Browsing Category

ରାଜ୍ୟ

ସୁବର୍ଣ୍ଣପୁର ରେ ସହଜ ସମାଧି ଧ୍ୟାନ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର: ଗତ ଡିସେମ୍ବର ୧ ରୁ ୩ ତାରିଖ ପର୍ଯ୍ୟନ୍ତ ସୋନପୁରର ଗୋପାଳଜୀ ଯୋଗାଳୟ ଠାରେ ତିନିଦିନ ଧରି "ସହଜ ସମାଧି ଧ୍ୟାନ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । "ମହାନଦୀ ଧାରା' ଶିକ୍ଷାନୁଷ୍ଠାନ ଦ୍ୱାରା ଉକ୍ତ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା । ସେଠାରେ ଭାନୁମତୀ ନରସିଂହମ୍‌ଙ୍କ (
Read More...

ହରଭଙ୍ଗା ବ୍ଲକର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପରସରରେ କଲେଜ ଛାତ୍ରଛାତ୍ରୀଙ୍କ ସଫେଇ କାର୍ଯ୍ୟକ୍ରମ

ହରଭଙ୍ଗା :ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣାକଟକର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସୋମବାର ଦିନ ହରଭଙ୍ଗା ବ୍ଲକ ସାମ୍‌ପୋଚ ପଞ୍ଚାୟତ ଶ୍ୟାମସୁନ୍ଦରପୁର ଏବଂ ରାମଗଡ ପଞ୍ଚାୟତ ପରଗଳପୁର ଠାରେ ଥିବା ପ୍ରାଚୀନ ବୌଦ୍ଧ କୀର୍ତ୍ତିର ପର୍ଯ୍ୟଟନ ସ୍ଥଳୀ ପରିସର ସଫେଇ କରାଯାଇଛି । ନୂଆ ଓ ଯୁବ
Read More...

“ଦଶପଲ୍ଲା ଇତିହାସ’ ଇଂରାଜୀ ସଂସ୍କରଣ ଉନ୍ମୋଚିତ

ଦଶପଲ୍ଲା : ଦଶପଲ୍ଲା ଇତିହାସର ଇଂରାଜୀ ସଂସ୍କରଣ ପୁସ୍ତକ ପ୍ରକାଶ ପାଇଛି । ରବିବାର ସନ୍ଧ୍ୟାରେ ଦଶପଲ୍ଲାର ରାଜ ବଂଶର ଦାୟଦ ଦିଗ୍‌ ବିଜୟ ଚନ୍ଦ୍ରଦେଓଭଞ୍ଜଙ୍କ ଦ୍ୱାରା ଅନୌପଚାରିକ ସମାବେଶରେ ଉନ୍ମୋଚିତ ହୋଇଯାଇଛି ଏହି ପୁସ୍ତକ ।ସୂଚନାଥାଉକି "ଦଶପଲ୍ଲା ଇତିହାସ' ପୁସ୍ତିକାର ରଚନାକାର
Read More...

ବଡ଼ଦାଣ୍ଡରେ ହେବ କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ

ପୁରୀ: ବଡ଼ଦାଣ୍ଡରେ ହେବ କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ ।ଏସି ଟନେଲ ଦେଇ ଜଗନ୍ନାଥ ଦର୍ଶନ ପାଇଁ ଯିବେ ଭକ୍ତ ।ମର୍ଚିକୋଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ହେବ ନୋ ଭେଣ୍ଡିଂ ଯୋନ ।ତେବେ ଏହି ପ୍ରକଳ୍ପର ରୂପରେଖ ପାଇଁ ୩୫୦ ଦୋକାନୀ ଉଚ୍ଛେଦ କରିବାକୁ ଆରମ୍ଭ ହୋଇଛି ଚିହ୍ନଟ ପ୍ରକ୍ରିୟା।ହେଲେ
Read More...

ପକନା ଗାଁରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

ଫୁଲବାଣୀ: ଜିଲ୍ଲା ଆଇନ ସେବା ପ୍ରାଧିକରଣ କନ୍ଧମାଳ ଫୁଲବାଣୀଙ୍କ ଦ୍ୱାରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକନା ଗାଁ ପରିସରରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଦୌରା ଜଜ ସତ୍ୟ ପ୍ରିୟ ମିଶ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ
Read More...

