Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭୁଶୁଡ଼ି ପଡିଲା ସ୍ମାର୍ଟ ସ୍କୁଲ ପାଚେରୀ : ନିମ୍ନମାନର କାମ ଅଭିଯୋଗ,ତଦନ୍ତ ଦାବୀ କଲେ ଗ୍ରାମବାସୀ
ବାଲିଗୁଡା: ଶିକ୍ଷାରେ ଉନ୍ନତି ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ଖାସ୍ କରି ଆଦିବାସୀଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ବି ଖର୍ଚ୍ଚ କରୁଛନ୍ତି । ଆଦିବାସୀ ଛାତ୍ରଛାତ୍ରୀମାନେ କିପରି ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ନହେବେ, ସେଥିପାଇଁ ନିର୍ମାଣ ହେଉଛି ନୂତନ ସ୍ମାର୍ଟ!-->…
Read More...
Read More...
ଗଛ ପଡି ଇନୋଭ ଦୁର୍ଘଟଣା, ଅଳ୍ପକେ ବଞ୍ଚିଲେ ୬ ଯାତ୍ରୀ
ହରଭଙ୍ଗା,୧/୮. ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ଅଦିନିଆ ବର୍ଷାରେ ଏକ ବିରାଟ ଗଛ ଭାଙ୍ଗିଯିବାରୁ ଏକ ଇନୋଭ ଦୁର୍ଘଟଣା ହୋଇଥିବା ସହ ଗାଡ଼ିରେ ଥିବା ୬ ଯାତ୍ରୀ ମରଣମୁହଁରୁୁ ଫେରିଥିବା ଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଆଜି ଦିନତମାମ ହରଭଙ୍ଗା ବ୍ଲକରେ ଭୀଷଣ ବର୍ଷା!-->…
Read More...
Read More...
ଗଛପଡ଼ି ଜାତୀୟ ରାଜପଥ ଅବରୋଧ : ଏକାଧିକ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଲା, ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଅନ୍ଧାରରେ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡରେ ଗତ ଏକ ସପ୍ତାହ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିବା ଫଳରେ ଜୀବନ ଯାତ୍ରା ବ୍ୟାହତ ହେବା ସହ ଛୋଟ ବଡ଼ ଧରଣର କ୍ଷୟକ୍ଷତି ହେଉଛି । ଏପରି ସ୍ଥଳେ ମଙ୍ଗଳବାର ଅପରାହ୍ନ ରେ ୫୯ନଂ. ଜାତୀୟ ରାଜପଥର ମହାସିଙ୍ଗି ରାସ୍ତା ପାର୍ଶ୍ୱରେ ଥିବା!-->…
Read More...
Read More...
ପୁରୀ ସ୍ୱର୍ଗଦ୍ୱାରର ହରିଶ୍ଚନ୍ଦ୍ର ସହାୟତା ରାଶି ୪୦୦୦ଟଙ୍କାକୁ ବୃଦ୍ଧି
ପୁରୀ: ପୁରୀ ସ୍ୱର୍ଗଦ୍ୱାରକୁ ଦାହ ସଂସ୍କାର ପାଇଁ ଆସୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଶୋଷଣ ମୁକ୍ତ ଓ ବାଧା ରହିତ ବ୍ୟବସ୍ଥା ଦେବା ପାଇଁ ସ୍ୱର୍ଗଦ୍ୱାର ସେବା ସମିତି ତରଫରୁ ବିଭିନ୍ନ ପ୍ରକାର ସେବାର ବ୍ୟବସ୍ଥା କରାଯାଇଛି । ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେକ୍ରମେ ହରିଶ୍ଚନ୍ଦ୍ର!-->…
Read More...
Read More...
୫୭ନଂ ଜାତୀୟ ରାଜପଥ ଉପରେ ବନ୍ୟା ପରିସ୍ଥିତି,ଯାତାୟତ ବାଧାପ୍ରାପ୍ତ
ହରଭଙ୍ଗା :ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ଆଜି ଲଗାଣ ବର୍ଷା ହେବା ଫଳରେ ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ହରଭଙ୍ଗା ବ୍ଲକ ଲାଣ୍ଡିବନ୍ଧ ରାଇସ ମିଲସ ନିକଟରେ!-->…
Read More...
Read More...
