Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲା ସ୍ତରୀୟ ଚତୁର୍ଥ ଭାରତ ସ୍କାଉଡ଼ ଓ ଗାଇଡ଼ସ ଉଦଘାଟିତ
ହରଭଙ୍ଗା :ବୌଦ୍ଧ ଜିଲ୍ଲା ସ୍କାଉଡ଼ ଗାଇଡ଼ସ ଆନୁକୂଲ୍ୟରେ ପଲ୍ଲୀବିକାଶ ଉଚ୍ଚ ବିଦ୍ୟାଳୟ ଲୁଣିବାହାର ଠାରେ ବୌଦ୍ଧ ଜିଲ୍ଲା ସ୍ତରୀୟ ଚତୁର୍ଥ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଡ଼ ଗାଇଡ଼ ଶୁକ୍ରବାର ଦିନ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ସଭାପତି ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା!-->…
Read More...
Read More...
ସୁବର୍ଣ୍ଣପୁରର ନାଟ୍ୟ ପରମ୍ପରା ଖୁବ ପ୍ରାଚୀନ, ପ୍ରଥମ ରାଜ୍ୟସ୍ତରୀୟ ପୁରନ୍ଦର ନାଟ ମହୋତ୍ସବ ଉଦଘାଟିତ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁରର ରୟାଲ ପଡିଆ ମୁକ୍ତମଞ୍ଚରେ ବିଶିଷ୍ଟ ବାଦ୍ୟକାର ତଥା କଳାକାର ପୁରନ୍ଦର ବାରିକଙ୍କ ସ୍ମୃତିରେ ପ୍ରଥମ ପୁରନ୍ଦର ନାଟ ମହୋତ୍ସବ ଆଜି ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଦିନରେ ୨ଟି କୋଶଲି - ସମ୍ବଲପୁରୀ ନାଟକ ମଞ୍ଚସ୍ଥ ହୋଇଥିବାବେଳେ ଦର୍ଶକଙ୍କ ମନ ମୋହିଛି ।!-->…
Read More...
Read More...
ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ
ପୁରୀ : ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ । ବସରେ ପୁରୀ ଯାତ୍ରା କରି ଖୁସି ବ୍ୟକ୍ତ କଲେ ଯାତ୍ରୀ । ଯାତ୍ରା ଆରାମଦାୟକ ରହିଥିବା ବେଳେ ଏହା ପୁରୀ ଆସୁଥିବା ଯାତ୍ରୀଙ୍କ ପାଇଁ ବେସ ଲାଭଦାୟକ ବୋଲି ଯାତ୍ରୀ ମତ ରଖିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲାରୁ ଗୁରୁବାର!-->…
Read More...
Read More...
ସାଇବର ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ସାଇବର ସୁରକ୍ଷା ସଚେତନତା ଶିବିର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କୁ ଶିକ୍ଷଣ ପ୍ରଦାନ କରାଯାଇଛି । ଆଜିର ଏହି କର୍ମଶାଳାରେ ସାଇବର ସୁରକ୍ଷା ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ସାଇବର ସୁରକ୍ଷା ସଚେତନତା!-->…
Read More...
Read More...
ଏଏସ୍ଓ ଚୟନ ଅନିୟମିତତା ମାମଲା, ରାଜ୍ୟ ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ: ଏଏସ୍ଓ ଚୟନ ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ସୁପ୍ରିମକୋର୍ଟ ଏହାର ଶୁଣାଣି କରିଛନ୍ତି । ଏହା ସହ କୋର୍ଟ ଉଭୟ ଏଏସଓ ଚୟନ ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ଦୁଇଜଣିଆ ବିଚାରପତିଙ୍କ ଖଣ୍ଡପୀଠ ୨୦୨୩ ଡିସେମ୍ବର ୨୨ ତାରିଖରେ!-->…
Read More...
Read More...
