Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୋଶଲ ଯୁବ ସମନ୍ୱୟ ସମିତି ଉଲୁଣ୍ଡା ତରଫରୁ ରକ୍ତଦାନ ଶିବିର
ସୁବର୍ଣପୁର ଜିଲ୍ଲା ଅନ୍ତର୍ଗତ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଯୁବ ସମନ୍ୱୟ ସମିତି ଉଲୁଣ୍ଡା ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । କୋରୋନା ମହାମାରୀରେ ହେଉଥିବା ରକ୍ତ ଭଣ୍ଡାର ରେ ରକ୍ତ ଅଭାବ ହେତୁ ଏ ଶିବିର କୁ କରାଯାଇ ଥିଲା ।ଏଥିରେ ସର୍ବମୋଟ 20 ୟୁନିଟ ରକ୍ତଦାନ କରା ଯାଇ!-->!-->!-->…
Read More...
Read More...
ଦେବଗଡ଼ରେ କରୋନା ଆକ୍ରନ୍ତ ଚିହ୍ନଟ; ହାଇଟେକ୍ କୋଭିଡ଼୍ ହସ୍ପିଟାଲ ରାଉରକେଲାକୁ ସ୍ଥାନାନ୍ତରିତ
ଦେବଗଡ଼ : ଆଜି ରାଜ୍ୟର ଝାରସୁଗୁଡ଼ା,ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ତିନି କରୋନା ଆକ୍ରନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ତିନି ଆକ୍ରାନ୍ତଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଓ ଜଣେ ଯୁବତୀ ରହଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ଦେବଗଡ଼ ଜିଲାର ତିଳେଇବଣି ବ୍ଲକ ଅନ୍ତର୍ଗତ!-->…
Read More...
Read More...
ଦାରିଙ୍ଗବାଡ଼ି ବ୍ଲକ ଅଧକ୍ଷା ଭାବରେ ଦାୟିତ୍ୱ ଗ୍ରହଣ କଲେ ରମାକାନ୍ତ ବଳିଆର ସିଂ
ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନଙ୍କ ସଭ୍ୟପଦ୍ଦକୁ ମାନ୍ୟବର ହାଇକୋର୍ଟ ଗତ ମାର୍ଚ୍ଚ ମାସ ୧୩ତାରିଖରେ ଅସିଦ୍ଧ ଘୋଷଣା କରିଛନ୍ତି l ଏହାପରେ କନ୍ଧମାଳ ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଡ. ବୃନ୍ଦା ଡି ଗତ ୨୪ତାରିଖରେ ଅଧକ୍ଷାଙ୍କ ପଦବୀକୁ ରଦ୍ଦ କରିବା ସହିତ!-->…
Read More...
Read More...
ରାଜ୍ୟ ରେ ପୁଣି ୩ ଆକ୍ରାନ୍ତ ଚିହ୍ନଟ
ଆଜି ପୁଣି ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି I ଏମାନେ ସମସ୍ତେ ବାଲେଶ୍ଵର ଜିଲ୍ଲାର ବୋଲି ଜଣାପଡ଼ିଛି I ଏହି ସୂଚନା ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଛି I ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟ ରେ ୧୨୫ ପଜିଟିଭ ଚିହ୍ନଟ ହୋଇଛନ୍ତି I ସମସ୍ତେ କ୍ବାରେଣ୍ଟାଇନରେ ଥିଲେ I ଏମାନଙ୍କ ର ବୟସ!-->…
Read More...
Read More...
ଗୃହ ସଙ୍ଗରୋଧରେ ରହିଲେ ଶିକ୍ଷକ
ବୈାଦ୍ଧ:ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସାନବଙ୍କାପଡା ପ୍ରାଥମିକ ବିଦ୍ୟାଳୟର ଜନୈକ ଶିକ୍ଷକ ନିଜଘର କେନ୍ଦ୍ରାପଡାରୁ ଫେରି ପିଲାଙ୍କୁ ବହି ବାଣ୍ଟୁଥିବା ଶିକ୍ଷକଙ୍କୁ ଶେଷରେ ନିଜଘରେ ସଙ୍ଗରୋଧରେ ରହିବାକୁ କୁହାଯାଇଛି । ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ସ୍ୱାସ୍ଥ୍ୟ ବିଭାଗର କର୍ଚାରୀମାନେ!-->…
Read More...
Read More...
ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ସିମେଣ୍ଟ ଦୋକାନରେ ଚଢ଼ାଉ
ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ପାରଳାଖେମୁଣ୍ଡି ରେ ଥିବା ବିଭିନ୍ନ ସିମେଣ୍ଟ ଦୋକାନ ରେ ଚଢ଼ାଉ କରାଯାଇଛି । ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ଓ ଜିଲ୍ଲା ବାଣିଜ୍ୟ କର ଅଧିକାରୀ ମିଳିତ ଭାବେ ଚଢ଼ାଉ କରିଥିଲେ ସିମେଣ୍ଟ ଦୋକାନ ରେ ଚଢ଼ାଉ କରି କାଗଜ ପତ୍ର ଗୁଡ଼ିକ ଯାଞ୍ଚ କରିବା ସହ ଗୋଦାମ!-->…
Read More...
Read More...
ରାଉରକେଲାରେ ପହଞ୍ଚିବ ଏକାନ୍ତବାସ ଟ୍ରେନ: କରୋନା ଆକ୍ରାନ୍ତଙ୍କ ପାଇଁ ୫୮ ସ୍ଲିପର କୋଚ୍କୁ ଆଇସୋଲେସନ ୱାର୍ଡ଼
ରାଉରକେଲା : କରୋନା ମୁକାବିଲା ପାଇଁ ଲଢ଼ୁଛି ସମଗ୍ର ବିଶ୍ୱ । ସହରଠାରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ପ୍ରସ୍ତୁତି ହୋଇସାରିଛି ସ୍ୱତନ୍ତ୍ର ସଙ୍ଗରୋଧ କକ୍ଷ । ଆସନ୍ତା ମଇ ୩ ଲକଡାଉନ୍ ଖୋଲିବା ପରେ ରାଜ୍ୟ ବାହାରେ ରହୁଥିବା ହଜାର ହଜାର ଶ୍ରମିକ ଫେରୁଥିବା ନେଇ ଉଭୟ ସରକାର ଓ ଜିଲ୍ଲା!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା : କରୋନା ନିୟନ୍ତ୍ରଣରେ ସାରା ଦେଶରେ ଓଡିଶା ଇତିହାସ ସୃଷ୍ଟି କରିପାରିବ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଦେଇ କରୋନା ଜନିତ ସଂକ୍ରମିତକୁ ଆମେ କିପରି ପ୍ରତିହତ କରିପାରିବା ତାହା ଉପରେ ସତର୍କ ବାଣୀ ଶୁଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡିଶାର ପରିସ୍ଥିତି ଅନ୍ୟ ରାଜ୍ୟମାନଙ୍କଠାରୁ ବହୁତ ଭଲ ଅଛି । ଆମେ!-->…
Read More...
Read More...
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କେବଳ ନାଁକୁ ମାତ୍ର, ବଣ୍ଡଗୁଡ଼ା ପଞ୍ଚାୟତରେ ରାସନକାର୍ଡ଼ ହିତାଧିକାରୀଙ୍କୁ ମିଳୁନି…
କ.ନୂଆଗାଁ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ମୁଣ୍ଡପିଛା ୧୫ କେଜି ଚାଉଳ ଓ ପରିବାର ପିଛା ୩ କେଜି ଡାଲି ମାଗଣାରେ ବଣ୍ଟନ କରିବା ନିମନ୍ତେ ସରକାରଙ୍କ ତରଫରୁ ନିର୍ଦ୍ଦେଶ ହୋଇଥିଲେ ମଧ୍ୟ କନ୍ଧମାଳ ଜିଲ୍ଲାର କ.ନୂଆଗାଁ ବ୍ଲକ ଅନ୍ତର୍ଗତ ବଣ୍ଡଗୁଡ଼ା ପଞ୍ଚାୟତରେ ରାସନକାର୍ଡ଼!-->…
Read More...
Read More...
ଡିଆଇଜି ସତ୍ୟବ୍ରତ ଭୋଇଙ୍କ ସମୀକ୍ଷା ବୈଠକ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗସ୍ତରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଆସି ଆନ୍ଧ୍ର-ଓଡିଶା ସୀମାନ୍ତଗୁଡିକ ବୁଲି ଦେଖିବାସହ ଏକ ସମୀକ୍ଷା ବୈଠକ ଏସପିଙ୍କ କାର୍ଯ୍ୟାଳୟରେ କରିଥିଲେ । ପାରଳାଖେମୁଣ୍ଡିକୁ ଲାଗିରହିଥିବା ପଡୋଶୀ ଆନ୍ଧ୍ରପ୍ରଦେଶର ପାତପାଟନମ ମଣ୍ଡଳରେ ୪ଗୋଟି କରୋନା!-->…
Read More...
Read More...