Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ,ପ୍ରୋଟୋକଲ ଦର୍ଶନ ପାଇଁ ଆସିବ ସ୍ୱତନ୍ତ୍ର ଏସଓପି
ପୁରୀ-ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ଶ୍ରୀମନ୍ଦିର ନାଟମଣ୍ଡପରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। କାଠ ରାମ୍ପ ଯେଭଳି ମହାପ୍ରଭୁଙ୍କ ନୀତିକାନ୍ତିରେ ପ୍ରଭାବିତ କରିବ ନାହିଁ!-->…
Read More...
Read More...
ଭୁବନେଶ୍ୱର ବିମାନବନ୍ଦରରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସ୍ୱାଗତ
ଭୁବନେଶ୍ବର: ବିହାର ବିଧାନସଭା ନିର୍ବାଚନର ବିନ୍ଧାଣି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିହାରରେ ଏନ୍ଡିଏ ଚମତ୍କାର ପ୍ରଦର୍ଶନ ପରେ ସେ ଓଡ଼ିଶା ଆସୁଥିବା ହେତୁ ତାଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ଭବ୍ୟ ସ୍ବାଗତ!-->…
Read More...
Read More...
ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ କଲେ ଯବାନ
ମାଲକାନଗିରି : ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ କଲେ ଯବାନ । ୧୦ କେଜିର IED ଠାବ ପରେ ନିଷ୍କ୍ରିୟ କଲା ବମ୍ସ୍କ୍ୱାଡ୍ । ଛତିଶଗଡ଼ ବିଜାପୁର ଭୈରମଗଡ଼ ଜଙ୍ଗଲରେ IED ଖଞ୍ଜିଥିଲେ ମାଓବାଦୀ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି IED ଖଞ୍ଜିଥିଲେ ମାଓବାଦୀ ।
ସୂଚନା ଥାଉକି,!-->!-->!-->…
Read More...
Read More...
ଶସ୍ତାରେ ଘର ବିକ୍ରି କରିବେ ସରକାର
ଭୁବନେଶ୍ବର: ରାଜ୍ୟ ସରକାର ବସ୍ତିବାସୀଙ୍କୁ ଶସ୍ତାରେ ଘର ଯୋଗାଇ ଦେବେ। ଭୁବନେଶ୍ବରରେ ପ୍ରାଥମିକ ଭାବେ ୯୦ଟି ଘର ନିର୍ମାଣ ହୋଇଛି। ଏହି ଘରଗୁଡ଼ିକୁ ବସ୍ତି ଅଞ୍ଚଳରେ ରହୁଥିବା ଲୋକେ କିଣିବା ପାଇଁ ବ୍ୟବସ୍ଥା ହୋଇଛି। ପ୍ରାୟ ୧୪ରୁ ୫୦ଲକ୍ଷ ଟଙ୍କା ଭିତରେ ଘର ବିକ୍ରି କରାଯିବ। ଏହି ଲକ୍ଷ୍ୟ!-->…
Read More...
Read More...
ପୁରୀ ପୋଲିସର ବଡ଼ ସଫଳତା, 10 ଡକାୟତ ଗିରଫ
ପୁରୀ-ପୁରୀ ପୋଲିସକୁ ମିଳିଲା ବଡ଼ ସଫଳତା। ପୁରୀ ପୋଲିସ ପକ୍ଷରୁ ଅପରେସନ ଚକ୍ର ଅଭିଯାନ ଜାରି ରହିଥିବା ବେଳେ ଦୁଇଟି ଡକାୟତି ଗ୍ୟାଙ୍ଗର 10 ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି ପୁରୀ ପୋଲିସ। ଅଭିଯୁକ୍ତଙ୍କ ଠାରୁ ପୋଲିସ ତିନୋଟି ବନ୍ଧୁକ, ଚାରୋଟି ଜୀବନ୍ତ ଗୁଳି, ତିନୋଟି ମାଗାଜିନ୍ ସହିତ!-->…
Read More...
Read More...
