Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଟ୍ରେନରୁ ପର୍ସ ପାଇ ମାନବିକତା ଦେଖାଇଲେ ଶେଖ ଇସରଫ
ନୟାଗଡ : ନୟାଗଡ଼ ଜିଲ୍ଲା ନୂଆଗାଁ ଟ୍ରେନ ଷ୍ଟେସନରେ ପର୍ସ ପାଇ ପର୍ସ ଫେରାଇଲେ ଶେଖ ଇସରଫ । ଖବରରୁ ଜଣାପଡିଛି ଯେ, ଶେଖ ଇସରଫ ଭୁବନେଶ୍ୱରୁ ନୂଆଗାଁ ଟ୍ରେନରେ ଆସୁଥିବା ସମୟରେ ଟ୍ରେନ ଭିତରୁ ଏକ ପର୍ସ ପାଇଥିଲେ, ଯାହାଭିତରେ ବହୁ ମୂଲ୍ୟବାନ ଡକ୍ୟୁମେଣ୍ଟ ସହିତ ଟଙ୍କା ରହିଥିଲା । ତୁରନ୍ତ!-->…
Read More...
Read More...
ଡାକ୍ତରଙ୍କ ପ୍ରଚେଷ୍ଠାରେ ନୂଆ ଜୀବନ ପାଇଲେ ବିଶ୍ୱରଂଜନ
ନୟାଗଡ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡ଼ା ଗ୍ରାମର ବିଶ୍ୱରଂଜନ ପ୍ରଧାନ ୬ ବର୍ଷର ଶିଶୁ ଏକ ଅଜଣା ରୋଗରେ ପୀଡିତ ଥିଲେ । ବାପା-ମାଙ୍କର ବହୁ ଚେଷ୍ଟା ପରେ ଅଜଣା ରୋଗକୁ ଚିକିତ୍ସା କରିବାରେ ସମ୍ଭବ ହେଉନଥିଲା । ଫଳରେ ବାପା ମା ମନ ଦୁଃଖରେ କାଳତିପାତ କରୁଥିଲେ । ଗତ ବର୍ଷ!-->…
Read More...
Read More...
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ପାରଳାଖେମଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଓ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ!-->…
Read More...
Read More...
ଭୈରବୀ ଡିଗ୍ରୀ କଲେଜରେ ବନ ମହୋତ୍ସବ
ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ କାର୍ଯ୍ୟକ୍ରମ ଅଧିକାରୀ ରଞ୍ଜିତ କୁମାର ସାମଲଙ୍କ ତତ୍ତ୍ୱାବଧାନରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ଡ଼କ୍ଟର ରମେଶ ଚନ୍ଦ୍ର!-->…
Read More...
Read More...
ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ
ନବରଙ୍ଗପୁର: ଜିଲ୍ଲା ମିଶନ ଶକ୍ତି ସଭା ଗୃହ,ନବରଙ୍ଗପୁର ଠାରେ ଜାତୀୟ ମତ୍ସ୍ୟଚାଷୀ ଦିବସ ୨୦୨୩ ପାଳିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୦୦ରୁ ଉର୍ଦ୍ଧ୍ୱ ମାଛଚାଷୀ ମତ୍ସ୍ୟଜୀବୀ , ମାଛଚାଷ କରୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ମତ୍ସ୍ୟ ଉଦ୍ୟୋଗୀ ମାନେ ଯୋଗ ଦେଇଥିଲେ!-->…
Read More...
Read More...
ଆଖି ଧରିଥିଲେ ଏହି ଦିଗ ପ୍ରତି ସଚେତନ ହୁଅନ୍ତୁ, କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର: ଏ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ତଥ୍ୟ ନ ଥିଲେ ବି ଆଖିଧରା ରୋଗୀ ସଂଖ୍ୟରେ ବୃଦ୍ଧି ଘଟିଛି। ଆଖି ଧରିଥିଲେ ପିଲାଙ୍କୁ ସ୍କୁଲ ନ ପଠାଇବା ପାଇଁ ଅଭିଭାବକଙ୍କୁ ନିବେଦନ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।ସେ କହିଛନ୍ତି, ଆଖିଧରା ହେଉଛି ଭୂତାଣୁଜନିତ ରୋଗ।!-->…
Read More...
