Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସହାୟତାର ହାତ ବଢାଇଲେ ସମାଜସେବୀ ଶ୍ରୀହରି
ଦଶପଲ୍ଲା : ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ପଶ୍ଚିମାଞ୍ଚଳର ବିଭିନ୍ନ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଜନସାଧାରଣଙ୍କୁ ସହାୟତାର ହାତ ବଢାଇଛନ୍ତି ଦଶପଲ୍ଲା ଅଂଚଳର ବିଶିଷ୍ଠ ସମାଜସେବୀ ଶ୍ରୀହରି ନାୟକ । ଶ୍ରୀ ନାୟକ ଅତୀତରେ ମଧ୍ୟ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ଗସ୍ତକରି!-->…
Read More...
Read More...
ରାମଗଡ଼ରେ ମିଲେଟ ମିଶନ
ହରଭଙ୍ଗା : ନେହେରୁ ଯୁବକେନ୍ଦ୍ର ବୌଦ୍ଧ ତରଫରୁ ହରଭଙ୍ଗା ବ୍ଲକ୍ର ରାମଗଡ଼ ଠାରେ ଆଜି ମିଲେଟ୍ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରତିଭାଗୀ ଭାବରେ ମହିଳା ଜନପ୍ରତିନିଧି,ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା,ସ୍ଥାନୀୟ କିଶୋରୀ ବାଳିକାଙ୍କ ସମତେ ଗ୍ରାମବାସୀ ଉପସ୍ଥିତି ଥିଲେ । ମୁଖ୍ୟ!-->…
Read More...
Read More...
ରୋଷେଇ କଲାବେଳେ ଅଘଟଣ, ଜଳିଗଲା ଘର
ଫୁଲବାଣୀ: ଘରେ ରୋଷେଇ କଲାବେଳେ ଅଘଟଣ । ଗୋଚ୍ଛପୋଡା ଥାନା ଅନ୍ତର୍ଗତ ବଡ଼ପାଜୁ ଗାଁ ର କବିରା କହଁରଙ୍କ ଘରେ ରୋଷେଇ କଲା ବେଳେ ନିଆଁ ଲାଗି ଘରର ଆସବାବ ପତ୍ର ସହ ଘର ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ପୋଡି ନଷ୍ଟ ହୋଇଥିବା ଆସବାବ ପତ୍ରର ଆନୁମାନିକ ମୂଲ୍ୟ ଏକ ଲକ୍ଷରୁ ଅଧିକ ହେବ ବୋଲି!-->…
Read More...
Read More...
ବୌଦ୍ଧରେ ଶ୍ରୀଜିଉଙ୍କ ନେତ୍ରୋତ୍ସବ ଓ ନବଯୌବନ ବେଶ
ବୌଦ୍ଧ,୧୯/୬:- ଦେବସ୍ନାନ ପୂର୍ଣ୍ଣମୀରେ ସ୍ନାନକରି ଶ୍ରୀଜିଉମାନେ ଅସୁସ୍ଥ ହୋଇପଡିଥିଲେ । ୧୫ ଦିନ ପରେ ଆଜି ସୁସ୍ଥ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବୌଦ୍ଧସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ଅନବସର ପରେ ଆଜି ମହାପ୍ରଭୁ ଭକ୍ତମାନଙ୍କୁ ନବଯୌବନ ବେଶରେ!-->…
Read More...
Read More...
ଅଘୋଷିତ ବିଦ୍ୟୁତ କାଟକୁ ନେଇ ତାତିଲେ ଜନତା
ଦଶପଲ୍ଲା : ପ୍ରଚଣ୍ଡ ତାପମାତ୍ରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ହେଉଥିବା ବେଳେ ବିଦ୍ୟୁତ ବିଭାଗ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ କରୁଛି । ଫଳରେ ଲୋକମାନେ କଲବଲ ହେଉଛନ୍ତି । ଦଶପଲ୍ଲାରେ ବିଦ୍ୟୁତ ବିଭାଗ ମନମୁଖୀ କାର୍ଯ୍ୟ କରି ଗତ ତିନି ଧରି ଘଣ୍ଟା ଘଣ୍ଟା ଲାଇନ କାଟିଦେଉଛି । ଦିନ!-->…
Read More...
