ଦୀର୍ଘ ୨ ମାସ ଧରି ଯାତ୍ରୀବାହୀ ବସଗୁଡିକ ଅଫରୋଡ
Read More...

ବାଇକ ଦୁର୍ଘଟଣା, ଜଣେ ଗୁରୁତର

ବୌଦ୍ଧ:ଗତକାଲି ବିଳମ୍ବିତ ରାତ୍ରୀରେ ପୁରୁଣାକଟକ-ଧଳପୁର ରାସ୍ତାର ଖଣ୍ଡହତା ନାଳ ପୋଲ ନିକଟରେ ଏକ ବାଇକ ଦୁର୍ଘଟଣା ଘଟି ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଏକ ଘରୋଇ ଠିକାସଂସ୍ଥାର ହାଇୱା ଚଳାଉଥିବା ହରଭଙ୍ଗା ବ୍ଲକ ଲୁଣିବାହାଲ ଗ୍ରାମ ପଞ୍ଚାୟତ ମଧୁସୂଦନପୁର
Read More...

ନିମ୍ନମାନର ଖାଦ୍ୟ ଅଭିଯୋଗରେ ପ୍ରବାସୀ ଶ୍ରମିକଙ୍କ ଧର୍ମଘଟ

ବୌଦ୍ଧ: ନିମ୍ନମାନର ଖାଦ୍ୟ ଓ ସେବା ଯୋଗାଇ ଦେବାରେ ବହିରା ସଙ୍ଗରୋଧ କେନ୍ଦ୍ର ସବୁବେଳେ ଚର୍ଚ୍ଚାରେ ରହିଆସିଛି । ପ୍ରତ୍ୟେକଦିନ ନିମ୍ନମାନର ଜଳଖିଆ ଓ ଭୋଜନ ଦିଆଯାଉଥିବାର ଅଭିଯୋଗକରି ବହିରା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ରର ୫୪ଜଣ ଅନ୍ତେବାସୀ ଧର୍ମଘଟ କରିଛନ୍ତି
Read More...