Browsing Category

ରାଜ୍ୟ

ପ୍ରାର୍ଥୀ ଚୟନ କୁ ନେଇ ସବୁ ପାର୍ଟିରେ ଦ୍ଵନ୍ଦ, ମାଟିପୁତ୍ର ବନାମ ବାହାରି ପ୍ରାର୍ଥୀ

ସମ୍ବଲପୁର, ନାମାଙ୍କନ ପାଇଁ ଶେଷ ତାରିଖ ପାଖେଇ ଆସୁଥିଲେ ମଧ୍ୟ ଏଠାରେ ପ୍ରମୁଖ ରାଜନୈତିକ ପାର୍ଟିମାନେ ତାଙ୍କର ପ୍ରାର୍ଥୀ ଚୟନକୁ ନିଜ ସ୍ଥିତି ସ୍ପଷ୍ଟ କରି ନାହାନ୍ତି ଓ ବିଶେଷକରି ଲୋକସଭା ପ୍ରାର୍ଥୀ କୁ ନେଇ ସେମାନେ ଦ୍ବନ୍ଦ ରେ ଥିଲାପରି ଜଣାପଡୁଛି । କାରଣ ଅନେକ ସ୍ଥାନରେ ଜିଲ୍ଲା
Read More...

ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବ୍ୟକ୍ତି ଚାହିଁଲେ ସୁରକ୍ଷା ଯୋଗାଇ ଦିଆଯିବ: ଡିଜି

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ହତ୍ୟା ଘଟଣା ପୁଲିସର ଚିନ୍ତା ବଢ଼ାଇ ଦେଇଛି। ତେଣୁ ଆସନ୍ତା ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେଉଥିବା ବ୍ୟକ୍ତି ବିଶେଷ ନିଜକୁ ଅସୁରକ୍ଷିତ ମଣି ସୁରକ୍ଷା ମାଗିଲେ ଓଡ଼ିଶା ପୁଲିସ ପକ୍ଷରୁ ତାହା ଯୋଗାଇ
Read More...

କଂଗ୍ରେସ ଭବନ ଭଙ୍ଗାରୁଜା ଘଟଣାରେ ୪ ଗିରଫ

ଭୁବନେଶ୍ୱର : ଟିକେଟ୍ କଟିବା ଘଟଣାକୁ କେନ୍ଦ୍ର କରି ଗତ ତିନିଦିନ ତଳେ କଂଗ୍ରେସ ଭବନରେ ଭଙ୍ଗାରୁଜା କରିଥିବା ଘଟଣାରେ ୪ଜଣଙ୍କୁ ଆଜି ପୁଲିସ ଗିରଫ କରିଛି । ଭୁବନେଶ୍ୱର ଏକାମ୍ର ରଶ୍ମି ମହାପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଅନ୍ୟତମ ଟିକେଟ ଆଶୟୀ ଶେଖ୍ ଅମିର ଅହମ୍ମଦ ଓ ତାଙ୍କର
Read More...

ନିର୍ବାଚନ ନ ଲଢ଼ିବା ସହ କୌଣସି ଦଳ ପାଇଁ ପ୍ରଚାର କରିବେ ନାହିଁ ସଲମାନ ଖାନ୍‌

ମୁମ୍ବାଇ : ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ ନିର୍ବାଚନ ଲଢ଼ିବା ନେଇ ହେଉଥିବା ଚର୍ଚ୍ଚା ଉପରେ ପୁର୍ଣ୍ଣଛେଦ ପକାଇଛନ୍ତି । ହେଉଥିବା ସମସ୍ତ ଚର୍ଚ୍ଚାକୁ ଗୁଜବ ବୋଲି କହି ମୁଁ କୌଣସି ଦଳ ପାଇଁ ନ ଲଢ଼ିବା ସହ କୌଣସି ଦଳ ପାଇଁ ପ୍ରଚାର କରିବି ନାହିଁ ବୋଲି ଟୁଇଟ୍‌ କରି ଜଣାଇଛନ୍ତି
Read More...

“କନ୍ଧମାଳ ଅଞ୍ଚଳ ମୋର ଦ୍ୱିତୀୟ ଘର”

ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସହ "ହୀରାଞ୍ଚଳ'ର ବିଶେଷ ସାକ୍ଷାତକାର ଆଉ ଦିନ କେଇଟା ଗଲେ ସାଧାରଣ ନିର୍ବାଚନ । ରାଜ୍ୟରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିମନ୍ତେ ମତଦାନ ଅନୁଷ୍ଠିତ ହେଉଛି । ଦଳମାନେ ପ୍ରସ୍ତୁତ, ପ୍ରାର୍ଥୀମାନେ ବି ପ୍ରସ୍ତୁତ ହେଲେ ଆମ ଭୋଟରମାନେ କେତେ ପ୍ରସ୍ତୁତ
Read More...

ପ୍ରାର୍ଥୀପତ୍ର ଦାଖଲ କଲେ ଉଷା ଦେବୀ

ବ୍ରହ୍ମପୁର: ବୁଧବାର ଅପରାହ୍ଣରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଚିକିଟି ବିଧାନସଭା ଆସନରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିବା ନିମନ୍ତେ ଉଷା ଦେବୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନିଜର ବହୁ ସମର୍ଥକ ଏବଂ ବିଜେଡି ନେତାମାନଙ୍କ ଗହଣରେ ଏଡିଏମ୍‌ଓ
Read More...

ଏପ୍ରିଲ ୧ରେ ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ବର : ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ୧୦ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜନ ହେବାକୁ ଥିବା ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏପ୍ରିଲ ୧ରେ ସ୍କୁଲ ପରିସର‌େର ଆୟୋଜନ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ଉପରାଷ୍ଟ୍ରପତି ଦିନିକିଆ
Read More...

ହାଇକୋର୍ଟ ବାର୍ ଆସୋସିଏସନ ନିର୍ବାଚନ: ନାମାଙ୍କନ ଦାଖଲ ଶେଷ, ସଭାପତି ଦୌଡରେ ତିନି ଜଣ

କଟକ: ହାଇକୋର୍ଟ ବାର୍ ଆସୋସିଏସନ୍ କର୍ମକର୍ତ୍ତା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଛି। ଗୋପାଳକୃଷ୍ଣ ମହାନ୍ତି, ଶ୍ରୀନିବାସ ମହାନ୍ତି ଓ ବୁଦ୍ଧଦେବ ରାଉତରାୟ ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ଉପସଭାପତି ପଦ ପାଇଁ ଦେବୀ ପ୍ରସାଦ ଦାସ ଓ ପୀୟୂଷ କୁମାର
Read More...

ଚୂଡ଼‌ାନ୍ତ ହୋଇପାରୁନି ପ୍ରାର୍ଥୀ ତାଲିକା, ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ବିଜେପି ନଜର

ଭୁବନେଶ୍ବର: କାହାକୁ ଅପେକ୍ଷା କରିଛି ବିଜେପି? କାହା ପାଇଁ ପ୍ରାର୍ଥୀ ତାଲିକା ସମ୍ପୂର୍ଣ୍ଣ ହୋଇପାରୁନି? କେଉଁ ନୂଆ ନେତା ଦଳରେ ଯୋଗଦେଲେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେବ? ଅସନ୍ତୋଷ ଭୟରେ ପ୍ରାର୍ଥୀ ତାଲିକା ଘୋଷଣା ଘୂଞ୍ଚାଇ ଦିଆଯାଉନି ତ? ରାଜ୍ୟ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା
Read More...