Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସାଂସଦ ପଦ ଫେରିପାଇଲେ ରାହୁଲ, ପୁରୀ ଜିଲ୍ଲା କଂଗ୍ରେସ କର୍ମୀ ଖୁସି ମନାଇଲେ
ପୁରୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ନିଜର ଲୋକସଭା ସଦସ୍ୟତା ପଦ ଫେରି ପାଇଛନ୍ତି । ମୋଦି ସର୍ ନେମ୍ ମାମଲା ରେ ଦଣ୍ଡିତ ହୋଇଥିବା ରାହୁଲ ଗାନ୍ଧୀଙ୍କ ଜେଲ ଦଣ୍ଡାଦେଶ ଉପରେ ସୁପ୍ରୀମକୋର୍ଟ ରହିତାଦେଶ ଲାଗୁ କରିବା ପରେ ପୁଣି ରାହୁଲ ଗାନ୍ଧୀ ଲୋକସଭା ସଭ୍ୟ ପଦ ଫେରି ପାଇଛନ୍ତି ।!-->…
Read More...
Read More...
କରଞ୍ଜକଟା ପଞ୍ଚାୟତରେ ମନୋରେଗା ଓ ପଞ୍ଚଦଶ ଅର୍ଥ କମିସନର ଦୁର୍ନୀତି ଅଭିଯୋଗ, ଉଚ୍ଚସ୍ତରୀୟ ତଦନ୍ତ ଦାବି
ହରଭଙ୍ଗା: ହରଭଙ୍ଗା ବ୍ଲକ କରଞ୍ଜକଟା ପଞ୍ଚାୟତ ଅନ୍ତର୍ଗତ ତୁକୁଲୁଣ୍ଡା ଗ୍ରାମର ବନ୍ଧ ଉନ୍ନତି ନାଁ ରେ ମିଥ୍ୟା ବିଲ କରି ଟଙ୍କା ଉଠାଣ କରାଯାଇଥିବାକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଥିବା ବେଳେ ସୋମବାର ଦିନ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ହେଉଥିବା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଓ ଜନ!-->…
Read More...
Read More...
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି
ପାରଳାଖେମଣ୍ଡି : ଗଜପତି ଜିଲ୍ଲା ସଦମହକୁମା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ!-->…
Read More...
Read More...
ଜିଲ୍ଲା ପ୍ରଶାସନ ତରଫରୁ ଉଚ୍ଚ ଶିକ୍ଷା ନିମନ୍ତେ ପ୍ରିୟଙ୍କା ମାଝୀଙ୍କୁ ଆର୍ଥିକ ସହାୟତା ପ୍ରଦାନ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମଙ୍ଗଳ ବିଭାଗ ତଥା ଜିଲ୍ଲା ପ୍ରଶାସନ ତରଫରୁ ସୁଶ୍ରୀ ପ୍ରିୟଙ୍କା ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସୁଶ୍ରୀ ପ୍ରିୟଙ୍କାଙ୍କ ବାପା ହେଉଛନ୍ତି ସୋମନାଥ ମାଝୀ, ସେ!-->…
Read More...
Read More...
ରାଷ୍ଟୀୟ ଆଦିବାସୀ ଏକତା ପରିଷଦର ଭାରତ ବନ୍ଦକୁ ମିଳିଲା ଜନସାଧାରଣଙ୍କ ସମର୍ଥନ
ଫୁଲବାଣୀ: ସର୍ବ ଭାରତୀୟ ସ୍ତରରେ ଆଦିବାସୀ ଏକତା ପରିଷଦ ଦେଇଥିବା ବନ୍ଦ ଡାକରା କନ୍ଧମାଳ ଜ଼ିଲ୍ଲା ଆଦିବାସୀ ଏକତା ପରିଷଦ ମଧ୍ୟ ପୂର୍ଣ୍ଣ ସମର୍ଥନ କରି ବନ୍ଦର ଦୁଇ ଦିନ ପୂର୍ବରୁ ପ୍ରସ୍ତୁତି କରି ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ଜିଲ୍ଲା ସଭାପତି ଦୟାନିଧି ମଲ୍ଲିକ, ରାଜ୍ୟ ପ୍ରଭାରୀ!-->…
Read More...
Read More...
