Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଜଗବନ୍ଧୁ ମେହେରଙ୍କୁ ସମ୍ବର୍ଦ୍ଧନା
ସୋନପୁର:- ସୋନପୁର ସଦର ବ୍ଲକର ଖରଜୁରା ଗ୍ରାମ ପଞ୍ଚାୟତ ବାଘପାଲି ଗ୍ରାମର ବାପା ପୀତବାସ ମେହେର ଏବଂ ମାଆ ଯଜ୍ଞ ମେହେରଙ୍କ ପୁଅ ଜଗବନ୍ଧୁ ମେହେର ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୨୦୬ ନମ୍ବର ର୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇ ସୁବର୍ଣ୍ଣପୁର ଜିଲ୍ଲାର ଗୌରବ ବଢାଇଛନ୍ତି । ତେଣୁ ଆଜି!-->…
Read More...
Read More...
ମଧ୍ୟାହ୍ନ ଭୋଜନରେ ବିସ୍କୁଟ ଖାଇଲେ ଛାତ୍ରଛାତ୍ରୀ
ଚମ୍ପୁଆ: ଚମ୍ପୁଆ ସଦର ମହକୁମାରେ ଥିବା ମହତାବ ଉଚ୍ଚ ବିଦ୍ୟାଳୟରେ ଆଜି ଦେଖିବାକୁ ମିଳିଛି ଏକ ଅଭାବନିୟ ଘଟଣା । ବିନା ସୂଚନାରେ ପାଚିକା ସହାୟିକା ଷ୍ଟ୍ରାଇକରେ ଥିବା ଯୋଗୁଁ ହୋଇପାରିଲାନି ମଧ୍ୟାହ୍ନ ଭୋଜନ ରୋଷେଇ । ବିଦ୍ୟାଳୟ କର୍ତ୍ତୃପକ୍ଷ ରୋଷେଇ ହୋଇନଥିବା ଜାଣିବା ପରେ ସ୍ୱୟଂସହାୟକ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି,5T ଉପକ୍ରମରେ ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ପିଲାମାନଙ୍କୁ…
ଭୁବନେଶ୍ୱର:ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ମାଗଣା ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । 5T ଉପକ୍ରମରେ ଏହି ଯୋଜନା ହାତକୁ!-->…
Read More...
Read More...
ସ୍ବାଧୀନତା ଦିବସ: ଭୁବନେଶ୍ବରରେ ଜାତୀୟ ପତାକା ଉଡ଼ାଇବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆଉ ୪ ଦିନ ପରେ ସମଗ୍ର ଦେଶ ସମେତ ଓଡ଼ିଶାର ଗାଁରୁ ସହର ଯାଏଁ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯିବ। ଏହି ଜାତୀୟ ଉତ୍ସବ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ପ୍ରସ୍ତୁତି ଜାରି ରହିଛି। ରାଜ୍ୟସ୍ତରୀୟ ଓ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ!-->…
Read More...
Read More...
ଆରଟିଓଙ୍କ ଦ୍ୱାରା ୧୧,୫୯,୪୮୦ ଟଙ୍କା ଫାଇନ ଆଦାୟ
ପୁରୀ :ପୁରୀ ଆରଟିଓ ରବିନ ପଟ୍ଟନାୟକ ଓ ଅନ୍ୟ କର୍ମଚାରୀ ମାନେ ଅଚାନକ ଧରପଗଡ କରିବା ସମୟରେ ଆଇନ ଉଲ୍ଲଙ୍ଘନ କରୁଥିବା ଗାଡି ଗୁଡିକୁ ଫାଇନ କରିଛନ୍ତି ।ଏଥିରେ ମାଦକ ଦ୍ରବ୍ୟ ସେବନ କରି ଗାଡି ଚାଳନା କ୍ଷେତ୍ରରେ ୯ ଜଣଙ୍କୁ ଗାଡି ଚାଳନା ବେଳେ ମୋବାଇଲ ବ୍ୟବହାର କ୍ଷେତ୍ରରେ ୧୨ ଜଣଙ୍କୁ ଦ୍ରୁତ!-->…
Read More...
