Browsing Category

ରାଜ୍ୟ

ପଦ୍ମଶ୍ରୀ ଡ଼.ସତ୍ୟନାରାୟଣ ରାଜୁଗୁରୁଙ୍କ ୧୨୧ତମ ଜୟନ୍ତୀ ପାଳିତ

ପାରଲାଖେମୁଣ୍ଡି : ପାରଲାଖେମୁଣ୍ଡି ସ୍ଥିତ ଡ.ସତ୍ୟନାରାୟଣ ରାଜୁଗୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଡ଼. ସତ୍ୟନାରାୟଣ ରାଜୁଗୁରୁ ୧୨୧ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଥିବା ରାଜୁଗୁରୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ପୂର୍ବତନ
Read More...

ପତୁରିଆ ଗ୍ରାମରେ କୁମ୍ଭୀର ଆତଙ୍କ

ଗଣିଆ: ଗଣିଆ ବ୍ଲକ କିଶୋରପ୍ରସାଦ ପଞ୍ଚାୟତ ପତୁରିଆ ଗ୍ରାମରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି । ଗୋମୁଁହା କୁମ୍ଭୀରଟି ପତୁରିଆ ଗ୍ରାମ ସର ନାଳରେ ମହାନଦୀରେ ବନ୍ୟା ସମୟରେ ଚାଲିଆସିଥିବା ଜଣାପଡିଛି । ଗତ ଶନିବାର ଦିନ ଗ୍ରାମର ଦାଶରଥି ନୟାକଙ୍କ ଗୋଟିଏ ଛେଳିକୁ ଖାଇଦେଇଥିବା ଜଣାପଡିଛି ।
Read More...

ସୁବର୍ଣ୍ଣ ଚଷା ସେବା ସଂଗଠନ ପକ୍ଷରୁ ଶ୍ରାବଣ ପୂଜା

ସୁବର୍ଣ୍ଣପୁର: ମନ୍ଦିର ମାଳିନୀ ସୁବର୍ଣ୍ଣପୁରର ଅଷ୍ଟଶମ୍ଭୁଙ୍କ ମଧ୍ୟରୁ ପ୍ରମୁଖ ଗୋକର୍ଣ୍ଣେଶ୍ୱର ବାବା ମନ୍ଦିରରେ ସୁବର୍ଣ୍ଣ ଚଷା ସେବା ସଂଗଠନ ପକ୍ଷରୁ ଶ୍ରାବଣ ପୂଜା ସହ ଏକ ଜଳଶାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଭବ୍ୟ ଦେବ ପୂଜନ କାର୍ଯ୍ୟକ୍ରମରେ ଚଷା ସଂପ୍ରଦାୟର ମହିଳା
Read More...

ସ୍ୱାଭିମାନ ମଞ୍ଚର ବିଶାଳ ବାଇକ୍‌ ଶୋଭାଯାତ୍ରା ଓ ସଂକଳ୍ପ ସମାବେଶ

ଦଶପଲ୍ଲା : ସାଧାରଣ ନିର୍ବାଚନକୁ ଆହୁରି ଅନେକ ଦିନ ବାକିଥିବା ବେଳେ ଏବେ କିନ୍ତୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେଲାଣି ନିର୍ବାଚନୀ ଉଷ୍ମତା । ଏହି ପରିପ୍ରେକ୍ଷୀରେ ଦଶପଲ୍ଲାର ପ୍ରମୁଖ ସଂଗଠନ ଦଶପଲ୍ଲା ସ୍ୱାଭିମାନ ମଂଚ ତରଫରୁ ଏକ ବିଶାଳ ବାଇକ୍‌ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା
Read More...

ପୂଜା କରୁଥିବା ସମୟରେ ଟଳି ପଡ଼ିଲେ ପୂଜକ

କଟକ: କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଅଲରା ଗାଁରେ ଥିବା ଏକ ଶିବ ମନ୍ଦିରରେ ଆଜି ଅଘଟଣ ଘଟିଛି। ସବୁଦିନ ପରି ମନ୍ଦିରରେ ପୂଜା କରୁଥିବା ବେଳେ ଟଳି ପଡ଼ିଥିଲେ ପୂଜକ ପ୍ରଭାସ ଭାଇନା। ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ହେଲେ ତାଙ୍କୁ ମୃତ ଘୋଷଣା
Read More...

ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟାଳୟ ଘେରାଉ କଲା ଜିଲ୍ଲା କଂଗ୍ରେସ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆଜି ସମସ୍ତ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ କରାଯାଇଛି । ଓଡ଼ିଶାର ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଗଜପତି ଜିଲ୍ଲାର ସମସ୍ତ ବ୍ଲକ ଘେରାଉ ବିକ୍ଷୋଭ କାର୍ଯ୍ୟକ୍ରମ କରାଯାଇଛି ।
Read More...

ସିରିଜ୍‌ ଚୋରି ଘଟଣାରେ ୨ ଗିରଫ, ଚୋରି ସାମଗ୍ରୀ ଉଦ୍ଧାର

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ମୁଖ୍ୟ ବଜାରରେ ଗତ ୨ ତାରିଖରେ ହୋଇଥିବା ସିରିଜ ଚୋରି ଘଟଣାରେ ଖପ୍ରାଖୋଲ ପୋଲିସକୁ ବଡ଼ ସଫଳତା ମିଳିଛି । ଦୀର୍ଘ ୧୫ ଦିନ ଧରି ପୋଲିସର ତନାଘନା ପରେ ଚୋରିରେ ସାମିଲ ଥିବା ଦୁଇ ଅଭିଯୁକ୍ତକୁ ଖପ୍ରାଖୋଲ ପୋଲିସ ଗିରଫ କରିଥିବା
Read More...

ଭାଲୁ ଆକ୍ରମଣରେ ଗୁରୁତର ଯୁବକଙ୍କ ଡ଼ାକ୍ତରଖାନାରେ ମୃତ୍ୟୁ

କୋକସରା : ଗତ ବୁଧବାର ସନ୍ଧ୍ୟାରେ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ଥିବା କୋକସରା ବ୍ଳକ ବରାଡଙ୍ଗା ପଞ୍ଚାୟତ ତେନ୍ତୁଳିପଡାର ଯୁବକ କମଲଲୋଚନ ନାଗ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ସକାଳେ ବୁର୍ଲା ଡ଼ାକ୍ତରଖାନାରେ ମୃତ୍ୟୁ ହୋଇଥିବା ଜଣାପଡିଛି ।ପ୍ରକାଶ ଯେ' ଗତ ବୁଧବାର ସନ୍ଧ୍ୟାରେ ମୃତ
Read More...

ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଭାଗୃହରେ ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ମଧୁବାବୁ ପେନସନ ଯୋଜନା ଅନ୍ତର୍ଭୁକ୍ତ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ
Read More...

ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ସୁବର୍ଣ୍ଣପୁର: ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳେଇ ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟାଳୟର ନିରିକ୍ଷଣ କରି ବିଭାଗୀୟ କାର୍ଯ୍ୟକାରିତା ର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କକ୍ଷରେ
Read More...