Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦଶପଲ୍ଲା ପଶ୍ଚିମାଞ୍ଚଳରେ ୮ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ
ଦଶପଲ୍ଲା : ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇଛି । ଦଶପଲ୍ଲା ବ୍ଲକ ନୂଆଗାଁ ପଞ୍ଚାୟତର ଦୋଳମୁଣ୍ଡାଇ ଠାରେ ରାସ୍ତା ଧୋଇ ଯିବାରୁ ପ୍ରାୟ ୮ ଖଣ୍ଡ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡ଼ିଥିବା ସୂଚନା ମିଳିଛି । ଠୁକେଇ ନାଳ ଓ କଳସା ନାଳରେ!-->…
Read More...
Read More...
ଲଗାଣ ବର୍ଷାରେ ବେହାଲ କନ୍ଧମାଳ ଜିଲ୍ଲା,ଛୁଟି ଘୋଷଣା କଲେ ଜିଲ୍ଲାପାଳ
କନ୍ଧମାଳ: କନ୍ଧମାଳ ଜିଲ୍ଲା ରେ ଲଗାଣ ବର୍ଷା ଫଳରେ ଗ୍ରାମ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବର୍ଷା ଜଳ ବେହାଲ କରିଦେଇଛି । ଗତ କାଲିଠାରୁ ଲଗାତାର ବର୍ଷା ହେବା ଫଳରେ ଜିଲ୍ଲାର ଅଧିକାଂଶ ସ୍ଥାନରେ ସରକାରଙ୍କ ଉନ୍ନତି ପାଣ୍ଠିର ରାଶିରୁ ତିଆରି ହୋଇଥିବା ନିମ୍ନ ମାନର ରାସ୍ତା, ସ୍କୁଲ!-->…
Read More...
Read More...
ବର୍ଷାରେ ବେହାଲ ସୁବର୍ଣ୍ଣପୁର ସହର
ସୁବର୍ଣ୍ଣପୁର: ଚତୁଃପାର୍ଶ୍ୱ ନଦୀ ପରିବେଷ୍ଠିତ ସୁବର୍ଣ୍ଣପୁର ରେ ଆଜି କୁତ୍ରିମ ବନ୍ୟାରେ ସାରା ସହର ଉବୁଟୁବୁ ଅବସ୍ଥାରେ ରହିଛି । ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଓ ତେଲନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ସହରରେ ପୌର ପ୍ରଶାସନର ଡ୍ରେନ୍ଜେ୍ ବ୍ୟବସ୍ଥା ଠିକ୍ ନ ଥିବାରୁ ସହରର ଆମ୍ବେଦକର!-->…
Read More...
Read More...
ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା, ହଜାର ହଜାର ଏକର ଚାଷ ଜମି ପ୍ରଭାବିତ
ହରଭଙ୍ଗା: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଏହାର ଅତ୍ୟଧିକ ପ୍ରଭାବ ବୌଦ୍ଧ ଜିଲ୍ଳା ହରଭଙ୍ଗା ବ୍ଲକ ଅଞ୍ଚଳରେ ଦୁଇ ଦିନ ଧରି ବର୍ଷା ଜାରି ରହିଛି ।ସେପଟେ ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କରୁଛି ।ହୀରାକୁଦ!-->…
Read More...
Read More...
ବାଗ୍ଡେଗା ପୋଲ ଉପରେ ଆଣ୍ଠୁଏ ପାଣି, ଗମନାଗମନ ବାଧାପ୍ରାପ୍ତ
ଚମ୍ପୁଆ, ୨ା୦୮: ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଓ ପଡୁଆ ପଂଚାୟତକୁ ସଂଯୋଗ କରୁଥିବା ବାଗ୍ଡେଗା ପୋଲ ଉପରେ ଆଣ୍ଠୁଏ ପାଣି ଯାଉଥିବା ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଏହି ପୋଲ ଦୀର୍ଘ ୪ ବର୍ଷ ହେବ ଦୁର୍ବଳ ହୋଇଯାଇଥିଲେ ମଧ୍ୟ, ସାମାନ୍ୟ ମରାମତି କରି ଗମନାଗମନ ବ୍ୟବସ୍ଥା କରାଯାଇଥିଲା!-->…
Read More...
