Browsing Category

ରାଜ୍ୟ

୨୦ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସହ ପବନ ସମ୍ଭାବନା

ଭୁବନେଶ୍ୱର: ଉତ୍ତର ଉପକୂଳ ଅଞ୍ଚଳ ଦେଇ ଗତ ଶୁକ୍ରବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ପ୍ରବେଶ କରିଥିଲେ ହେଁ ଏହାର ପ୍ରଭାବ ସେପରି ଅନୁଭୂତ ହେଉନାହିଁ। ଓଡ଼ିଶା ଆକାଶରେ ବର୍ଷା ପ୍ରାୟତଃ ଗାଏବ ରହିଛି। ତେବେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ମୌୟୁମୀ ବାୟୁ ଓଡ଼ିଶାର ଅଧିକ ଅଞ୍ଚଳକୁ…
Read More...

ଚାଷୀଙ୍କୁ ଆଶ୍ବସନା ଦେଲେ ରାଜସ୍ବ ମନ୍ତ୍ରୀ, ଏଲନିନୋର ପ୍ରଭାବ…..

ଭୁବନେଶ୍ଵର: ଏଥର ରାଜ୍ୟରେ ହେବ ସ୍ଵଭାବିକ ବର୍ଷା। ଏଲନିନୋକୁ ନେଇ ବିଚଳିତ ନହେବାକୁ ଚାଷୀଙ୍କୁ ପରାମର୍ଶ ଦେଲେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। କହିଲେ ଏଲନିନୋର ପ୍ରଭାବକୁ ନେଇ ବିଚଳିତ ହୁଅନ୍ତୁ ନାହିଁ। କମ୍ ବର୍ଷା ହେଲେ ସରକାରଙ୍କରପ୍ଲାନ ୨,୩ପ୍ରସ୍ତୁତ ଅଛି। ଆମେ ବିଭିନ୍ନ ବିଭାଗ ସହ…
Read More...

ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ,G-7 ସମ୍ମିଳନୀରେ ଯୋଗଦେବେ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଫ୍ରାନ୍ସ ଏବଂ ସ୍ଲୋଭାକିଆକୁ ଦୁଇ ରାଷ୍ଟ୍ର ଗସ୍ତ ପାଇଁ ଯାତ୍ରା କରିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ତାଙ୍କର ଆଲୋଚନାର ଏକ ପ୍ରମୁଖ ବିଷୟ ପ୍ରତିରକ୍ଷା ସହଯୋଗ ହେବ ବୋଲି ଆଶା କରାଯାଉଛି। ଗୁରୁତ୍ୱପୂର୍ଣ୍ଣ…
Read More...

ଡିଜି ପାହ୍ୟାକୁ ଗଲେ ଓଡ଼ିଶା କ୍ୟାଡରର ୨ଆଇପିଏସ୍

ନୂଆଦିଲ୍ଲୀ : ଡିଜି ପଦବୀ ପାଇଁ ଦେଶର ୩୩ ବରିଷ୍ଠ ଆଇପିଏସ ମନୋନୀତ। କ୍ୟାବିନେଟ୍ ନିଯୁକ୍ତି କମିଟି ପକ୍ଷରୁ ମଞ୍ଜୁରୀ। ଡିଜି ପାହ୍ୟାକୁ ଗଲେ ଓଡ଼ିଶା କ୍ୟାଡରର ୨ ବରିଷ୍ଠ ଆଇପିଏସ୍। ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀ ଓ ପଦ୍ମାକର ଏସ୍ ରାଣିପସେ ମନୋନୀତ ହୋଇଛନ୍ତି। ୧୯୯୦ ବ୍ୟାଚର ହେଉଛନ୍ତି…
Read More...

ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା, ଜାଣନ୍ତୁ କ’ଣ ?

ଭୁବନେଶ୍ବର: ମାଗଣାରେ କେଜିରୁ ପିଜି ଯାଏଁ ପାଠ ପଢ଼ିବାକୁ ସୁଯୋଗ ମିଳିବ। ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ଏହି ସୁବିଧା ମିଳିବ। ଆଜି ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। କେଜିରୁ…
Read More...

