Browsing Category

ରାଜ୍ୟ

୫ଜଣଙ୍କୁ ମରଣାନ୍ତକ ଆକ୍ରମଣ, ଛୁରା ମାଡରେ ଜଣେ ମୃତ

ପୁରୀ : ପୁରୀରେ ବିଭତ୍ସ ହତ୍ୟାକାଣ୍ଡ । ପୁରୀ ଉପର ମାଳିସାହି ସ୍ଥିତ ତାତାମ୍ବରୀ ଆଖଡ଼ା ମଠ ନିକଟରେ ଆଜି ଘଟିଛି ପରିବାରିକ କଳହରେ ଜଣକ ମୁତ୍ୟୁ ହେବା ସହ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାଇ ନୃସିଂହ ମହାନ୍ତି ନିଜ ପତ୍ନୀଙ୍କ ସହ ପୂର୍ବରୁ ବିବାଦ ଲାଗିଥିବା ବେଳେ ଆଜି ଘଟିଛି
Read More...

କେନ୍ଦ୍ରୀୟ ବିଦ୍ୟାଳୟ ବୌଦ୍ଧ ପ୍ରବନ୍ଧନ ସମିତି ବୈଠକ

ବୌଦ୍ଧ,୮/୮:– ଆଜି କେନ୍ଦ୍ରୀୟ ବିଦ୍ୟାଳୟ ବୌଦ୍ଧର ପୁସ୍ତକାଳୟ କକ୍ଷରେ ବିଦ୍ୟାଳୟ ପ୍ରବନ୍ଧନ ସମିତିର ଚଳିତ ଶିକ୍ଷାବର୍ଷର ପ୍ରଥମ ବୈଠକ ବୌଦ୍ଧ ଜିଲ୍ଲାପାଳ ତଥା ବିଦ୍ୟାଳୟ ପ୍ରବନ୍ଧନ ସମିତି ଅଧ୍ୟକ୍ଷ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅତିରିକ୍ତ
Read More...

ସାପ କାମୁଡାରେ ଚାଲିଗଲା ୪ ବର୍ଷ ଶିଶୁର ଜୀବନ

ଚମ୍ପୁଆ, ୮ା୮: ଚମ୍ପୁଆ ବ୍ଲକ ଅନ୍ତର୍ଗତ ହୁଞ୍ଜପଶି ଗ୍ରାମରେ ସାପ କାମୁଡିବା ଦ୍ୱାରା ଜଣେ ୪ ବର୍ଷ ଶିଶୁର ଜୀବନ ଚାଲିଯାଇଛି । ସୂଚନା ଅନୁସାରେ କାନପୁର ବିସ୍ତାପିତ ମିଥୁନ ନାଏକ ହୁଞ୍ଜପଶି ଗ୍ରାମର ଦନେଇ ଗଡିଆ ସାହି ଠାରେ ଘର କରି ରହୁଥିଲେ । ତାଙ୍କର ୪ ବର୍ଷର ଶିଶୁ ପୁତ୍ର ଆହ୍ୱାନକୁ
Read More...

ବୌଦ୍ଧଜିଲ୍ଲା ବିଜେପି ତରଫରୁ ମୋ ମାଟି ମୋ ଦେଶ ଜିଲ୍ଲାସ୍ତରୀୟ ବୈଠକ

ବୌଦ୍ଧ,୮/୮:– ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ଜିଲ୍ଲାସ୍ତରୀୟ ବୈଠକ ମୋ ମାଟି ମୋ ଦେଶ ସମ୍ବନ୍ଧିତ କାର୍ଯ୍ୟକ୍ରମ ବୌଦ୍ଧ ଟାଉନହଲ୍‌ ଠାରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିରୋଧୀ ଦଳର
Read More...