Read More...
ବିଷାକ୍ତ ଛତୁ ଖାଇ ତିନି ଗୁରୁତର,ସିନାପାଲି ହସ୍ପିଟାଲରେ ଭର୍ତ୍ତି
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଧ ମାଝୀପଡାର ତିନିଜଣ ଲୋକ ବିଷାକ୍ତ ଛତୁ ଖାଇ ଗୁରୁତର ହୋଇଥିବା ଜଣାପଡିଛି । ସେମାନଙ୍କୁ ତୁରନ୍ତ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତର ମାନେ ଯେମନୀ ମାଝୀ (୪୨), ଚିତ୍ର ମାଝୀ (୧୩),!-->…
Read More...
Read More...
ଲୋୟର ଡ୍ୟାମରୁ ଛଡାଗଲା ପ୍ରଥମ ବନ୍ୟା ଜଳ
ନୂଆପଡ଼ା : ନୂଆପଡା ଜିଲ୍ଲା ତିଖାଳି ସ୍ଥିତ ଲୋୟର ଇନ୍ଦ୍ର ଡ୍ୟାମରୁ ଛଡା ଗଲା ପ୍ରଥମ ବନ୍ୟା ଜଳ । ଡ୍ୟାମର ଦୁଇଟି ଗେଟରୁ ଛଡା ଗଲା ବନ୍ୟାଜଳ । ତିନି ନମ୍ବର ଗେଟରୁ ଦେଢ଼ ମିଟର ପାଣି ଛଡା ଯାଇଥିବା ବେଳେ ଚାରି ନମ୍ବର ଗେଟରୁ ଏକ ମିଟର ପାଣି ଛଡା ଯାଇଥିଲା । ଡ୍ୟାମର ଜଳରାଶି ୩୧୪.୨୫୨!-->…
Read More...
Read More...
ସୁବର୍ଣ୍ଣପୁରରେ ସମ୍ବଲପୁରୀ ଦିନ୍ ପାଳିତ
ସୁବର୍ଣ୍ଣପୁର: ସମ୍ବଲପୁରୀ ଭାଷା ସାହିତ୍ୟର ପୁରୋଧା ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିନକୁ ସାରା ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍ ଭାବରେ । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁରରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ସମ୍ବଲପୁରୀ ଦିନ୍ । ଜିଲ୍ଲାର ସମସ୍ତେ!-->…
Read More...
Read More...
ବୌଦ୍ଧରେ ସମ୍ବଲପୁରୀ ଦିନ ପାଳିତ
ବୌଦ୍ଧ: ପଶ୍ଚିମାଞ୍ଚଲ ଏକତା ମଞ୍ଚ ଓ ଆର୍ଟିଷ୍ଟ ଆସୋସିଏସନ ମିଳିତ ଆନୁକୂଲ୍ୟରେ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂଯୋଜକ ଦେବାଶିଷ ପୁରୋହିତ, ସଭାପତି ବିଶ୍ୱଜିତ ସାହୁ, ପୋଗ୍ରାମ କୋଡିନେଟର ସୀତାକାନ୍ତ ସିଂ, ସମ୍ପାଦକ ତ୍ରିଶୂଲ ଭାଇ ମା' ଭୈରବୀଙ୍କ ଠାରେ ପ୍ରଦୀପ ପଜ୍ଜ୍ୱଳନ!-->…
Read More...
Read More...
ସୋନପୁରର ସୁନା ଝିଅ ତୁଳସୀ ଓ ମୌସୁମୀ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ବାଜିମାତ
ସୁବର୍ଣ୍ଣପୁର,୧/୮- ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ୪୬ ନମ୍ବର ସ୍ଥାନରେ ସୋନପୁର ସହରର ସୁନା ଝିଅ ତୁଳସୀ ମେହେର (୨୫) ଓ ୩୧୪ ନମ୍ବର ସ୍ଥାନରେ ମୌସୁମୀ ପାତ୍ର ସଫଳତା ପାଇ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି । ଏହି ସଫଳତା ନେଇ ତାଙ୍କର ପରିବାରବର୍ଗଙ୍କୁ ଶୁଭେଚ୍ଛାର!-->…
Read More...
Read More...