Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦଳ ଟିକଟ ନଦେଲେ ସ୍ବାଧୀନ ଭାବେ ଲଢ଼ିବି
କଟକ : କଂଗ୍ରେସ କୌଣସି ପ୍ରାଇଭେଟ୍ ଲିମିଟେଡ୍ କଂପାନି ନୁହେଁ। ଶରତ ପଟ୍ଟନାୟକ ହୁଏତ ଆଗକୁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନଥିବେ। ତାଙ୍କ ବିରୋଧରେ ଜାରି ହୋଇଥିବା ନିଲମ୍ବନ ନିଷ୍ପତ୍ତି ହୁଏତ ଆଗକୁ ପ୍ରତ୍ୟାହାର ହୋଇ ଯାଇଥିବ। ତେଣୁ ସେ ଏବେ ବି କଂଗ୍ରେସରେ ଅଛନ୍ତି, ଆଗକୁ ବି ରହିବେ।!-->…
Read More...
Read More...
ଫୁଲବାଣୀ ବିଦ୍ୟୁତ୍ ବିଭାଗ ଗୋଦାମର ଛଟେଇ ସୁରକ୍ଷା ଗାର୍ଡଙ୍କ
ପୁନଃ ଥଇଥାନ ଦାବିରେ ଧାରଣା
ଫୁଲବାଣୀ: କନ୍ଧମାଳ ଜିଲ୍ଲା ମୁଖ୍ୟାଳୟରେ ଥିବା ବିଦ୍ୟୁତ୍ ବିଭାଗର ବିଦ୍ୟୁତ୍ ସରଞ୍ଜାମର ଗୋଦାମରେ ଦୀର୍ଘ ବର୍ଷ ଧରି ନିରନ୍ତର କାର୍ଯ୍ୟ କରି ଆସୁଥିବା ସୁରକ୍ଷା ଗାର୍ଡ ମାନଙ୍କୁ ଛଟେଇ କରି ଦିଆଯାଇଛି । ସେମାନଙ୍କୁ ପୁନଃ ଥଇଥାନ ଦାବିରେ ଆଜି ସମସ୍ତ ଛଟେଇ ସୁରକ୍ଷା ଗାର୍ଡ ଭୀଷଣ ବର୍ଷାରେ!-->…
Read More...
Read More...
ପାଟଣାଗଡ଼ ଡିଏଫଓ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀଙ୍କ ପତ୍ନୀ ନିଖୋଜ
ପାଟଣାଗଡ: ସ୍ଥାନୀୟ କେନ୍ଦୁପତ୍ର ବିଭାଗ ( ଡିଏଫଓ) ଅଫିସ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ଜଗଦୀଶ ମନହିରାଙ୍କ ସ୍ତ୍ରୀ ପିଙ୍କି ମନହିରା (୨୮) ଗତ ୪/୭ ୨୦୨୩ ଦିନ ପ୍ରାୟ ସକାଳ ୫ ଘଣ୍ଟା ସମୟରେ ତାଙ୍କ ସରକାରୀବାସଭବନରୁ ବାହାରି କେଉଁଆଡେ ଚାଳିଯାଇଛନ୍ତି । ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା!-->…
Read More...
Read More...
ବୋମା ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଗିରଫ
ପୁରୀ,(ହୀ.ପ୍ର): ପୁରୀ ସମୁଦ୍ରକୁଳ ଥାନା ଅନ୍ତର୍ଗତ ଗୌଡ଼ବାଡା ସାହି ମାଛ ମାର୍କେଟ ରେ ଗତ ୧୪ ତାରିଖରେ ସନ୍ତୋଷ ସାହୁଙ୍କ ଚିକେନ ଦୋକାନ ନିକଟରେ ବୋମା ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଜା ମଲ୍ଲିକ ସମେତ ୫ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରେ ଚାରୋଟି ଜୀବନ୍ତ ବୋମା ଦୁଇଟି!-->…
Read More...
Read More...
