Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଲିବେରେଣା ଗ୍ରାମରୁ ବାଘ ଛାଲ ଜବତ, ଜଣେ ଗିରଫ
ଦଶପଲ୍ଲା : ବନ୍ୟଜନ୍ତୁଙ୍କ ପ୍ରତି ମାଡି ଆସୁଛି ମହା ବିପତ୍ତି । ଆଉ ନିଜକୁ ସୁରକ୍ଷା ଦେଇପାରୁନି, ବନରାଜ ବାଘ । ଶିକାରୀଙ୍କ ହାତରେ ଚାଲି ଯାଉଛି ଜୀବନ । ସାରା ଓଡିଶା ସମେତ ଦଶପଲ୍ଲା ବନାଂଚଳରେ ମଧ୍ୟ ହେଉଛି ବାଘ ଶିକାର । ବିଶେଷ ସୂତ୍ରରୁ ଖବର ପାଇ ଭୁବନେଶ୍ୱର ଏସଟିଏଫ୍ ଟିମ୍ ଅଚାନକ!-->…
Read More...
Read More...
ଜାନୁୟାରୀ ୧୭ରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଚାଲିଛି ଜୋରଦାର ପ୍ରସ୍ତୁତି
ପୁରୀ : ଭକ୍ତ ତଥା ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର । ଆସନ୍ତା ଜାନୁୟାରୀ ୧୭ ତାରିଖରେ ଲୋକାର୍ପଣ ହେବାକୁ ଯାଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ!-->…
Read More...
Read More...
ଆସନ୍ତାକାଲି ପବିତ୍ର ଅଁଳାନବମୀ,ରାଧାପାଦ ଦର୍ଶନ କରିବେ ଭକ୍ତ
ପୁରୀ: ଆସନ୍ତାକାଲି ପବିତ୍ର ଅଁଳାନବମୀ ତଥା ରାଧାପାଦ ଦର୍ଶନ । ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ଏହି ଦୁର୍ଲଭ ପାଦ ଦର୍ଶନର ସୌଭାଗ୍ୟ ଲାଭ କରିବା ପାଇଁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା!-->…
Read More...
Read More...
ରାଣୀ ଲକ୍ଷ୍ମବାଈ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ
ହରଭଙ୍ଗା :ହରଭଙ୍ଗା ବ୍ଲକ ଅନ୍ତର୍ଗତ ଚାରିଛକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବିଦ୍ୟାଳୟ ଛାତ୍ରୀ ମାନଙ୍କର "ରାଣୀ ଲକ୍ଷ୍ମୀବାଈ ଆତ୍ମ ସୁରକ୍ଷା ତାଲିମ' ଶିବିର ଆଜି ଉଦଘାଟିତ ହୋଇଛି । ଏହି ତାଲିମ ଶିବିରକୁ ବିଦ୍ୟାଳୟ ପ୍ରଧାନଶିକ୍ଷକ ନିର୍ମଳ କୁମାର ରଣା ଉଦଘାଟନ କରିଥିବା ବେଳେ ହାଇସ୍କୁଲର!-->…
Read More...
Read More...
ରାଜଧାନୀକୁ ଫେରିଲା ‘ରାହାଗିରି’
ଡିସେମ୍ବର ଶେଷ ରବିବାର ଭୁବନେଶ୍ୱରରେ ଆରମ୍ଭ ହେବ ରାହାଗିରି। ଏବର୍ଷ ୩ଟି ଜୋନରେ ୩ଟି ରାହାଗିରି ହେବ। ଡିସେମ୍ବର ଶେଷ ରବିବାର ଓ ଜାନୁଆରୀ ମାସର ପ୍ରଥମ ଦୁଇଟି ରବିବାର ଅନୁଷ୍ଠିତ ହେବ ରାହାଗିରି। ସେଥିପାଇଁ ଆଜି ପ୍ରତି ଜୋନରୁ ଦୁଇଜଣ ଲେଖାଏଁ କର୍ପୋରେଟର, ZDC ଓ ଆଡିସନାଲ କମିଶନରଙ୍କୁ!-->…
Read More...
Read More...
ଆଜି ଶ୍ରୀମନ୍ଦିରରେ ବଡଠାକୁରଙ୍କ ହରିହର ବେଶ
ପୁରୀ : ଆଜି ଶ୍ରୀମନ୍ଦିରରେ ବଡଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଛି । ଅବକାଶ ନୀତି ପରେ ବଡଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଛି । ବଡଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବାବେଳେ ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ । ଏହି!-->…
Read More...
Read More...
୭୨ ତମ ଗୋ-ସମ୍ବର୍ଦ୍ଧନା ସମାରୋହ ଏବଂ ଜାତୀୟ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ
ଦଶପଲ୍ଲା :୭୨ ତମ ଗୋ-ସମ୍ବର୍ଦ୍ଧନା ସମାରୋହ ଏବଂ ଜାତୀୟ ପ୍ରାଣୀଧନ ମିଶନ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ପ୍ରାଣୀ ସମ୍ପଦ ମେଳା ତା ୧୯-୧୧-୨୦୨୩ ରିଖରେ ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକର ଜାନିସାହି ଠାରେ ଅନୁଷ୍ଠିତ ହୋଇଅଛି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ନୟାଗଡ ଡାଃ. ପ୍ରଶାନ୍ତ!-->…
Read More...
Read More...
ତୃତୀୟ ରାଜ୍ୟ ସ୍ତରୀୟ ମା ଭୈରବୀ ମହୋତ୍ସବ ଚତୁର୍ଥ ସନ୍ଧ୍ୟା
ହରଭଙ୍ଗା : ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ନାମରେ ଆୟୋଜିତ ତୃତୀୟ ରାଜ୍ୟ ସ୍ତରୀୟ ମା ଭୈରବୀ ମହୋତ୍ସବ ଚତୁର୍ଥ ସଂଧ୍ୟା ରବିବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ଚତୁର୍ଥ ସଂଧ୍ୟାରେ ଆଞ୍ଚଳିକ କଳାକାରଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ କଳା ପରିବେଷଣ କରାଯାଇ ଥିଲା ଓ ମାଙ୍କ ଠାରେ!-->…
Read More...
Read More...
ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ,ଗଜପତି ଶାଖା ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ବିସ୍ମୟ କାରୁ କଳା ଜାତୀୟ ସ୍ତରରେ ଓଡିଶାର ଆଜି ବହୁ ପ୍ରଶଂସିତ ବୋଲି ଆଜିର ମୁଖ୍ୟ ଅତିଥି ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଥିଲେ । ଗଜପତି ଜିଲ୍ଲାରେ ତିନୋଟି କେନ୍ଦ୍ର ମଧ୍ୟରୁ ପୌରାଞ୍ଚଳର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର -୦୧ରୁ ୨୨୫ଜଣ!-->…
Read More...
Read More...
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଦୁଇ ଜଣିଆ ଟିମ ଭିତ୍ତିଭୂମି ପରଖିଲେ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ରହିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମି ସାଙ୍ଗକୁ ଉନ୍ନତ ଶିକ୍ଷା ବ୍ୟବସ୍ଥାକୁ ପରଖିବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଦୁଇ ଜଣିଆ ଟିମ ଭୁବନେଶ୍ୱରରୁ କନ୍ଧମାଳ ଜିଲ୍ଲା ଆସି ତିନି ଦିନ ବିଭିନ୍ନ ବିଦ୍ୟାଳୟ ବୁଲି ଦେଖିଛନ୍ତି । ପ୍ରଥମ!-->…
Read More...
Read More...