Read More...
ବଜ୍ରାଘାତରେ ମା ଓ ପୁଅ ମୃତ
ଜୟପୁର: ବଜ୍ରାଘାତରେ ମା ଓ ପୁଅ ମୃତ। ଏଭଳି ଘଟଣା ଘଟିଛି ବୋରିଗୁମ୍ମାବ୍ଲକର ଅଂଚଳା ଗାଁରେ। ଘଟଣାରୁ ପ୍ରକାଶ ଯେ ଆଜି ଅଂଚଳା ଗାଁର ଲିଙ୍ଗରାଜ ହାଲବା ନିଜ ସ୍ତ୍ରୀ ଦୁରୁବତୀ ହାଲବା ଏବଂ ପୁଅ ଦୀପକ ହାଲବା ମିଶି ନିଜ ଚାଷ ଜମିରେ ଚାଷ କାର୍ଯ୍ୟ କରୁଥିଲେ। ହଠାତ ଘଡଘଡି ସହ ପ୍ରବଳ ବର୍ଷା!-->…
Read More...
Read More...
ନାମାଙ୍କନପତ୍ର ଦାଖଲ କଲେ ଜୟଶଙ୍କର
ଅହମ୍ମଦାବାଦ: ବହିର୍ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ସୋମବାର ଗାନ୍ଧିନଗରରେ ରାଜ୍ୟ ସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗୁଜରାଟରେ ତିନୋଟି ରାଜ୍ୟ ସଭା ଆସନ ପାଇଁ ଚଳିତ ମାସ ଶେଷ ସୁଦ୍ଧା ନିର୍ବାଚନ ଅନୁଷ୍ଠିତ ହେବ। ବାକି ଦୁଇଟି ଆସନ ପାଇଁ ପ୍ରାର୍ଥୀଙ୍କ ଉପରେ ଭାଜପା ସଂସଦୀୟ!-->…
Read More...
Read More...
କାର ସହ ୫୮ କିଲୋ ଗଞ୍ଜେଇ ଜବତ : ଜଣେ ଗିରଫ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସଦର ଅବକାରୀ ବିଭାଗ ରାଣୀପଥର ଚେକ ଗେଟ ଠାରେ ଚଢ଼ାଉ କରି ଏକ କାରରୁ ୫୮ କିଲୋ ଗଞ୍ଜେଇ ଜବତ କରିଛି । ଏ ସଂକ୍ରାନ୍ତରେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।କୌଣସି ସୂତ୍ରରୁ ଖବର ପାଇ ସଦର!-->…
Read More...
Read More...
ଜିଲ୍ଲା ଶିଶୁ ଓ ମାତୃ ଚିକିତ୍ସାଳୟ ପରିସରରେ ଆରମ୍ଭ ହେଲା ମାଗଣା ରନ୍ଧା ଖାଦ୍ୟ ବ୍ୟବସ୍ଥା
ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲା ପ୍ରସୂତିକାଳୀନ ମାତୃ ଓ ଶିଶୁ ଚିକିତ୍ସାଳୟ ପରିସରରେ ଚନ୍ଦ୍ରିକା ସେବା ଟ୍ରଷ୍ଟ ପକ୍ଷରୁ ରୋଗୀ ସମ୍ପର୍କୀୟମାନଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଯୁବ ନେତା ଅମିୟ ରଞ୍ଜନ ଦାସ ଓ ପୂଜା ପଲ୍ଲବିଙ୍କ ଦ୍ୱିତୀୟ!-->…
Read More...
Read More...