ଜୁଏଲାରୀ ମାଲିକଙ୍କଠାରୁ ଟଙ୍କା ଲୁଟ୍ ଅଭିଯୋଗ
ପୁରୀ- ଚନ୍ଦନପୁରର ରାଧାକାନ୍ତ ଜୁଏଲାରୀ ମାଲିକଙ୍କ ଠାରୁ ଟଙ୍କା ଲୁଟ୍ ଅଭିଯୋଗ। ମାଲିକ ସଞ୍ଜୟ ଦାସଙ୍କ ଠାରୁ 30 ଲକ୍ଷରୁ ଉର୍ଦ୍ଧ ଟଙ୍କା ଓ ଦେଢ଼ କିଲୋରୁ ଉର୍ଦ୍ଧ ସୁନା, ସହ 30 କିଲୋ ରୂପା ଦୁର୍ବୃତ୍ତମାନେ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଡିପୋଜିଟ୍ ପାଇଁ ନେଉଥିବା ବେଳେ ଲୁଟ୍ ହୋଇଥିବା!-->…
Read More...
Read More...
ବିଧାୟକ ଭାବେ ଶପଥ ନେଲେ ଜୟ ଢୋଲକିଆ
ଭୁବନେଶ୍ୱର: ନବ ନିର୍ବାଚିତ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଗୁରୁବାର ମଧ୍ୟାହ୍ନରେ ବାଚସ୍ପତି ସୁରମା ପାଢୀ ତାଙ୍କ ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ଢୋଲକିଆଙ୍କ ମା, ପତ୍ନୀଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ!-->…
Read More...
Read More...
ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୨୨ରେ ଲଘୁଚାପରେ ହୋଇପାରେ ପରିଣତ
ଭୁବନେଶ୍ବର : ବଙ୍ଗୋପସାଗରରେସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ୨୪ ତାରିଖରେ ନେଇପାରେ ଅବପାତର ରୂପ । ପାଣିପାଗ ବିଭାଗର ଆକଳନ ଅଧିକ ଘନୀଭୂତ ହେବାକୁ ପାଗ ଅନୁକୂଳ ରହିଛି । ଏନେଇ!-->…
Read More...
Read More...
ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଡ୍ରେସ ଦେବାକୁ କଡ଼ା ନିର୍ଦ୍ଦେଶ
ଭୁବନେଶ୍ୱର : ସ୍କୁଲ ଛାତ୍ରଛାତ୍ରୀଙ୍କୁ କାହିଁକି ଆଜିଯାଏଁ ୟୁନିଫର୍ମ ମିଳୁନି । ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଡ୍ରେସ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଏନ.ତିରୁମାଲା ନାୟକ । ଯେତେ ଶୀଘ୍ର ସମ୍ଭବ ୟୁନିଫର୍ମ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ!-->…
Read More...
Read More...
ଚଳନ୍ତା ବସ୍ରେ ଡ୍ରାଇଭରଙ୍କୁ ହୃଦ୍ଘାତ ; ନିଜେ ଚାଲିଗଲେ, ବଞ୍ଚାଇଲେ ୨୫ ଯାତ୍ରୀଙ୍କ ଜୀବନ
ମାଲକାନଗିରି: ଚଳନ୍ତା ବସ୍ରେ ଡ୍ରାଇଭରଙ୍କୁ ହୃଦ୍ଘାତ ହୋଇଛି। ନିଜେ ଚାଲିଗଲେ ମଧ୍ୟ ସେ ୨୫ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି। ବିଜୟନଗରମରୁ ମାଲକାନଗିରି ଆସୁଥିବା ଓଡ଼ିଶା ରାଜ୍ୟ ପରିବହନ ବିଭାଗର ବସ୍ର ଡ୍ରାଇଭର ପି.ସାଇକୃଷ୍ଣ କୁନ୍ଦୁଲି ନିକଟରେ ଛାତିରେ ଯନ୍ତ୍ରଣା ହେବାରୁ ସେ!-->…
Read More...
Read More...