Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଳମ୍ବିତ ରାତିରେ ସ୍କୁଟି ଦୁର୍ଘଟଣା, ଯୁବକ ମୃତ
ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପର୍ତ୍ତମାହା ପଞ୍ଚାୟତ କଟାବାଡି ଗ୍ରାମ ନିକଟରେ ବିଳମ୍ବିତ ରାତିରେ ଏକ ସ୍କୁଟି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ଶ୍ରାନିକେତା ପଞ୍ଚାୟତ ସୁଲୁମାହା!-->…
Read More...
Read More...
କଟକ ବାଲିଯାତ୍ରାରେ ଅନୁଷ୍ଠିତ ହେବ ଦଶପଲ୍ଲା ରାମଲୀଳା
ଦଶପଲ୍ଲା : ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ଏହି ଯାତ୍ରା ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ଚଳିତବର୍ଷ ଏହି ଯାତ୍ରାରେ ସ୍ଥାନ ପାଇଛି ଭାରତ ପ୍ରସିଦ୍ଧ ଦଶପଲ୍ଲାର ଐତିହାସିକ ଲଙ୍କାପୋଡ଼ି । ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି!-->…
Read More...
Read More...
ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ମୁକୁଟ ପିନ୍ଧିଲେ ଦେବସ୍ମିତା ଶତପଥୀ
ଘୁ ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ପଦବୀ ପାଇଁ ଉପ ନିର୍ବାଚନ ଗତ କାଲି ଅନୁଷ୍ଠିତ ହୋଇଥିବା ବେଳେ ଆଜି ଭୋଟ ଗଣତି ହୋଇଥିଲା । ସକାଳ ୮ ଘଣ୍ଟା ସମୟରେ ସ୍ଥାନୀୟ ତହସିଲଦାର ତଥା ନିର୍ବାଚନ ଅଧିକାରୀ ରଞ୍ଜନ କୁମାର୍ ସାହୁଙ୍କ ନେତୃତ୍ୱରେ ଓ ଉପ ଜିଲ୍ଲାପାଳଙ୍କ!-->…
Read More...
Read More...
ନବରଙ୍ଗପୁର ଜିଲ୍ଲା କଂଗ୍ରେସର “ତୁଳସୀ ଯାତ୍ରା’
ନବରଙ୍ଗପୁର: ଆଜି ଭୁବନେଶ୍ୱରଠାରୁ ଶ୍ରୀକ୍ଷେତ୍ର ପୁରୀ ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କମିଟିର ତୁଳସୀ ଯାତ୍ରା ବହାରିଛି । ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲା କଂଗ୍ରେସ ତରଫରୁ ପ୍ରତ୍ୟେକ ବ୍ଲକରୁ ତୁଳସୀ ସଂଗ୍ରହ କରି ପୁରୀ ଶ୍ରୀକ୍ଷେତ୍ର ଯିବା ପାଇଁ ପିସିସି ତରଫରୁ ନିର୍ଦ୍ଦେଶ ହୋଇଥିଲା ।!-->…
Read More...
Read More...
କ୍ରୀଡା ସାଂସ୍କୃତିକ ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ
ଚମ୍ପୁଆ,୨୯ା୧୧: ସ୍ଥାନୀୟ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଚମ୍ପୁଆରେ ନୂଆ ଓ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ କ୍ୟାରୋମ, ସ୍ୱରଚିତ କବିତା ପାଠ ଏବଂ ସୃଜନ ରଚନା ଆଦି କାର୍ଯ୍ୟକ୍ରମ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ!-->…
Read More...
Read More...
ମିଶନ ଶକ୍ତି ବିଭାଗ ପକ୍ଷରୁ ଲିଙ୍ଗ ଭିତ୍ତିକ ହିଂସାର ପରିସମାପ୍ତି ନିମନ୍ତେ ଜିଲ୍ଲା ସ୍ତରୀୟ କାର୍ମଶାଳା
ପାରଳାଖେମୁଣ୍ଡି : ମିଶନ ଶକ୍ତି ବିଭାଗ ପକ୍ଷରୁ ଲିଙ୍ଗ ଭିତ୍ତିକ ହିଂସାର ପରିସମାପ୍ତି ନିମନ୍ତେ ଜିଲ୍ଲା ସ୍ତରୀୟ କାର୍ମଶାଳା ଆଜି ଅନୁଷ୍ଠିତ ହୋଯାଇଅଛି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ମିଶନ ଶକ୍ତିର ମହିଳା ମାନଙ୍କୁ ନେଇ ଏକ ଶଭାଯାତ୍ରା ବାହାରି ସହର ପରିକ୍ରମା କରି!-->…
Read More...
Read More...
କୁସଙ୍ଗ ଯୋଗାଣ ସହାୟକଙ୍କ ପରଲୋକ
ହରଭଙ୍ଗା : ହରଭଙ୍ଗା ବ୍ଲକ୍ କୁସଙ୍ଗ ଗ୍ରାମପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ବେହେରାଙ୍କ ବଡ ଭାଇ ଯୋଗାଣ ସହାୟକ ଥିବା ଜ୍ଞାନରଞ୍ଜନ ସଂଗ୍ରାମ ସିଂ(ଟିକି)ଙ୍କ ଗତକାଲି ବୁଧବାର ରାତ୍ର ୧୧ ଘଣ୍ଟିକା ସମୟରେ ନିଜ ବାସଗୃହରେ ପରଲୋକ ହୋଇଯାଇଛନ୍ତି । ସେ ଦୀର୍ଘ ଦିନ ହେବ କିଡ଼ନୀ ଜନିତ ରୋଗରେ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ
ଭୁବନେଶ୍ୱର:ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଲୋକଙ୍କ ଭରଷା ବଢିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଭିଡିଓ କନ୍ଫରେନ୍ସ ଜରିଆରେ ସାରା ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।ମୁଖ୍ୟମନ୍ତ୍ରୀ!-->…
Read More...
Read More...
ହାଇବା ଧକ୍କାରେ ବୃଦ୍ଧ ମୃତ, ସହାୟତା ପ୍ରଦାନ
ହରଭଙ୍ଗା :ପୁରୁଣାକଟକ ଥାନା ୫୭ନଂ ଜାତୀୟ ରାଜପଥ ପୁରୁଣାକଟକ ପେଟ୍ରୋଲ ପମ୍ପ ଠାରେ ଗୁରୁବାର ଦିନ ହାଇବା ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣା ଅନୁଯାଇ ଆଜି ସକାଳ ପ୍ରାୟ ୬ଘଣ୍ଟା ସମୟରେ ଏକ ବାଲି ବୋଝେଇ ହାଇବା ପେଟ୍ରୋଲ ପମ୍ପକୁ ତେଲ ପକାଇ ଯାଇଥିବା ସମୟରେ ଫୁଲବାଣୀ!-->…
Read More...
Read More...
ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ସାମ୍ବାଦିକ
ଦଶପଲ୍ଲା : ୫ ଦଫା ଦାବି ନେଇ ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଶାଖା ତରଫରୁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଆଜି ଦିବା ୧୦ ଘଟିକା ସମୟରୁ ଧାରଣା ଆରମ୍ଭ ହୋଇଥିବାବେଳେ, ନିମ୍ନଲିଖିତ ଦାବି ଗୁଡିକୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ!-->…
Read More...
Read More...