Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କାର ସହ ଗଞ୍ଜେଇ ଜବତ, ଜଣେ ଗିରଫ
ସୁବର୍ଣ୍ଣପୁର: ଆଜି ସକାଳୁ ଜିଲ୍ଲା ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ପେଟ୍ରୋଲିଂ କରୁଥିବା ବେଳେ ଉଲୁଣ୍ଡା ବ୍ଲକ୍ ବିଶିପଡ଼ା ଠାରେ ଏକ ହୁଣ୍ଡାଇ କାରକୁ ସନ୍ଦେହରେ ଅଟକାଇଥିଲେ । ଅବକାରୀ ବିଭାଗର ଯାଞ୍ଚ ପରେ କାରରେ ୨୦.୫୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା । ବୌଦ୍ଧ ଜିଲ୍ଲା!-->…
Read More...
Read More...
ବୌଦ୍ଧ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ମହେଶ୍ୱର ପ୍ରଧାନ ନିର୍ବାଚିତ
ବୌଦ୍ଧ : ଭାରତୀୟ ଜାତୀୟ ଯୁବ କଂଗ୍ରେସ ଦ୍ୱାରା ଦୀର୍ଘ ତିନି ମାସ ଧରି ଅନଲାଇନରେ ଚାଲିଥିବା ଯୁବ କଂଗ୍ରେସ ନିର୍ବାଚନରେ ବୌଦ୍ଧ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ମହେଶ୍ୱର ପ୍ରଧାନ ନିର୍ବାଚିତ ହେଇଛନ୍ତି । ବୌଦ୍ଧ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଭାବେ ଅବଦୁଲ କଲିମ ଖାଁ ଓ!-->…
Read More...
Read More...
ଭିଜିଲାନ୍ସ ଜାଲରେ କିଆକଟା ଥାନା ଏଏସଆଇ
ବୌଦ୍ଧ: ବୌଦ୍ଧ ବସଷ୍ଟାଣ୍ଡ ଅନ୍ତର୍ଗତ ଏକ ଲସି ଦୋକାନରେ ଜଣେ ଲାଞ୍ଚୁଆ ପୋଲିସ ଅଧିକାରୀ ଲାଞ୍ଚ ନେଉଥିବାବେଳେ ଭିଜିଲାନସ ହାତରେ ଧରାପଡିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆଜି ସକାଳ ୯ଟା ସମୟରେ ବୌଦ୍ଧ ବସଷ୍ଟାଣ୍ଡରେ । ପଚରା ଉଚରା ବେଳେ ଜଣାପଡିଥିଲା ଗିରଫ ହୋଇଥିବା ଅଭିଯୁକ୍ତ ଜଣକ!-->…
Read More...
Read More...
ଭିଜିଲାନ୍ସ ଜାଲରେ ଅତିରିକ୍ତ ଯନ୍ତ୍ରୀ
ଭବାନୀପାଟଣା: କଳାହାଣ୍ଡି ଭିଜିଲାନ୍ସ ବିଭାଗ ପକ୍ଷରୁ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗର ଚଢ଼ାଉ । ଭବାନୀପାଟଣା ସରକାରୀ ଜଳ ଯୋଗାଣ ବିଭାଗର ଜିପିଏସ ସେକ୍ସନ ଅତିରିକ୍ତ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ସାହୁଙ୍କ ଘରେ ଭିଜଲାନ୍ସ ବିଭାଗର ଭବାନୀପାଟଣା ସହରର ଜଳେଶ୍ୱର ମନ୍ଦିର!-->…
Read More...
Read More...
ହାପି ଭେଲ୍ଲୀ ଚିଲଡ୍ରେନ ହୋମ୍ ଡକାୟତି ଘଟଣାରେ ୪ ଡକାୟତ ଗିରଫ
ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମାଲିକାପୋଡି ପଞ୍ଚାୟତର ବାଡେନାଜୁ ସ୍ଥିତ ହେପି ଭେଲ୍ଲୀ ଚିଲଡ୍ରେନ ହୋମ ପରିସରରେ ଗତ ୨ତାରିଖ ରାତିରେ ହୋଇଥିବା ଡକାୟତି ଘଟଣାରେ ୪ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଡକାୟତ ସମୟରେ ବ୍ୟବହୃତ ଦୁଇଟି ବାଇକ, ଚାରି ଗୋଟି ମୋବାଇଲ ଜବତ କରିବା ସହ ଲୁଟ ସୁନା!-->…
Read More...
Read More...
