Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଓ ଅତିରିକ୍ତ!-->…
Read More...
Read More...
ହରଭଙ୍ଗାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଯୁଗ୍ମ ଶୁଣାଣି
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣଲ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଭିଯୋଗ ଶିବିରରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ନିକଟରେ ସମୁଦାୟ ୧୪୨ଟି ଅଭିଯୋଗ ପତ୍ର ମଧ୍ୟରୁ!-->…
Read More...
Read More...
ରାଜ୍ୟପାଳଙ୍କ ଦ୍ୱାରା ଡଃ .ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚିତ
ଫୁଲବାଣୀ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ‘ଭାରତର ଅମୃତ କୁମ୍ଭମେଳା’ ଓ ‘ତତ୍ତ୍ୱବୋଧ, ଆତ୍ମବୋଧ ଓ ବାହ୍ୟବୋଧ’ ନାମକ ଦୁଇଟି ଆଧ୍ୟାତ୍ମିକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । କନ୍ଧମାଳ ଜିଲ୍ଲା ମାଷ୍ଟରପଡ଼ା ସାହିର ଡଃ . ନୃସିଂହାନନ୍ଦ ମହାପାତ୍ର ଏହି ପୁସ୍ତକ ଦୁଇଟିର ଲେଖକ!-->…
Read More...
Read More...
୩୦ରୁ ଶୀକ୍ଷେତ୍ରରୁ ରାଉରକେଲାକୁ ଗଡିବ ଦ୍ୱିତୀୟ ଭାରତ ଏକ୍ସପ୍ରେସ ଟ୍ରେନ, ସରିଲା ଟ୍ରାଏଲ
ପୁରୀ : ପଶ୍ଚିମ ଓଡିଶାକୁ କେନ୍ଦ୍ରର ବଡ଼ ଉପହାର । ରାଜ୍ୟରେ ଶ୍ରୀକ୍ଷେତ୍ରରୁ ରାଉରକେଲାକୁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଗଡିବ । ଆସନ୍ତା ସେପ୍ଟେମ୍ବର ୩୦ରୁ ଏହି ଟ୍ରେନ ଗଡିବାକୁ ଥିବାବେଳେ ଆଜି ପୁରୀରୁ ତାଳଚେର ମଧ୍ୟରେ ହେବ ଏହି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଟ୍ରାଏଲ ରନ!-->…
Read More...
Read More...
୧୦୫ ଗ୍ରାମ ବ୍ରାଉନସୁଗାର ସହ ସ୍କୁଟି ଜବତ, ଜଣେ ଗିରଫ
ଆଠଗଡ଼: ଧଳା ଜହରରେ କବଳିତ ଏବେ ଯୁବପିଢି । କଟକ ଓ ଏହାର ଆଖପାଖ ଅଞ୍ଚଳରେ ଏବେ ଧଳା ଜହରର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ଦିନ ଆଠଗଡ଼ ଓ ଆଖ ପାଖ ଅଞ୍ଚଳରେ ଚାଲିଛି ଧଳା ଜହର ଭଳି ନିଶା କାରବାର ।କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତାରିଣୀ ଛକ ନିକଟରୁ ସୋମବାର ଜଣେ!-->…
Read More...
Read More...
୫୦ଲିଟର ଦେଶୀ ମହୁଲି ଜବତ, ଜଣେ ଗିରଫ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣକଟକ ଥାନା ସାଲକଟା ଗ୍ରାମରେ ହରଭଙ୍ଗା ଅବକାରୀ ବିଭାଗ ପକ୍ଷରୁ ରବିବାର ଦିନ ଚଢାଉ କରି ଗ୍ରାମର ସୁରେଶ ମୁଖି (୫୦) ନାମକ ବ୍ୟକ୍ତିଙ୍କୁ ଗିରଫ କରି ତାଙ୍କ ନିକଟରୁ ୧୦ ଲିଟର ଦେଶୀ ମହୁଲି ଜବତ କରାଯାଇ ମାମଲା ରୁଜୁ କରାଯାଇଥିବା ବେଳେ ଅନ୍ୟ ପଟେ ବୌଦ୍ଧ ଥାନା!-->…
Read More...