ଜିଲ୍ଲା ସ୍ତରୀୟ ମଣ୍ଡେଇ କବିତା ପାଠୋତ୍ସବ

ନବରଙ୍ଗପୁର:- ମଣ୍ଡେଇ ୨୦୨୩ ପାଳନ ପରିପ୍ରେକ୍ଷୀରେ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । କବିତା ପାଠୋତ୍ସବ ଓ ସ୍ମରଣିକା କମିଟି ଅଧ୍ୟକ୍ଷ ବିଜୟ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

୪୦ ବର୍ଷର ସ୍ମୃତି ସାଉଁଟିଲେ ୧୯୮୩ ମସିହା ମାଟ୍ରିକ୍‌ ପୁରାତନ ଛାତ୍ର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସରକାରୀ ଉଚ୍ଚ଼ ବିଦ୍ୟାଳୟର ୧୯୮୩ ମସିହାର ମାଟ୍ରିକ୍‌ ପୁରାତନ ଛାତ୍ର ସ୍କୁଲରେ ପହଞ୍ଚି ୨୦୦ରୁ ଊର୍ଦ୍ଧ୍ୱ ଷଷ୍ଠରୁ ଦଶମ ଛାତ୍ରଛାତ୍ରୀଙ୍କ ଗହଣରେ ନିଜ ନିଜର ହଜିଲା ସ୍ମୃତି ଫର୍ଦ୍ଦ ଖୋଲିଛନ୍ତି । ଏହି ଦଳରେ ଡ଼.ବିଭୂତିଭୂଷଣ ଆଚାର୍ଯ୍ୟ, ସ୍ୱଦେଶ
Read More...

ପ୍ରଶାସନ ତରଫରୁ ହୋଟେଲ ଓ ଲଜ୍‌ରେ ଚଢ଼ାଉ ,୧୦ ଘରୋଇ ଗ୍ୟାସ ସିଲିଣ୍ଡର ଜବତ

ଦାରିଙ୍ଗବାଡ଼ି: ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ପର୍ଯ୍ୟଟନ ଋତୁ ଆସିଲେ ଦାରିଙ୍ଗବାଡ଼ିକୁ ପ୍ରତ୍ୟେକ ଦିନ ଶତାଧିକ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ପର୍ଯ୍ୟଟକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ବିଭିନ୍ନ ହୋଟେଲ ଓ ଲଜ୍‌ରେ ଦାରିଙ୍ଗବାଡି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର,
Read More...

ହାତୀ ଆକ୍ରମଣରେ ନାବାଳକ ଗୁରୁତର

ଚମ୍ପୁଆ, ୦୩ ।୧୧: ଚମ୍ପୁଆ ରେଂଜ ଅନ୍ତର୍ଗତ କଂଚନପୁର ହୁଡି ସାହିରେ ହାତୀ ଆକ୍ରମଣରେ ଜଣେ ୧୪ ବର୍ଷର ପିଲା ଗୁରୁତର ହୋଇ ଚମ୍ପୁଆ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ବନରଖି ଶ୍ରାବଣୀ ମହାନ୍ତଙ୍କ କହିବା ଅନୁଯାୟୀ ଆଜି ଅପରାହ୍ନ ୪.୩୦ ସମୟରେ କଂଚନପୁର ହୁଡିଉପରେ ଥିବା ଗୋଟିଏ
Read More...

ରେଡ୍ ରିବନ୍ କ୍ଲବ୍ ପକ୍ଷରୁ ଆଦିବାସୀ ମହାବିଦ୍ୟାଳୟରେ ବିଶ୍ଵ ଏଡ୍ସ ଦିବସ ପାଳିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ପରିସରରେ ରେଡ୍ ରିବନ୍ କ୍ଲବ୍ ପକ୍ଷରୁ ବିଶ୍ଵ ଏଡ୍ସ ଦିବସ ପାଳିତ ହୋଇଯାଇଛି । ଏଥରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଡାକ୍ତର ବିବେକାନନ୍ଦ ମଲାନା ଯୋଗ ଦେଇଥିଲେ ।
Read More...