ନବରଙ୍ଗପୁର ଜିଲ୍ଲାପାଳଙ୍କ ଜିଲ୍ଲା ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର
ନବରଙ୍ଗପୁର : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଅଶୋକ ମେହେଟ୍ଟା ସଭା ଗୃହରେ ଆଜି ଜିଲ୍ଲାସ୍ତରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକମାନେ ଜିଲ୍ଲାପାଳଙ୍କୁ ଭେଟି ନିଜ ନିଜର ବ୍ୟକ୍ତିଗତ ଓ ସାମୂହିକ ଆପତ୍ତି!-->…
Read More...
Read More...
୨୦ଲକ୍ଷ ଟଙ୍କା ଠକେଇ ମାମଲାରେ ୧୨.୮୮ ଲକ୍ଷ ଜବତ, ୫ ଗିରଫ
ସୁବର୍ଣ୍ଣପୁର : ସୋନପୁର ଜିଲ୍ଲା ପୋଲିସକୁ ମିଳିଛି ଏକ ବଡ ସଫଳତା । ୨୦ ଲକ୍ଷ ଟଙ୍କାର ୫୦୦ ଟଙ୍କିଆ ନୋଟ ବଦଳରେ ୨୫ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ନୋଟ ପାଇ ରାତା ରାତି କୋଟି ପତି ହେବା ସ୍ୱପ୍ନ ଦେଖୁଥିବା ସୋନପୁରର ରାଜେଶ୍ ମେହେର ଓ ତାଙ୍କର ଜଣେ ଭୂବନେଶ୍ୱର ସାଙ୍ଗ ମନୋଜ ବ୍ରହ୍ମା ହୋଇଥିଲେ!-->…
Read More...
Read More...
ଲୁଣିବାହାଲ ଠାରେ ନୂତନ ଏଟିଏମ ଉଦଘାଟିତ
ହରଭଙ୍ଗା,୭/୮:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ଲୁଣିବାହାଲ ଠାରେ ସୋମବାର ବ୍ୟାଙ୍କ ଅଫ୍ ବରୋଦାର ଏକ ନୂତନ ଏଟିଏମ କାଉଣ୍ଟର ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଲୁଣିବାହାଲ ସରପଞ୍ଚ ଶ୍ରୀମତୀ ଚନ୍ଦ୍ରମା ପ୍ରଧାନ ଯୋଗଦେଇ ଉଦଘାଟନ କରିଥିବାବେଳେ ଲୁଣିବାହାଲ ବ୍ୟାଙ୍କ ଅଫ୍ ବରୋଦା!-->…
Read More...
Read More...
ପ୍ରଶାସନ କଲାନି, ଗାଁ ରାସ୍ତା ମରାମତି କଲେ ଛାତ୍ରଛାତ୍ରୀ
ହରଭଙ୍ଗା : ବøଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ସୁରୁଣ୍ଡି ଗ୍ରାମରେ ଦେଖିବାକୁ ମିଳିଛି ଏକ ବିରଳ ଚିତ୍ର । ସୂଚନାମୁତାବକ ଦୀର୍ଘ ବର୍ଷ ହେଲା ଜଗନ୍ନାଥ ସଡକ ମୁଖ୍ୟରାସ୍ତା ଠାରୁ ସୁରୁଣ୍ଡି ବିଦ୍ୟାଳୟକୁ ଯିବା ରାସ୍ତାଟି ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି । ଯାହାଫଳରେ ବର୍ଷା ଦିନ ହେଲେ ଉକ୍ତ!-->…
Read More...
Read More...
ଅମୃତ ଭାରତ ଷ୍ଟେସନ ଯୋଜନାରେ ସାମିଲ ହେଲା ହରିଶଙ୍କର ରୋଡ଼
ପାଟଣାଗଡ଼ : ଆଜି ପୂର୍ବାହ୍ନ ୧୧ଘଟିକା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ଭାରତ ଷ୍ଟେସନ ଯୋଜନାରେ ୨୫୦୦୦କୋଟି ଟଙ୍କାର ଅନୁଦାନରେ ଭାରତର ୫୦୮ଟି ଷ୍ଟେସନକୁ ନୂଆରୂପରେ ପରିଣତ କରିବାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବଟମ ଚିପି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଓଡିଶାରେ!-->…
Read More...
Read More...