Read More...
ପାର୍ଲରରେ ପଶି ମହିଳାଙ୍କୁ ଛୁରୀ ମାଡକରି ଦୁର୍ବୃତ୍ତ ଫେରାର
କଟକ: କଟକ ଦୋଳମୁଣ୍ଡାଇ ଅଞ୍ଚଳରେ ଆଜି ଜଣେ ବିବାହିତା ମହିଳାଙ୍କୁ ଛୁରା ମାଡ଼ ହୋଇଛି। ମହିଳାଙ୍କ ନାଁ ସୁଚିତ୍ରା ଖଟୁଆ ଓ ତାଙ୍କ ଘର ତେଲେଙ୍ଗା ବଜାର ଅଞ୍ଚଳରେ ବୋଲି ଜଣା ପଡିଛି।ପୀଡ଼ିତା ମହିଳା ଜଣଙ୍କ ଏଲ୍ ପାର୍ଲରରେ କାମ କରନ୍ତି। ଦୁର୍ବୃତ୍ତ ଜଣକ ମାସ୍କ ପିନ୍ଧି ଅଚାନକ ଭାବେ ପାର୍ଲର!-->…
Read More...
Read More...
ସୋନପୁର ମହାନଦୀ ଓ ଅଙ୍ଗନଦୀ ବ୍ରିଜରେ ଟୋଲ ଆଦାୟ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସଚେତନ ନାଗରିକ ମଞ୍ଚର ଦାବି
ସୁବର୍ଣ୍ଣପୁର: ସୋନପୁର ମହାନଦୀ ବ୍ରିଜ ଓ ଅଙ୍ଗ ନଦୀ ବ୍ରିଜରେ ଦୀର୍ଘ ଦିନରୁ ହେଉଥିବା ଟୋଲ ଆଦାୟକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବୀରେ ସୁବର୍ଣ୍ଣପୁର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଜି ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନାଗରିକ ମଞ୍ଚର ଆବାହକ ଶ୍ୟାମା ଓଁ ପ୍ରସାଦ ମିଶ୍ର!-->…
Read More...
Read More...
ରାଜ୍ୟ ସ୍ତରୀୟ ହକି ପ୍ରତିଯୋଗିତାରେ ବନବାସୀ ସେବା ସମିତିର ମହିଳା ହକି ଟିମ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତିର ମହିଳା ହକି ଟିମ ରାଜ୍ୟସ୍ତରକୁ ମନୋନୀତ ହୋଇଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର କ୍ରୀଡା ଶିକ୍ଷକ ହେମନ୍ତ କୁମାର ପାତ୍ର ଓ ମହିଳା କ୍ରୀଡା ପ୍ରଶିକ୍ଷକ ସନ୍ଧ୍ୟାରାଣୀ!-->…
Read More...
Read More...
ସୋମବାର ଠାରୁ ସମୂହ ଛୁଟିରେ ଯିବେ ରାୟଗଡା ଜିଲ୍ଳାର ସମସ୍ତ ଶିକ୍ଷକ, ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ବଡ଼ ନିଷ୍ପତ୍ତି
ରାୟଗଡା: ରାୟଗଡ଼ା ଜିଲ୍ଲା ଜେକେପୁର ଠାରେ ଆଜି ଜିଲ୍ଲାର ସମସ୍ତ ବର୍ଗର ଶିକ୍ଷକ ସଙ୍ଗଠନର ନେତୃବୃନ୍ଦଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହେବା ସହ ଜିଲ୍ଲା କାର୍ଯ୍ୟକାରିଣୀ ସମିତି ଗଠନ କରାଯାଇଥିଲା । କୋଲନରା ବ୍ଲକ୍ ଶିକ୍ଷକ ସଂଘ ସମ୍ପାଦକ ଦୀପକ କୁମାର ସାହୁ ଓ ସୁରେଶ ପଟ୍ଟନାୟକଙ୍କ!-->…
Read More...
Read More...