Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଲିଗୁଡ଼ା ବନାଞ୍ଚଳରେ ହାତୀ ଆତଙ୍କ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼,ତୁମୁଡିବନ୍ଧ ଓ ବେଲଘର ବନାଞ୍ଚଳରେ ହାତୀ ଆତଙ୍କ । ଏକ ସପ୍ତାହରରୁ ଉର୍ଦ୍ଧ୍ବ ହେବ କୋଟଗଡ଼ ବନାଞ୍ଚଳରେ ୮ଟିକିଆ ହାତୀପଲ ଉତ୍ପାତ ମଚେଇଥିବା ବେଳେ ବେଲଘର ଓ ତୁମୁଡ଼ିବନ୍ଧ ବନାଞ୍ଚଳର ବେଲଘର,ଝିରିପାଣି,ଭଣ୍ଡରଙ୍ଗି,ଲଙ୍କାଗଡ଼!-->…
Read More...
Read More...
ଆଗକୁ ନୂଆବର୍ଷ ; ଶ୍ରୀମନ୍ଦିର ପରିଦର୍ଶନ କଲେ ଏସପି ପ୍ରତୀକ୍ ସିଂହ
ପୁରୀ ; ଆସନ୍ତା ନବବର୍ଷ ୨୦୨୬ ଅବସରରେ ଶ୍ରୀଜଗନ୍ନାଥ ମନ୍ଦିରକୁ ଆଗମନ କରିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ସୁବିଧା ଓ ସୁଚାରୁ ଦର୍ଶନ ବ୍ୟବସ୍ଥା ନିମନ୍ତେ ଆଜି ପୁରୀ ଏସପି ପ୍ରତୀକ୍ ସିଂହଙ୍କ ନେତୃତ୍ୱରେ ଏକ ସମୀକ୍ଷା ଦଳ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ। ଏହି ସମୀକ୍ଷା!-->…
Read More...
Read More...
ଦନ୍ତା ହାତୀର ଆକ୍ରମଣରେ ବୃଦ୍ଧ ମୃତ
ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ଗତକାଲି ସନ୍ଧ୍ୟାରୁ ଏକ ଜଙ୍ଗଲୀ ଦନ୍ତା ହାତୀ ଉପଦ୍ରବ ମଚାଇ ଆଜି ସକାଳେ ଜଣେ ଜଣେ ବୃଦ୍ଧଙ୍କ ଜୀବନ ନେଇଛି। ହାତିଟି ଏବେ ଜନବସତି ଅଭିମୁଖା ହେଉଥିବାବେଳେ ଦନ୍ତାକୁ ନେଇ ଅଂଚଳରେ ଭୟର ବାତାବରଣ ଛାଇ ଯାଇଛି।ସୂଚନା ମୁତାବକ, ଗତକାଲି ସାନ୍ଧ୍ୟରେ କୁଳଢିଆ!-->…
Read More...
Read More...
କୁହୁଡି ପାଇଁ ବିମାନର ଜରୁରୀ ଅବତରଣ
ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରେ ଜରୁରୀ ଅବତରଣ କରିଛି ବାରଣାସୀ ଯାଉଥିବା ବିମାନ । ଖରାପ ପାଗ ଯୋଗୁଁ ବିମାନର ଜରୁରୀକାଳିନ ଅବତରଣ ହୋଇଛି । କୁହୁଡି ପାଇଁ ମୁମ୍ବଇ-ବାରଣାସୀ ଏୟାର ଇଣ୍ଡିଆ ବିମାନର ରୁଟ୍ ଡାଇଭର୍ଟ କାଯାଇଛି । ଅତ୍ୟଧିକ କୁହୁଡି କାରଣରୁ ବାରଣାସୀରେ ଅବତରଣ!-->…
Read More...
Read More...
ବିଧାୟକଙ୍କ ଦରମା ବୃଦ୍ଧି ପୁନର୍ବିଚାର ହେଉ-ବିଜେଡି
ଭୁବନେଶ୍ବର; ବିଧାୟକଙ୍କ ଦରମା ବୃଦ୍ଧି ହେବା ପରଠାରୁ ଅସନ୍ତୋଷ ଲାଗି ରହିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବାକୁ ମନା କରିବା ପରେ ଏବେ ବିଜେଡି ଦରମା ବୃଦ୍ଧି ପୁନର୍ବିଚାର କରିବା ପାଇଁ ବିଜେଡି ନିବେଦନ କରିଛି । ବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶରେ!-->…
Read More...