Read More...
ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଦାରୁଦିଅଁ
ପୁରୀ : ବନକ ଲାଗି ନୀତିପରେ ନବଯୌବନ ପ୍ରାପ୍ତି ହୋଇଛନ୍ତି ଶ୍ରୀଜୀଉ ।ଆଜି ଶ୍ରୀମନ୍ଦିରରେ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଦାରୁଦିଅଁ ।ସ୍ନାନପୂର୍ଣ୍ଣିମାରେ ସ୍ନାନ କରି ଅସୁସ୍ଥ ଶ୍ରୀଜୀଉ ଦୀର୍ଘ ୧୫ ଦିନ ପରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଉତ୍କଣ୍ଠାର ସହ!-->…
Read More...
Read More...
ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
ଜହ୍ନାପଙ୍କ,୧୯/୬: ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଅନ୍ତର୍ଗତ ବଲାସିଙ୍ଗା ନିକଟରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ମତେ, ବୌଦ୍ଧ ଥାନା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ କୌଡିଆତୋଳା ଗ୍ରାମର ସତ୍ୟବାନ ରାଉତ ଗତକାଲି କୌଣସି!-->…
Read More...
Read More...
ସୁରାଟରେ ସ୍ୱାମୀକୁ ହତ୍ୟା କରି ଉଦୟଗିରିରେ ସ୍ତ୍ରୀ ଗିରଫ
ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ରଟିଙ୍ଗିଆ ପଞ୍ଚାୟତ ଡକେଡି ଗ୍ରାମରୁ ସ୍ୱାମୀକୁ ହତ୍ୟା ଅଭିଯୋଗରେ ସ୍ତ୍ରୀ ସବିତା ନାୟକ(୪୬) କୁ ଘୁ.ଉଦୟଗିରି ପୋଲିସ ସହାୟତାରେ ଗୁଜରାଟ, ଜିଲ୍ଲା ସୁରାଟ(ସଦର) କୋସାମ୍ବା ଥାନା ପୋଲିସ ଝିଅ ସୁନୀତା ନାୟକ ( ୧୯) ଓ ଅନ୍ୟ ଜଣେ ନାବାଳିକା ଝିଅ କୁ ଗିରଫ କରିଛି ।!-->…
Read More...
Read More...
ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନକୁ ପୁରୀ ସେବାୟତଙ୍କ ଦୃଢ ବିରୋଧ
ପୁରୀ : ପୁଣି ଅଦିନିଆ ରଥ ଯାତ୍ରା ଆୟୋଜନକୁ ନେଇ ପୁଣି ବିରୋଧ ଆରମ୍ଭ ହୋଇଛି । ଆଗାମୀ ୨୪ ତାରିଖରେ ମଧ୍ୟ ପ୍ରଦେଶର ଗ୍ୱାଲିୟର ସହରରେ ଇସ୍କନ ପକ୍ଷରୁ ରଥ ଯାତ୍ରା ଆୟୋଜନ ନେଇ ବ୍ୟବସ୍ଥାକୁ ପୁରୀରେ ସେବାୟତ ମାନେ ଦୃଢ଼ ବିରୋଧ କରିଛନ୍ତି । ପରମ୍ପରା ଅନୁଯାୟୀ ପ୍ରତିବର୍ଷ ଆଷାଢ଼ ଶୁକ୍ଳ!-->…
Read More...
Read More...
5ଟି ସଚିବଙ୍କ କନ୍ଧମାଳ ଗସ୍ତ,ମା’ ବରାଳଦେବୀ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି ଏବଂ ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନଙ୍କ ସହ ମିଶି ସେମାନଙ୍କ ସୁବିଧା!-->…
Read More...
Read More...