୧୪ଟି ନୂତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ନିଯୁକ୍ତ ହେଲେ ଅଧ୍ୟକ୍ଷ, ବୌଦ୍ଧ ପାଇଁ ଭଗବାନ କହଁର
ଭୁବନେଶ୍ୱର,୧/୮: ୧୪ଟି ନୂତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି ।ଏହି ୧୪ ଜଣ ନୂତନ ଅଧ୍ୟକ୍ଷ ହେଲେ – ଅନୁଗୁଳ ଜିଲ୍ଲା - ଶ୍ରୀ ସଦାଶିବ ନାୟକ, ବାଲେଶ୍ୱର –!-->…
Read More...
Read More...
ଚାରିଛକର ପ୍ରିୟଦର୍ଶିନୀ ସାହୁ ଓଏସ ପରୀକ୍ଷାରେ ୧୪୧ ସ୍ଥାନରେ
ହରଭଙ୍ଗା,୩୧/୭:- ପ୍ରିୟଦର୍ଶିନୀ ସାହୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକସ୍ଥିତ ସରୋଜ ସାହୁଙ୍କ ଝିଅ ବର୍ତ୍ତମାନ ସେମାନେ ଚାରିଛକରେ ରହୁଥିବାବେଳେ ଚଳିତବର୍ଷ ଓଡିଶା ପ୍ରଶାସନିକ ପରୀକ୍ଷାରେ ସେ ୧୪୧ ସ୍ଥାନରେ ରହିଛନ୍ତି । ସେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପୁରୁଣା କଟକ-୨୦୧୩/୧୪ ର!-->…
Read More...
Read More...
ଆକାଶ କୁମାର ଦିଗାଲ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ
ଫୁଲବାଣୀ,୩୧/୭:- କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟସ୍ଥ ଟିପାରୀଗାଁ ଗ୍ରାମର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆକାଶ କୁମାର ଦିଗାଲ ୩୧୯ ନଂ ରେଙ୍କ ରଖି ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତାଙ୍କ ପାଇଁ ସମଗ୍ର ଜିଲ୍ଲା ସମେତ ଟିକାବାଲି ଅଞ୍ଚଳରେ ଖୁସିର ଲହରୀ!-->…
Read More...
Read More...
ଭାସମାନ ପଥରକୁ ଦେଖିବାକୁ ବଢୁଛି ଲୋକଙ୍କ ଭିଡ, ଦେଖନ୍ତୁ ଭିଡିଓ
ପୁରୀ : ଶୁକ୍ରବାର ସନ୍ଧ୍ୟାରେ ସମୟରେ ପୁରୀ ଗୋପ ବ୍ଲକ ଅଧିନ ବେଦପୁର ପଂଚାୟତ ବାଲିସାହି ଗ୍ରାମର ସଞ୍ଜୟ କୁମାର ବେହେରା ପଥର ଭସା ନଦୀ ସଂଲଗ୍ନ ଗୋପ ବ୍ରାଞ୍ଚ କେନାଲରେ ମଇଁଷି ଗୋଠକୁ ଗାଧୋଇବା ସମୟରେ ହଠାତ ଏକ ୧୦ ରୁ ୧୫ କିଲୋ ଓଜନର ପଥର ଆକୃତିର ଏକ ବସ୍ତୁ ଭାସୁଥିବା ଦେଖିବାକୁ ମିଳିଥିଲା!-->…
Read More...
Read More...
ପୁରୀ ସହରରେ ଆରଟିଓଙ୍କ ଅଚାନକ ଚଢ଼ାଉ, ଅଟୋ ଡ୍ରାଇଭରଙ୍କୁ ୨୦ ହଜାର ଫାଇନ
ପୁରୀ : ଆଜି ପୁରୀ ଜ଼ିଲ୍ଲା ସଦର ଥାନା ଛକ ଓ ସହର ବିଭିନ୍ନ ଛକ ମାନଙ୍କରେ ଆରଟିଓ ରବୀନ ପଟ୍ଟନାୟକ ଅଚାନକ ଚଢ଼ାଉ କରି ଗାଡି ମଟର ଯାଞ୍ଚ କରିଥିଲେ । ଦ୍ରୁତ ଗତିରେ ବେନିୟମ ଯାତ୍ରା କରୁଥିବା ଜଣେ ଅଟୋଚାଳକକୁ ପୁରୀ ଆରଟିଓ ଅଟକାଇ ଥିବାବେଳେ ଡ୍ରାଇଭର ମଦ ପିଇ ଥିବା ଜଣା ପଡିଥିଲା । ଉକ୍ତ!-->…
Read More...
Read More...