Browsing Category

ରାଜ୍ୟ

ସେପ୍ଟେମ୍ବର ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ବର : ଆସନ୍ତା ୨୨ ତାରିଖରୁ ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୨୨ ତାରିଖରୁ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ । ଅକ୍ଟୋବର ୩ ତାରିଖ ଯାଏଁ ଚାଲିବ ଏହି ଅଧିବେଶନ । ଏଥର ମୌସୁମୀ ଅଧିବେଶନରେ ରହିଛି ୯ଟି କାର୍ଯ୍ୟ ଦିବସ । ଏଥି ମଧ୍ୟରୁ ଗୋଟିଏ ଦିନ ଛୁଟି ରହିଥିବା ବେଳେ ଦୁଇ ଦିନ…
Read More...

ସାରକୁ ନେଇ ମନ୍ତ୍ରୀ କହିଲେ ବଡ କଥା, ଚାଷୀଙ୍କୁ ମିଳିଲା ଆଶ୍ବସ୍ତି

ଭୁବନେଶ୍ୱର: ରାଜ୍ୟରେ ଚଳିତବର୍ଷ ସାର ଯୋଗାଣ ବ୍ୟବସ୍ଥା ସୁରୁଖୁରୁରେ ଚାଲିଛି। ସାରର ଅଭାବ ଯେପରି ନହୁଏ, ସେନେଇ ସରକାରଙ୍କ ପକ୍ଷରୁ କଡ଼ା ନଜର ରଖାଯାଇଛି। ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ବଡ଼ ସୂଚନା ଦେଇଛନ୍ତି।ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଏଯାବତ୍ କୃଷି ବିଭାଗ ପକ୍ଷରୁ ୨…
Read More...

୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ପ୍ରବଳ ବର୍ଷା

ଭୁବନେଶ୍ୱର: ମାସ ଶେଷ ବେଳକୁ ପୁଣି ସକ୍ରିୟ ହୋଇଛି ଲଘୁଚାପ। ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିଥିବା ବେଳେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଉତ୍ତର ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ…
Read More...

ବିଶିଷ୍ଟ ସାହିତ୍ୟିକ ଗିରି ଦଣ୍ଡସେନାଙ୍କ ପରଲୋକ

ସୁନ୍ଦରଗଡ଼: ଓଡ଼ିଆ ସାହିତ୍ୟ ଓ ଇତିହାସ ଗବେଷଣା ଜଗତ ପାଇଁ ଆସିଛି ଏକ ଦୁଃଖଦ ଖବର। ବିଶିଷ୍ଟ ସାହିତ୍ୟିକ, ଐତିହାସିକ ଗବେଷକ ତଥା ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ଉପସଭାପତି ଗିରି ଦଣ୍ଡସେନାଙ୍କର ପରଲୋକ ଘଟିଛି। ଆଜି ସକାଳ ପ୍ରାୟ ୮ଟା ସମୟରେ ବୁର୍ଲାର ଏକ ଘରୋଇ ଡାକ୍ତରଖାନାରେ…
Read More...

ଅଳ୍ପକେ ବର୍ତ୍ତିଲେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର

ଭୁବନେଶ୍ବର- ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। କଟକ ଜିଲ୍ଲା ନରସିଂହପୁର କମଳାଦେଇପୁର ନିକଟରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାଗ୍ରସ୍ତ ଗାଡିରେ ଦେବୀ ମିଶ୍ର ବସିଥିଲେ ମଧ୍ୟ ତାଙ୍କର କିଛି କ୍ଷତି ହୋଇନଥିବା…
Read More...

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ ।ସୂଚନାଅନୁଯାୟୀ, ଜଗତସିଂହପୁର ନାଉଗାଁ ତହସିଲର ବରିଷ୍ଠ ରାଜସ୍ୱ ସହାୟକ ଭଞ୍ଜ କିଶୋର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ରଘୁନାଥପୁର ବ୍ଲକ ପାଟେଣୀ ଗାଁ ସ୍ଥିତ ପୈତୃକ…
Read More...

ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ସୋମବାର ୧୩ଟି ଜିଲ୍ଲା ପାଇଁ ନାଉକାଷ୍ଟ ବର୍ଷା ସତର୍କତା ଜାରି କରିଛି। ଆସନ୍ତା ୩ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। …
Read More...

ବ୍ରିଜ ଉପରୁ ମହାନଦୀକୁ ଡେଇଁଲେ ଦୁଇ ନାବାଳିକା

ସୁବର୍ଣ୍ଣପୁର : ଜିଲ୍ଲାର  ବିନିକା ସ୍ଥିତ  ମହାନଦୀ ବ୍ରିଜ୍ ଉପରୁକୁ ଡେଇଁ ପଡ଼ିଲେ ଦୁଇଜଣ ନାବାଳିକା । ସୂଚନା ଅନୁଯାୟୀ ଆଜି ସକାଳୁ ବ୍ରିଜ ଉପରୁ ୨ ନାବାଳିକା ମହାନଦୀ ଗର୍ଭକୁ ଡେଇଁ ପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି । ସେଠାରେ ମାଛ ମାରୁଥିବା ମାଛ ଧରାଳୀ ମାନେ…
Read More...

ଅଧାରେ ରହିଲା ମାଁ ଭୈରବୀଙ୍କ ଦର୍ଶନ

ହରଭଙ୍ଗା :ଅଧାରେ ରହିଲା ଇଷ୍ଟଦେବୀ ମାଁ ଭୈରବୀଙ୍କ ଦର୍ଶନ l ମାଁଙ୍କ ମନ୍ଦିରକୁ ପହଂଚିବା 1 କିଲୋମିଟର ପୂର୍ବରୁ ଘଟିଲା ଦୁର୍ଘଟଣା l ଖୋର୍ଦ୍ଧା-ବଲାଙ୍ଗିର 57ନମ୍ୱର୍ ଜାତୀୟ ରାଜପଥ ପୁରୁଣା କଟକ ଥାନା ଜିଆଁକଟା ନିକଟରେ କାରକୁ ଧକ୍କା ଦେଲା ବାଇକ୍ l ସୂଚନା ଅନୁଯାଇ ଖୋର୍ଦ୍ଧା ଜିଲ୍ଲା…
Read More...

ଅଗଷ୍ଟ ୩୧ରୁ ପୁଣି ଥରେ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି

ପୁରୀ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି ପୁଣି ଥରେ ଆରମ୍ଭ ହେବ । ଆସନ୍ତା ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖ ଦୁଇ ଦିନ ଧରି ରତ୍ନଭଣ୍ଡାର ଗଣତି ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ ଅନୁସାରେ ରତ୍ନ ଅଳଙ୍କାର…
Read More...