Browsing Category

ରାଜ୍ୟ

ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ

ଭୁବନେଶ୍ୱର: ରାଜ୍ୟରେ ପୁଣିଥରେ ବନ୍ୟା ପରିସ୍ଥିତି ଉପୁଜିଛି। ସୁବର୍ଣ୍ଣରେଖା ଏବଂ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ଶହ ଶହ ଗ୍ରାମ ଜଳମଗ୍ନ ହୋଇଛି ଏବଂ ହଜାର ହଜାର ଲୋକଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି।ଉପରମୁଣ୍ଡରେ ପ୍ରବଳ ବର୍ଷା ଏବଂ ଝାଡ଼ଖଣ୍ଡର…
Read More...

ବଢିଲା ଅଣ୍ଡା ଦର, ଆଗକୁ ଆହରି ହେବ ମହଙ୍ଗା

ଭୁବନେଶ୍ୱର, : ମାତ୍ର ଦୁଇ ଦିନ ମଧ୍ୟରେ ଗୋଟା ଅଣ୍ଡା ଦର ୬ଟଙ୍କାରୁ ୮ଟଙ୍କା ବଢ଼ିଯାଇଛି । ଆଗକୁ ଦର ଆହୁରି ବଢ଼ିବ । ଯଦି ଏମିତି ହୁଏ, କେବଳ ଗରିବଙ୍କ ଆହାରରେ ପାହାର ହେବନି ବରଂ ସ୍କୁଲ ଓ ଅଙ୍ଗନବାଡ଼ି ପିଲାଙ୍କ ପତ୍ରରେ ଅଣ୍ଡା ସଙ୍କଟ ଦେଖାଦେବ ।ଗୋଟିଏ ପଟେ ବ୍ରଏଲର ଦର ବଢ଼ୁଛି । ତାକୁ ତାଳ…
Read More...

ପିୟୁସିସି ଜରିମାନାକୁ ନେଇ ରାଜ୍ୟ ସରକାର କଲେ ବଡ ଘୋଷଣା

ଭୁବନେଶ୍ୱର, ୨।୯: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। ପିୟୁସିସି ଜରିମାନା କମାଇଲେ ରାଜ୍ୟ ସରକାର। ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ କଟାଯାଉଥିବା ୧୦ ହଜାର ଟଙ୍କାର ମୋଟା ଜରିମାନା କମିବା ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ଼ ଘୋଷଣା କରିଛନ୍ତି। ୧୦ ହଜାର ଟଙ୍କାରୁ କମାଇ ଏବେ…
Read More...

ବର୍ଷା ଲାଗି ରହିଛି, ରାଜ୍ୟରେ ପୁଣି ବନ୍ୟା ଆଶଙ୍କା

ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବିଭିନ୍ନ ନଦୀର ଜଳସ୍ତର ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଜଳସମ୍ପଦ ବିଭାଗକୁ ପୁଣିଥରେ ସତର୍କ କରାଇ ଦିଆଯାଇଛି। ବିଶେଷକରି ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ ଏବଂ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ୁଥିବା ବେଳେ…
Read More...

ଏସସିବି ଡାଟା ଏଣ୍ଟ୍ରି ଅପରେଟର୍ ଗିରଫ

କଟକ: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ମେଡ଼ିକାଲ କଲେଜ ଓ ହସ୍ପିଟାଲର ଡାଟା ଏଣ୍ଟ୍ରି ଅପରେଟର୍ ଗିରଫ ହୋଇଛନ୍ତି । ଏସସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଡିଇଓ ଦିନେଶ ରାଉତ ଆର୍ଥିକ ହେରଫେର ମାମଲାରେ ଗିରଫ ହୋଇଛନ୍ତି । ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ହେରଫେର ମାମଲାରେ ମଙ୍ଗଳାବାଗ…
Read More...

ଖାତାକୁ ଗଲା ସୁଭଦ୍ରା ଟଙ୍କା, ଚେକ୍ କରିନିଅନ୍ତୁ ଆକାଉଣ୍ଟ

ଭୁବନେଶ୍ବର: ନୟାଗଡ଼ ଜିଲାର ଲାଠିପଡ଼ାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚି ଗହ୍ମାପୂର୍ଣ୍ଣିମା ଅବସରରେ ୫ମ କିସ୍ତି ସୁଭଦ୍ରା ଅନୁଦାନ ପ୍ରଦାନ କରିଛନ୍ତି। ଆଜିର ସୁଭଦ୍ରା ମେଳାରେ ରାଜ୍ୟର ୧ କୋଟି ୩ ଲକ୍ଷ ୨୬ହଜାର ୧୬୨ ହିତାଧିକାରୀଙ୍କୁ ୫ ହଜାର କୋଟିରୁ ଅଧିକ ଆର୍ଥିକ…
Read More...

ଜନ୍ମଦିନ ପାର୍ଟିରୁ ଫେରୁଥିଲେ, ବାଟରେ ଜଗିଥିଲା ଜମ

ନୂଆଦିଲ୍ଲୀ- ଆନ୍ଧ୍ର ପ୍ରଦେଶର ପାଲନାଡୁ ଜିଲ୍ଲାରେ ଗୁରୁବାର ସକାଳେ ଏକ ଘରୋଇ ବସ୍ ଏବଂ ଏକ ଅଟୋ-ରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ସାତ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଛଅ ଜଣ ମହିଳା ଅଛନ୍ତି। ଚାରି ଜଣ ଶିଶୁ ସମେତ ଆଠ ଜଣ ଆହତ ହୋଇଛନ୍ତି।ପୋଲିସ କହିଛି ଯେ…
Read More...

ମେଡିକାଲରୁ ବିଚାରାଧୀନ କଏଦୀ ଚମ୍ପଟ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ମେଡିକାଲରୁ ବିଚାରାଧୀନ କଏଦୀ ଫେରାର ଘଟଣା । ଫେରାର ହେବାର ୩୬ଘଣ୍ଟା ପରେ ବି ତାର ପତ୍ତା ମିଳିନି । ଗତକାଲି ଚିକିତ୍ସା ପାଇଁ ଆସିଥିବା ବେଳେ ଶୌଚ ଯିବା ବାହାନାରେ ଫେରାର ହୋଇ ଯାଇଥିଲା କଏଦୀ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କଏଦୀ ନିଜ ଘରକୁ ଯାଇ ତାର…
Read More...

ଆସନ୍ତାକାଲି ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା ୨୭ ତାରିଖରେ ଗୋପାଳପୁର ନିର୍ବାଚନମଣ୍ଡଳୀ ଧବଳେଶ୍ୱର ପୀଠକୁ ଆସିବେ । ବିସ୍ଥାପିତଙ୍କୁ ପଟ୍ଟା ବଣ୍ଟନ ସହ ସାଧାରଣ ସଭାରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ଦୁଇ ବର୍ଷରେ ଗଞ୍ଜାମର ବିକାଶମୂଳକ…
Read More...

୨୫ ଲକ୍ଷ ଯୁବକ ଯୁବତୀ ପାଇବେ ଟାବଲେଟ୍

ଲକ୍ଷ୍ନୌ: ରାଜ୍ୟର ଆହୁରି ୨୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ଖୁବ୍ ଶୀଘ୍ର ଟାବଲେଟ୍ ପାଇବାର ପଥ ପରିଷ୍କାର ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସ୍ୱାମୀ ବିବେକାନନ୍ଦ ଯୁବ ସଶକ୍ତିକରଣ ଯୋଜନା ଅଧୀନରେ ୨୫ ଲକ୍ଷ ଟାବଲେଟ୍ କିଣିବା…
Read More...