ଆଜି ବସିବ କ୍ୟାବିନେଟ୍ ବୈଠକ, ବଡ ନିଷ୍ପତ୍ତି ନେବେ ସରକାର

ଭୁବନେଶ୍ୱର: ଆଜି ରାତି ୮ଟାରେ ବସିବ ମୋହନ ସରକାରଙ୍କ କ୍ୟାବିନେଟ ବୈଠକ । ଆଜି ମୋହନ ସରକାରକୁ ୨ ବର୍ଷ ପୂରୁଛି। ଏହି ଅବସରରେ ବସୁଥିବା କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି ନେଇପାରନ୍ତି ସରକାର। ବିଭିନ୍ନ ବର୍ଗକୁ ଦୃଷ୍ଟିରେ ରଖି ସରକାର ନେଇପାରନ୍ତି ନିଷ୍ପତ୍ତି। ବିଭିନ୍ନ ବିଭାଗ ବଡ଼…
Read More...

ବାଲିଗୁଡ଼ାରେ ପାଇକ, ଖଣ୍ଡାୟତ କୁଳ ସାମାଜ ଗଠନ; ସଭାପତି ମାନସ,ସୁବ୍ରତ ସମ୍ପାଦକ ମନୋନୀତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ପାଇକ,ଖଣ୍ଡାୟତ କୁଳ ସମାଜ ଗଠିତ ହୋଇଛି l ବାଲିଗୁଡ଼ା ନୂଆସାହିର ଅବସର ପ୍ରାପ୍ତ ଶିକ୍ଷକ ତଥା ଶିକ୍ଷାବିତ୍ ମୃତ୍ୟୁଞ୍ଜୟ ପ୍ରଧାନୀଙ୍କ ଆବାହନ କ୍ରମେ ସ୍ଥାନୀୟ ହନୁମାନ ମନ୍ଦିର ପ୍ରାଙ୍ଗଣରେ ସମାଜର ପଲ୍ଲୀ କମିଟି ଗଠନ ହୋଇଯାଇଛି l ପାଇକ,ଖଣ୍ଡାୟତ…
Read More...

ଆସିଲା ସୌମ୍ୟଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ମୃତ୍ୟୁ ଘଟଣାରେ ବଡ ରହସ୍ୟ ସାମ୍ନାକୁ ଆସିଛି। ଗୁରୁବାର ଆସି ସାରିଛି ସୌମ୍ୟଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ। ମସ୍ତିଷ୍କରେ ଗଭୀର ଆଘାତ ଯୋଗୁଁଁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ସୌମ୍ୟଙ୍କ ଶରୀରର ୨୧ଟି ସ୍ଥାନରେ…
Read More...

ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା, ୫ ଡ଼କାୟତ ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଲା ବଡ଼ ସଫଳତା ।୫ ଡକାୟଙ୍କୁ ବାନ୍ଧିଲା ବାଲିଗୁଡ଼ା ପୋଲିସ୍ ।ବାଲିଗୁଡ଼ା-ଖମଣଖୋଲ ରାସ୍ତା ଡାବୁଡାକା ଘାଟିରେ ହୋଇଥିଲା ଡ଼କାୟତି । ଜଣେ ବ୍ୟକ୍ତିଙ୍କୁ ମାଡମାରି ୨୦ ହଜାର ଟଙ୍କା, ବାଇକ୍ ଓ ମୋବାଇଲ୍ ଲୁଟି ନେଇଥିଲେ ଦୁର୍ବୃତ୍ତ…
Read More...

୧୫ ଆଇପିଏସଙ୍କୁ ମିଳିଲା ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ

ଭୁବନେଶ୍ୱର : ଆଇନଶୃଙ୍ଖଳା ସଜାଡିବା ପାଇଁ ବୁଧବାର ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି। ୧୫ ଜଣ ଆଇପିଏସ ଅଧିକାରୀଙ୍କୁ ୧୭ଟି ଜିଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ପ୍ରଦାନ କରାଯାଇଛି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲାର…
Read More...