Read More...
ଫାଶୀ ଖୁଣ୍ଟରେ ଝୁଲିବ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ
ନୂଆଦିଲ୍ଲୀ- ଫାଶୀ ଖୁଣ୍ଟରେ ଝୁଲିବ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ । ମୃତ୍ୟୁଦଣ୍ଡ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱୀକୃତି ଦେଇଛନ୍ତି । ଦୋଷୀଙ୍କ ରାଜକ୍ଷମା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୦୧୨ମସିହାରେ ମହାରାଷ୍ଟ୍ରରେ ଜଣେ ଦୁଇ ବର୍ଷର ଶିଶୁ!-->…
Read More...
Read More...
ଭିଜିଲାନ୍ସ ଜାଲରେ ଦଶମନ୍ତପୁର ଥାନା ଆଇଆଇସି
ଭୁବନେଶ୍ବର : ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଆଇଆଇସି ସୁକୁମା ହାଁସଦା। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଥାନା ଅଧିକାରିଣୀ। ଜୟପୁର ଭିଜିଲାନ୍ସ ଅଧିକାରୀଙ୍କ ଠାରୁ ଏନେଇ ସୂଚନା ମିଳିଛି।
ସୂଚନା ଅନୁସାରେ, କିଛି ଦିନ ପୂର୍ବେ ଦଶମନ୍ତପୁର ବ୍ଲକ ଅଞ୍ଚଳର!-->!-->!-->…
Read More...
Read More...
ଦୁର୍ଘଟଣାରେ ଜଣେ ମୃତ, ଦମ୍ପତି ଗୁରୁତର
ପୁରୀ : କୋଣାର୍କ ବେଳାଭୂମି ରାସ୍ତାର ଲିଆଖିଆ ବ୍ରିଜ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍ ରେ ଥିବା ସ୍ଵାମୀ ,ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତ ସ୍କୁଟି ଚାଳକଙ୍କ ପରିଚୟ ମିଳିପାରିନାହିଁ। ଗୁରୁତର ସ୍ଵାମୀ ସ୍ତ୍ରୀ!-->…
Read More...
Read More...
୬,୧୧୭ ଷ୍ଟେଶନରେ ମାଗଣା ୱାଇ-ଫାଇ
ଭୁବନେଶ୍ୱର: ଭାରତୀୟ ରେଳପଥର ୬୧୧୭ ରେଳ ଷ୍ଟେଶନରେ ମାଗଣା ୱାଇ-ଫାଇ ସେବା ଯୋଗାଇ ଦିଆଯାଇଛି। ରେଳ ଷ୍ଟେଶନରେ ଏହି ସେବା ପାଇଁ ରେଳ ମନ୍ତ୍ରଣାଳୟ ଦ୍ୱାରା କୌଣସି ପୃଥକ୍ ପାଣ୍ଠି ମଞ୍ଜୁର କରାଯାଇନାହିଁ। ଓଟିପି ପାଇଁ ବ୍ୟବହୃତ ମୋବାଇଲ ନମ୍ୱର ବ୍ୟତୀତ ରେଳ ଷ୍ଟେଶନରେ ପ୍ରଦାନ କରାଯାଇଥିବା!-->…
Read More...
Read More...
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମହିଳା ମୃତ
ବାଲେଶ୍ଵର :ଗାଧୋଇବା ପାଇଁ ହିଟରରେ ପାଣି ଗରମ କରୁଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମହିଳା ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଡୁଙ୍ଗୁରା ପଞ୍ଚାୟତ ରଘୁନାଥପୁର ଗାଁରେ। କାହ୍ନୁ ଚରଣ ବୈଶାଖୀଙ୍କ ସ୍ତ୍ରୀ ଯଜ୍ଞଶିନୀ ବେହେରା ଆଜି ସକାଳେ ଗାଧୋଇବା ପାଇଁ ହିଟରରେ ପାଣି!-->…
Read More...
Read More...