Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କାମ କଲାନି ପାୱାର, ଜେଲ୍ରେ କଟିଲା ବିବାଦୀୟ ପ୍ରଯୋଜକଙ୍କ ରାତି
ଜେଲରେ ବିନା ଫୋନ୍ ରେ ଏବଂ ବିନା ଏସି ରୁମ୍ ରେ ଟୁଟୁଙ୍କ ରାତି କଟିଛି। ଜାମିନ୍ ନାମଞ୍ଜୁର ହେବାପରେ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରି ଗିରଫ ହୋଇଥିବା ପ୍ରଯୋଜକ ଟୁଟୁ ନାୟକଙ୍କର ଶନିବାର ରାତି ଝାରପଡା ଜେଲରେ ପରିସର ରେ କଟିଛି । ସାମ୍ବାଦିକାଙ୍କ ଅଭିଯୋଗ ପରେ ପୁଲିସ ଟୁଟୁଙ୍କୁ!-->…
Read More...
Read More...
ମହେଶ୍ୱର ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପ ଜାଳିଲେ ବିଜେଡି କର୍ମୀ
ପୁରୀ : ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ପୁରୀ ବିଜେଡି ତରଫରୁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଛି । ଏହି ଅବସରରେ ସବ୍ୟସାଚୀ ମହାପାତ୍ର, ସୁରେନ୍ଦ୍ର ନାଥ ଦାଶ, କୃଷ୍ଣଚନ୍ଦ୍ର ପଣ୍ଡା, ବିଶ୍ୱନାଥ ରାଓ, ଶ୍ରୀପ୍ରକାଶ ମିଶ୍ର,!-->…
Read More...
Read More...
ସାପ କାମୁଡ଼ାରେ ମହିଳା ଗୁରୁତର,ବିଷ ଟାଣିବାକୁ ଯାଇ ଜଣେ ବ୍ୟକ୍ତି ଗୁରୁତର
ବାଲିଗୁଡ଼ା: ଶିଆଳି ପତ୍ର ତୋଳୁଥିବା ବେଳେ ସାପ କାମୁଡାରେ ମହିଳା ଗୁରୁତର । ବିଷ ଟାଣିବାକୁ ଯାଇ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର । ଉଭୟେ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସିନ୍ଦ୍ରିଗାଁ ପଞ୍ଚାୟତର ସାପାକାମ୍ପା ଗାଁ ରେ!-->…
Read More...
Read More...
ବାଲିଗୁଡା ଉପଖଣ୍ଡ ପ୍ରଶାସନ ଦ୍ୱାରା ବିଭିନ୍ନ ଭୋଟର ସଚେତନତା କାର୍ଯ୍ୟକ୍ରମ
ବାଲିଗୁଡ଼ା: ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡି଼ଶାଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ - ୨୦୨୪ ଅବସରରେ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ, ବାଲିଗୁଡ଼ା ଶ୍ରୀମତୀ ମଧୁମିତଙ୍କ ନେତୃତ୍ୱରେ ଯୁବ ଭୋଟରଙ୍କୁ ସଚେତନ କରିବା ସହିତ!-->…
Read More...
Read More...
ନନ୍ଦାହାଣ୍ଡି ବ୍ଲକରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ
ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଡଙ୍ଗରଭେଜା ଠାରେ ବ୍ଲକ ସ୍ତରୀୟ "ଆମ ଓଡ଼ିଶା ନବୀନ ଓଡ଼ିଶା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବ୍ଲକର ୧୧ ଗୋଟି ପଞ୍ଚାୟତର ଜନସାଧାରଣ ଯୋଗ ଦେଇଥିଲେ । ଏହି ଅବସରରେ ଓଡ଼ିଶାର ମାନ୍ୟବର!-->…
Read More...
Read More...