Read More...
ରାସନ ଚାଉଳ ନ ପାଇବାରୁ ହିତାଧିକାରୀଙ୍କ ରାସ୍ତାରୋକ, ବିଡିଓଙ୍କ ପ୍ରତିଶୃତି ପରେ ହଟିଲା
ହରଭଙ୍ଗା ,୧୦/୮:- ତିନି ମାସର ରାସନ ଚାଉଳ ନ ପାଇବାରୁ ରାଜରାସ୍ତା ରୋକ କରିଥିଲେ ଦୁଇଟି ଗ୍ରାମର ଗ୍ରାମବାସୀ । ପରେ ହରଭଙ୍ଗା ବିଡିଓଙ୍କ ପ୍ରତିଶୃତି ପରେ ରାଜରାସ୍ତା ସ୍ୱାଭାବିକ ହୋଇଥିବା ଜଣାପଡିଛି । ସୂଚନା ମତେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର ପଞ୍ଚାୟତର ନୂଆପଡା ଓ!-->…
Read More...
Read More...
ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର:ବିଶ୍ଵ ଦେଶଜ ଅଧିବାସୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କରିଛନ୍ତି । ସମସ୍ତଙ୍କ ସହଯୋଗରେ ଜନଜାତି ମାନଙ୍କ ବିକାଶ କ୍ଷେତ୍ରରେ ଏହି ଯୋଜନା ଦ୍ବାରା ଏକ ମାଇଲଷ୍ଟୋନ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ!-->…
Read More...
Read More...
ସୁବର୍ଣ୍ଣପୁରଠାରେ ବିଶାଳ ରକ୍ତଦାନ ଶିବିର, ରେକର୍ଡ ସଂଖ୍ୟକ ୬୦୧ ୟୁନିଟ ରକ୍ତ ସଂଗ୍ରହ
ସୁବର୍ଣ୍ଣପୁର - ଆଜି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପକ୍ଷରୁ ସ୍ଥାନୀୟ ସୋନପୁର କଲେଜ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ବିମଳେନ୍ଦୁ ରାୟ ଏହି ଶିବିରକୁ ଉଦଘାଟନ କରିଥିଲେ । ଜିଲ୍ଲାପାଳ ଶ୍ରୀ ରାୟ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ନିଜେ ମଧ୍ୟ ଏ ଅବସରରେ!-->…
Read More...
Read More...
ଆଦିବାସୀ ବିରୋଧୀ ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଲ ପ୍ରତ୍ୟାହାର ଦାବି
ଗଣିଆ : ଆଦିବାସୀ ଓ ପାରମ୍ପରିକ ବନବାସୀ ତଥା ପରିବେଶ ବିରୋଧୀ ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଲ ୨୦୨୩କୁ ପ୍ରତ୍ୟାହାର କରିବା ନିମନ୍ତେ ବିଶ୍ୱ ଜନଜାତି ଦିବସ ତଥା କ୍ରାନ୍ତୀ ଦିବାସ ଅବସରରେ ବୁଧବାର ଗଣିଆ ବ୍ଲକ ଛାମୁଣ୍ଡିଆ ଓ ବଡଶିଲିଙ୍ଗା ସରପଞ୍ଚଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ!-->…
Read More...
Read More...
ବୀରନରସିଂହପୁରଠାରେ ମେଗା ରକ୍ତଦାନ ଶିବିର
ହରଭଙ୍ଗା:ହରଭଙ୍ଗା ବ୍ଲକ ବୀରନରସିଂହପୁର ସ୍ଥିତ ସ୍ଥାୟୀ ନର୍ସରୀଠାରେ ଆଜି ଗଡଜାତ ସାଂସ୍କୃତିକ ପରିଷଦ ପକ୍ଷରୁ ବିଶ୍ୱ ଜନଜାତି ଦିବସ ଓ କ୍ରାନ୍ତି ଦିବସ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସକାଳ ୧୧ ଘଣ୍ଟା ସମୟରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ମୁଖ୍ୟ ଅତିଥି!-->…
Read More...
Read More...