ଗଣିଆରେ ବିଧାୟକଙ୍କ ସାଂଗଠନିକ ବୈଠକ ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ଗଣିଆ : ମଙ୍ଗଳବାର ଅପରାହ୍ନରେ ଗଣିଆରେ ପଂଚାୟତସ୍ତରୀୟ ସାଂଗଠନିକ ଓ ଉନ୍ନୟନମୂଳକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ଗଣିଆ ଗ୍ରାମ ପଂଚାୟତ ସଭାପତି ଅଜୟ କୁମାର ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ତଥା ନୟାଗଡ଼ ଜିଲା
Read More...

କୁସଙ୍ଗ ବନ୍ୟପ୍ରାଣୀ ବିଭାଗ ହାତରେ ୨ ବନ୍ୟଜନ୍ତୁ ଶିକାରୀ, ବଜ୍ରକାପ୍ତା କାତି ସହ ୨ ଦେଶୀ ବନ୍ଧୁକ ଜବତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳର କୁସଙ୍ଗ ରେଞ୍ଜ ଶ୍ରୀପାଜୁ ସେକ୍ସନ ଅନ୍ତର୍ଗତ ପଦ୍ମତୋଳା ବିଟ ପଦ୍ମତୋଳା ଗ୍ରାମର ଉତ୍ତମ ପ୍ରଧାନ (୬୦)ଓ ତାଙ୍କ ଝିଅ ସାବିତ୍ରୀ ମାଝୀ (୩୫)ଙ୍କୁ ମଙ୍ଗଳବାର ଦିନ ଭୋର ସକାଳୁ ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀ ଲକ୍ଷ୍ମୀ ନାରାୟଣ
Read More...

କଟକ ସୁଭଦ୍ରାପୁର ରେ ଗୁଳିକାଣ୍ଡ: ଜଣେ ମୃତ

କଟକ : କଟକ ସଦର ଥାନା ଅନ୍ତର୍ଗତ ସୁଭଦ୍ରାପୁର ଅଞ୍ଚଳରେ ହୋଇଥିବା ଏକ ଗୁଳିମାଡ଼ ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।ତାଙ୍କ ନାଁ ଚିନ୍ତାମଣି ସାହୁ,ତାଙ୍କ ଘର ବାଙ୍କୀ ଅଞ୍ଚଳରେ ହୋଇଥିବା ବେଳେ ସେ କଟକରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି।ସୂଚନା
Read More...

୧୪ତମ ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ନୂଆପଡ଼ା : ନୂଆପଡା ଜିଲ୍ଲା ଖଡ଼ିଆଳ ରାଜା ଏଟି ହାଇସ୍କୁଲ ପଡିଆ ଠାରେ ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଘାଟିତ ହୋଇଯାଇଛି । ଏହାକୁ ଖଡ଼ିଆଳ ଯୁବରାଜ ଦେବଦେବ ସିଂଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ । ପରେ ଉଦଘାଟନୀ ମ୍ୟାଚ ବଲାଙ୍ଗୀର
Read More...

ମେଗା ରକ୍ତଦାନ ଶିବିର ପାଇଁ ସଚେତନତା ସଭା

ସୋନପୁର : ସୁବର୍ଣ୍ଣପୁର ଜ଼ିଲ୍ଲା ପୋଲିସ ପକ୍ଷରୁ ଆସନ୍ତାକାଲି ହେବାକୁ ଥିବା ସ୍ୱେଚ୍ଛାକୃତ ମେଗା ରକ୍ତ ଦାନ ଶିବିର ପାଇଁ ଆଜି ସୋନପୁର ମୋଡେଲ ଡିଗ୍ରୀ କଲେଜରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ର
Read More...

ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଉପଦେଷ୍ଟାଙ୍କ ଚମ୍ପୁଆ ଗସ୍ତ

ଚମ୍ପୁଆ : ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଆଜି ଅପରାହ୍ଣରେ ଚମ୍ପୁଆ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ।ପ୍ରଥମେ ଶ୍ରୀ ପଟ୍ଟନାୟକ ଚମ୍ପୁଆ ସ୍ଥିତ ମହତାବ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇ ବିଦ୍ୟାଳୟର
Read More...