ମମତା ଏଚଆଇଏମସି ପ୍ରଜେକ୍ଟ ଜାଗୃତି ତରଫରୁ ଅକ୍ଷରା କାର୍ଯ୍ୟକ୍ରମ
ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ଘଓଗୁର୍ଲି,କାନୁଟ ଓ ନୁନହାଡ ହାଇସ୍କୁଲରେ ମମତା ଏଚଆଇଏମସି ଜାଗୃତି ଅନୁଷ୍ଠାନ ପକ୍ଷରୁ ଅକ୍ଷରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରାମ ଦ୍ୱାରା ନାରୀ ଶିକ୍ଷା ଓ ବାଲ୍ୟ ବିବାହ ଉପରେ ସଚେତନ କରାଯାଇଥିଲା । ଏଥିରେ ସ୍କୁଲ!-->…
Read More...
Read More...
ବାଇକକୁ ଧକ୍କା ଦେଲା ଟ୍ରକ, ବାଇକ ଆରୋହୀ ଗୁରୁତର
ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ବେହେରାମାଲ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ରବିବାର ସକାଳ ପ୍ରାୟ ୯ ଘଣ୍ଟା ସମୟରେ ବିନିକା ଅଞ୍ଚଳର ଜଣେ ଯୁବକ ସମ୍ବଲପୁର ପଟକୁ ଯାଉଥିବା ସମୟରେ ବେହେରାମାଲ ଛକରେ ସମ୍ବଲପୁର ପଟରୁ!-->…
Read More...
Read More...
ହାଇୱା ପଛରେ ପିଟିଲା ବାଇକ; ଜଣେ ମୃତ, ୨ ଗୁରୁତର
ହରଭଙ୍ଗା : ହାଇୱା ପଛରେ ପିଟିଲା ବାଇକ । ବାଇକ ଚାଳକ ମୃତ ଓ ଅନ୍ୟ ଦୁଇଜଣ ଗୁରୁତର । ଗୁରୁତରଙ୍କୁ ପ୍ରଥମେ ପୁରୁଣାକଟକ ଓ ପରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଲୁଣିବାହାଲ ଗ୍ରାମର ସୁଶାନ୍ତ ମଲିକ ଓ ବୌଦ୍ଧ ଥାନା!-->…
Read More...
Read More...
ନାଗେଶ୍ୱର ଯୁବକ ସଂଘ ନକଡେଇଁ ଦ୍ୱାରା ୧୦୦ ବୃକ୍ଷ ରୋପଣ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଗ୍ରାମରେ ନାଗେଶ୍ୱର ଯୁବକ ସଂଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପ୍ରକୃତି ବନ୍ଧୁ ହୃଷୀକେଶ ଦେହେରୀ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଲୁଣ୍ଡା!-->…
Read More...
Read More...
ଦୁଇମାସ ହେଲା ପାନୀୟ ଜଳରୁ ବଞ୍ଚିତ ଗ୍ରାମବାସୀ
ହରଭଙ୍ଗା : ବର୍ଷା ଦିନେ ନଦୀ, ନାଳ ପୋଖରୀ, ଗାଡ଼ିଆରେ ପାଣି ଗୋଳିଆ ସହିତ ଦୂଷିତ ରହିଥାଏ । ଏହି ସମସ୍ତ ଘଟଣାକୁ ଦେଖିଲେ ଗ୍ରାମାଞ୍ଚଳଗୁଡିକରେ ନଳକୂପ ପାଣି ହିଁ ଉପଯୁକ୍ତ ବିଶୁଦ୍ଧପାନୀୟ ଜଳ । କିନ୍ତୁ ନଳକୂପ ଗୁଡିକ ମାସ ମାସ ଧରି ଖରାପ ରହୁଥିବାରୁ ଗ୍ରାମବାସୀମାନେ ନାହିଁ ନଥିବା!-->…
Read More...
Read More...
ସଡ଼କ ସୁରକ୍ଷା ପାଇଁ ସଚେତନତା ଶୋଭାଯାତ୍ରା
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସହରରେ ସଡ଼କ ସୁରକ୍ଷା ପାଇଁ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଛି । ଏହି ଶୋଭାଯାତ୍ରା ସହରର ଆଦର୍ଶ ଥାନା ସମ୍ମୁଖରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ ଆଞ୍ଚଳିକ ପରିବହନ ଅଧିକାରୀ ଶାନ୍ତନୁ କୁମାର!-->…
Read More...
Read More...