ବାଇକକୁ ଧକ୍କା ଦେଲା ଘରୋଇ ବସ୍ : ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
ସୁବର୍ଣ୍ଣପୁର: ସୋନପୁର ସିଆଲ୍ଜୁରି ନିକଟରେ ବାଇକ୍କୁ ଧକ୍କା ଦେଲା ବସ୍ । ଏହି ସଡ଼କ ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ମୃତକ ବାଘପାଲି ଗାଁର ଦୁଃଶାସନ ସାହୁ ବୋଲି ଜଣାପଡିଛି । ବାଇକ୍ ଯୋଗେ ନିଜ ଘରକୁ ଫେରିବା ବେଳେ ଘଟିଲା ଦୁର୍ଘଟଣା ।!-->…
Read More...
Read More...
ରେଳପଥ ନିରୀକ୍ଷଣ କରୁଛନ୍ତି ମୁଖ୍ୟସୁରକ୍ଷା ଅଧିକାରୀ,ଅଗଷ୍ଟରୁ ଗଡ଼ିପାରେ ଟ୍ରେନ
ଦଶପଲ୍ଲା : - ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ରେଳସୁରକ୍ଷା ଅଧିକାରୀ ଏ. ଏମ. ଚୌଧୁରୀଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ବୈଷୟିକ ମଣ୍ଡଳୀ ଆଜି ପୂର୍ବାହ୍ନରେ ନୂଆଗାଁ ରୋଡ -ଦଶପଲ୍ଲା ରେଳ ଲାଇନ୍ର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରୁଥିବା ଜଣାପଡ଼ିଛି । ଏଣୁ ଖୁବଶୀଘ୍ର ଦଶପଲ୍ଲାକୁ ଟ୍ରେନ!-->…
Read More...
Read More...
ଦୋକାନ ଘରେ ନିଆଁ ଲାଗି ଦୁଇ ବଖରା ଜଳିଗଲା
ନୂଆଗାଁ : ନୟାଗଡ ଜିଲ୍ଲା ଜାତୀୟ ରାଜପଥ ୫୭ ବକଳବନ୍ଧ ନିକଟରେ କୌଣସି କାରଣରୁ ଦୋକାନ ଘରେ ନିଆଁ ଲାଗି ଦୁଇ ବଖରା ଦୋକାନ ଘର ଜଳି ଯାଇଥିଲା । କାରଣ ସ୍ପଷ୍ଟ ଜଣା ପଡିନଥିବା ବେଳେ ସଟସର୍କିଟରୁ ନିଆଁ ଲଗିଥିବା ସ୍ଥାନୀୟ ଲୋକେ କହୁଛନ୍ତି । ଘଟଣାଟି ବିଳମ୍ବିତ ରାତିରେ ଘଟିଥିଲା । ଦୋକାନ!-->…
Read More...
Read More...
ପୁରୀ ଘଣ୍ଟୁଆ ନିଯୋଗର କର୍ମକର୍ତ୍ତା ନିର୍ବାଚନ
ପୁରୀ : ପୁରୀ ଘଣ୍ଟୁଆ ନିଯୋଗର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନରେ ଗିରିଶ ଚନ୍ଦ୍ର ନାୟକ ସଭାପତି, ନିରଞ୍ଜନ ନାୟକ ଉପସଭାପତି, ଯୋଗେନ୍ଦ୍ର ନାୟକ ସମ୍ପାଦକ, ଶଶାଙ୍କ ନାୟକ ଓ ହରିହର ନାୟକ ସହ ସମ୍ପାଦକ, ବିଶ୍ୱନାଥ ନାୟକ କୋଷାଧ୍ୟକ୍ଷ, ଘନଶ୍ୟାମ ଚୌଧୁରୀ,!-->…
Read More...
Read More...
ଜଙ୍ଗଲରେ ମାଓ କ୍ୟାମ୍ପ ଠାବ; ଚକୋଲେଟ ବୋମା ଓ ବିସ୍ଫୋରକ ଗୁଣ୍ଡ ଜବତ
ନୂଆପଡ଼ା : ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ନଙ୍ଗଲବୋଡ ସଂରକ୍ଷିତ ଜଙ୍ଗଲରେ ଏକ ମାଓକ୍ୟାମ୍ପ ଠାବ ହେବା ସହ ବିସ୍ଫୋରକ ଜବତ ହୋଇଥିବା ନୂଆପଡା ଅରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଏକ ପ୍ରେସ ଇସ୍ତାହାର ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନା ମୁତାବକ ଆଜି!-->…
Read More...
Read More...