Browsing Category

ରାଜ୍ୟ

ଭୁବନେଶ୍ୱରରେ ଧାରଣାରେ ବସିଲେ ସିନେ ପ୍ରଯୋଜିକା ସନଲିସା

ଓଡ଼ିଆ ସିନେମା ବଞ୍ଚାଅ ନାରା ଦେଇ ଆଜିଠାରୁ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଧାରଣାରେ ବସିଛନ୍ତି 'ପ୍ରଥା' ସିନେମାର ପ୍ରଯୋଜିକା ସନଲିସା।ରାଜ୍ୟ ସରକାର ଏବଂ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ନିକଟରେ ସେ ୫ ଦଫା ଦାବି ରଖିଛନ୍ତି। ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା,
Read More...

ବିଜେବି କଲେଜରେ ଛାତ୍ର ଉତ୍ତେଜନା: ଗିରଫ ଛାତ୍ରଙ୍କୁ ତୁରନ୍ତ ଛାଡିବାକୁ ଦାବି

ଭୁବନେଶ୍ୱର: ବିଜେବି କଲେଜ କ୍ୟାମ୍ପସରେ ଛାତ୍ର ଉତ୍ତେଜନା । କଲେଜ ଗେଟରେ ତାଲା ପକାଇ ରାଜପଥ ଅବରୋଧ କଲେ ଛାତ୍ରଛାତ୍ରୀ । କଲେଜର ଜଣେ ଛାତ୍ରଙ୍କୁ ପୋଲିସ ଉଠାଇ ନେବା ପରେ ଏହାକୁ ବିରୋଧ କରି ଛାତ୍ରଛାତ୍ରୀ ମାନେ ଧାରଣାରେ ବସିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ତେବେ
Read More...

ଆଠଗଡ କୃଷି ବିଭାଗ ତରଫରୁ ରବି ୠତୁ ପାଇଁ ଚିନାବାଦାମ, ସୋରିଷ ଓ ସୂର୍ଯ୍ୟମୁଖୀ ବିହନ ବଣ୍ଟନ

ଆଠଗଡ: ଆଠଗଡ ବ୍ଲକ କୃଷି କାଯ୍ୟାଳୟ ତରଫରୁ କ୍ଷେତ୍ର ପ୍ରଦର୍ଶନ ପାଇଁ ରବି ୠତୁରେ ତୈଳ ବୀଜ ଚାଷ ପାଇଁ ଆଠଗଡରେ ବ୍ୟାପକ ଚାଷ ପାଇଁ ମାନ୍ୟବର କୃଷି କୃଷକ ସଶକ୍ତି କରଣ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଧୂରୁଷିଆ ଇଚ୍ଛାପୁର, ବେଣ୍ଟାପଦା,
Read More...

ସମବାୟିକା ପକ୍ଷରୁ ଜନ ସଚେତନତା ସମାରୋହ ଓ ସମ୍ବର୍ଦ୍ଧନା ସଭା

କଟକ : ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ଓଡିଶା ସମବାୟ ସୁରକ୍ଷା ସଂଘ ତଥା ସମବାୟ ସୁରକ୍ଷା ଓ ବିକାଶର ବାର୍ତାବହ ଭାବେ ପାକ୍ଷୀକ ସମ୍ବାଦ ପତ୍ର ସମବାୟିକା ପକ୍ଷରୁ ଚଳିତ ବର୍ଷ ସ୍ଥାନୀୟ ଗାନ୍ଧୀ ଭବନ ସଭାଗୃହରେ ୧୮ତମ ରାଜ୍ୟସ୍ତରୀୟ ସମବାୟ ଜନ ସଚତେନତା ସମାରୋହ ଓ ସମ୍ବର୍ଦ୍ଧନା ସଭା
Read More...

ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ବାଙ୍କତଇଳା ଗ୍ରାମରେ ଆଜି ୧୧ଟା ସମୟରେ ଜଂଗଲକୁ ପଥର ଆଣିବାକୁ ଯାଇଥିବାବେଳେ କୁଲୁରୁକୁମ୍ପା ଗ୍ରାମର ପ୍ରବୀଣ କୁମାର ସାହୁଙ୍କ ଟ୍ରାକ୍ଟର ଓଡି ୨୫ ଇ ୦୬୮୧ ଦୁର୍ଘଟଣା ଘଟିବା ଯୋଗୁଁ, ବାଣିଗୋଛା ଥାନା ଫାଲଫାଜୁ ଗ୍ରାମର ଟ୍ରାକ୍ଟର ଡ଼୍ରାଇଭର,
Read More...

ଶ୍ରୀମନ୍ଦିରରେ ପଞ୍ଚୁକ ନୀତି ଆରମ୍ଭ

ପୁରୀ : ଆଜି ହରି ଉତ୍‌ଥାପନ ଏକାଦଶୀ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆରମ୍ଭ ହୋଇଛି ପଞ୍ଚୁକ ନୀତି । ଏଥିପାଇଁ ହଜାର ହଜାର ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କ ଭିଡ ଲାଗିଛି ଶ୍ରୀକ୍ଷେତ୍ରରେ । ପଞ୍ଚୁକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ସହ ମହାପ୍ରଭୁ
Read More...

ହରଭଙ୍ଗା ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଠାରେ ବୁଧବାର ଦିନ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଉପସ୍ଥିତ ରହି ଶିବିରକୁ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥିଭାବେ ଜିଲ୍ଲା ପରିଷଦ
Read More...

ମୋକିମ ଫାଉଣ୍ଡେସନ ପକ୍ଷରୁ ତିନିଦିନିଆ ମେଗା ସୋର୍ଟ୍ସ କ୍ରାନିଭାଲ-୨୦୨୩ ଆୟୋଜିତ

କଟକ: ଆଜି ଅପରାହ୍ନରେ ହୋଟେଲ ବ୍ଲୁ ଲାଗୁନରେ ମୋକିମ ଫାଉଣ୍ଡେସନ ପକ୍ଷରୁ ଫାଉଣ୍ଡେସନ ଟ୍ରଷ୍ଟି ସୋଫିୟା ଫିର୍ଦୋଷଙ୍କ ପୌରହିତ୍ୟରେ ଆଗାମୀ ତିନି ଦିନି ଧରି ହେବାକୁ ଥିବା ମେଗା ସୋର୍ଟ୍ସ କ୍ରାନିଭାଲ-୨୦୨୩ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲେ । ନଭେମ୍ବର ମାସ ୨୪, ୨୫ ଓ ୨୬
Read More...

ବିଜେପି ପକ୍ଷରୁ ବ୍ଲକ୍‌ ଘେରାଓ ଓ ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

ଚମ୍ପୁଆ: ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରୀ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଚମ୍ପୁଆ ବିଜେପି ପକ୍ଷରୁ ଆଜି ଜନ ଆକ୍ରୋଶ ସମାବେଶ ଓ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ଥାନୀୟ ଶିବ ମନ୍ଦିର ପଡିଆ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ବ୍ଲକ
Read More...

ଚାଲିଥିଲା ରାମଲୀଳା, ରାମଙ୍କ ଉପରକୁ ବୋମାମାଡ

ପୁରୀ : ରାମଲୀଳା ଚାଲିଥିବା ବେଳେ ମଞ୍ଚରେ ରାମଙ୍କ ଉପରକୁ ବୋମାମାଡ଼ । ଗତକାଲି ବିଳମ୍ବିତ ରାତିରେ ପୁରୀ ବଳିଆପଣ୍ଡା ଥାନା ଅନ୍ତର୍ଗତ ବିଜୟନଗର ବସ୍ତି ଧୋବାଖାଲ ନୃସିଂହ ମନ୍ଦିର ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ରାମଲୀଳା ଚାଲିଥିବା ବେଳେ ମଞ୍ଚ ଉପରକୁ ବୋମାମାଡ଼ କରିଛନ୍ତି
Read More...