ମନ୍ତ୍ରୀଙ୍କ ଦ୍ୱାରା ୨ଟି ପ୍ରକଳ୍ପର ଶିଳାନ୍ୟାସ
ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ସାମ୍ପୋଚ ପଞ୍ଚାୟତ ଶ୍ୟାମସୁନ୍ଦରପୁରଠାରେ ଔଷଧୀୟ ବୃକ୍ଷ ଉଦ୍ୟାନ ଓ ଉଠା ଜଳସେଚନ ପ୍ରକଳ୍ପ ପାଇଁ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ, ପଞ୍ଚାୟତରାଜ,ପାନୀୟ ଜଳ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ କରକମଳରେ ଶିଳାନ୍ୟାସ ଓ ଶୁଭ!-->…
Read More...
Read More...
ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଦ୍ୱାରା ଦୁର୍ନୀତି ନିବାରଣ ସପ୍ତାହ -୨୦୨୩ ପାଳିତ
ଫୁଲବାଣୀ : ସାରା ଦେଶରେ ଦୁର୍ନୀତିକୁ ମୂଳପୋଛ କରିବା ପାଇଁ ରାଜ୍ୟ ଠାରୁ କେନ୍ଦ୍ର ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଜାରିଥିବା ବେଳେ ଅକ୍ଟୋବର ୩୦ ଠାରୁ ନଭେମ୍ବର ୦୫ ପର୍ଯ୍ୟନ୍ତ ‘ଦୁର୍ନୀତି ନିବାରଣ ସପ୍ତାହ’ ଭାବେ ପ୍ରତ୍ୟେକ ବର୍ଷ ପାଳିତ ହୋଇଆସୁଛି । ଏହି!-->…
Read More...
Read More...
ଟ୍ରକ-ବାଇକ୍ ମୁହାଁମୁହିଁ ଧକ୍କା:ଜଣେ ମୃତ, ଜଣେ ଗୁରୁତର
ନୂଆପଡ଼ା : ନୂଆପଡା ଜିଲା କୋମନା ଥାନା ଅନ୍ତର୍ଗତ ପଲସିପାଣି ପଞ୍ଚାୟତ ବାଞ୍ଚିବାହାଲ ଛକଠାରେ ୩୫୩ ନମ୍ବର ଜାତୀୟ ରାଜପଥ ଉପରେ ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ଖଡିଆଳ ଥାନା ଖୁଦପେଜ!-->…
Read More...
Read More...
ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
ପୁରୀ: ଆସନ୍ତା ନୂଆ ବର୍ଷରୁ ଶ୍ରୀ ମନ୍ଦିରକୁ ଆସୁଥିବା ଭକ୍ତ ପାଇବେ ନୂଆ ଅନୁଭୂତି । ବହୁ ପ୍ରତିକ୍ଷୀତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ବର୍ଷ ଜାନୁଆରୀ ୧୭ରେ ଲୋକାର୍ପଣ ହେବ । ପ୍ରଥମେ ପ୍ରତିଷ୍ଠା ପୂଜା ହେବା ପରେ ଜାନୁଆରୀ ୧୭ ତାରିଖରେ ଏହା ଭକ୍ତଙ୍କ ପାଇଁ ଲୋକାର୍ପିତ ହେବ ।!-->…
Read More...
Read More...
ମାଟିତଳୁ ବାହାରିଲା ବିରାଟ ଶିବ ଲିଙ୍ଗ, ପୂଜାଅର୍ଚ୍ଚନା ସହ ପ୍ରତିଷ୍ଠା କଲେ ଗ୍ରାମବାସୀ
ଫୁଲବାଣୀ : ପ୍ରଥମେ ପୂଜକଙ୍କୁ ହେଲା ସ୍ୱପ୍ନାଦେଶ ଓ ପରେ ମାଟି ଖୋଳିଲା ପରେ ମାଟିତଳୁ ବାହାରିଲା ଏକ ବିରାଟ ଶିବ ଲିଙ୍ଗ ଓ ତାପରେ ଶିବ ଲିଙ୍ଗ ଦର୍ଶନ ପାଇଁ ଛୁଟୁଛି ଭକ୍ତଙ୍କ ସୁଅ । ଏମିତି ଏକ ଆଲୌକିକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ଗାଁରେ ।!-->…
Read More...
Read More...