ଏଣିକି ରାତିରେ ବୁଲିହେବ ଚନ୍ଦକା ଅଭୟାରଣ୍ୟ
ଭୁବନେଶ୍ବର : ଏଣିକି ରାତିରେ ବୁଲିହେବ ଚନ୍ଦକା ଅଭୟାରଣ୍ୟ । ଆସନ୍ତା ୨୯ରୁ ଭରତପୁର ସଫାରୀରେ ଆରମ୍ଭ ହେବ 'ନାଇଟ୍ ନକଚରାଲ୍ ଟ୍ରେଲ୍' । ରାତି ସାଢେ ୯ଟା ଯାଏଁ ସଫାରୀ ଖୋଲାରହିବା ସହିତ, ଜାରୀରହିବ ଟ୍ରାଏଲ ।ସେଥିପାଇଁ ରାତି ସାଢେ ୯ଟାରୁ ସକାଳ ସାଢେ ୯ଟା ଯାଏଁ ବନ୍ଦ ରହିବ ସଫାରୀ ।!-->…
Read More...
Read More...
ଫେବୃଆରୀ ୫ ରୁ ବିଧାନସଭା ଅଧିବେଶନ, ଆଗତ ହେବ କାମଚଳା ବଜେଟ୍
ଭୁବନେଶ୍ୱର: ଫେବୃଆରୀ ୫ ରୁ ବିଧାନସଭା ଅଧିବେଶନ । ଏହି ଅଧିବେଶନ ସମୟରେ ଆଗତ ହେବ କାମଚଳା ବଜେଟ୍ । ଅଧିବେଶନ ଫେବୃଆରୀ ୫ ରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ନେଇ ବିଧାନସଭା ପକ୍ଷରୁ ସୂଚନା ଦିଆଯାଇଛି ।ଫେବୃଆରୀ ୫ ରେ ରାଜ୍ୟପାଳ ନିଜର ଅଭିଭାଷଣ ରଖିବେ । ଏହା ପରେ ୮!-->…
Read More...
Read More...
ଜଙ୍ଗଲୀ ମାଂସ ଜବତ, ଜଣେ ଗିରଫ
ହରଭଙ୍ଗା : ବୌଦ୍ଧ ବନଖଣ୍ଡ ସଦର ରେଞ୍ଜ ରାଇପୁର ଗ୍ରାମରୁ ବୁଧବାର ଦିନ ରାଜେନ୍ଦ୍ର ବେହେରାଙ୍କ ଘରୁ ୨କେଜିରୁ ଉଦ୍ଧ୍ୱର୍ ଜଙ୍ଗଲୀ ବାରାହା ମାଂସ ଜବତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମତେ ରାଇପୁର ଗ୍ରାମର ରାଜେନ୍ଦ୍ର ବେହେରା ନିଜ ଘରେ ଜଙ୍ଗଲୀ ବାରହା ମାଂସ ଆଣି ରୋଷେଇ କରିଥିବା!-->…
Read More...
Read More...
ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା ଆରମ୍ଭ, ମା’ମାନଙ୍କ ପାଇଁ
ଟିକଟ ମୂଲ୍ୟ ୫୦ ପ୍ରତିଶତ ରହିବ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ କରିଛନ୍ତି। ଏହି ବସ୍ଗୁଡିକ ଜିଲ୍ଲା ସଦରମହକୁମାରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଚାଲିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା’ମାନଙ୍କ ପାଇଁ ଶ୍ରୀଜଗନ୍ନାଥ!-->…
Read More...
Read More...
ନୂଆପାଟଣାରୁ ଅଯୋଧ୍ୟା ଗଲା ରାମଲାଲଙ୍କ ଅଙ୍ଗ ବସ୍ତ୍ର
ଆଠଗଡ : ରାମଲାଲାଙ୍କ ଅଙ୍ଗବସ୍ତ୍ର ଗଲା କଟକ ଜିଲ୍ଲା ତିଗିରିଆ ନୁଆପାଟଣାରୁ । ବାନ୍ଧକଳା ପାଇଁ ନୁଆପାଟଣା ଭାରତ ପ୍ରସିଦ୍ଧ । ଆସନ୍ତା ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏହା ପରଦିନ ଆସନ୍ତା ୨୩ ତାରିଖରେ କଟକ ଜିଲ୍ଲା ନୂଆପାଟଣାର ପ୍ରସିଦ୍ଧ ଖଣ୍ଡୁଆ ପାଟ ତାଙ୍କୁ!-->…
Read More...
Read More...