Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଡ଼ିଶା ସମେତ ୧୭ଟି ରାଜ୍ୟରେ ପ୍ରବଳ ବର୍ଷା, ସତର୍କତା ଜାରି
ନୂଆଦିଲ୍ଲୀ: ଦେଶବ୍ୟାପୀ ପ୍ରବଳ ବର୍ଷା ମଧ୍ୟରେ ପାଣିପାଗ ବିଭାଗ ଆଉ ଏକ ଚିନ୍ତାଜନକ ସତର୍କତା ଜାରି କରିଛି। ଆଜି ଉତ୍ତର ପ୍ରଦେଶ ଏବଂ ବିହାର ସମେତ ୧୭ଟି ରାଜ୍ୟରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ପାଇଁ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଏହି ସମୟ ମଧ୍ୟରେ କିଛି ସ୍ଥାନରେ ଘଣ୍ଟା ପ୍ରତି!-->…
Read More...
Read More...
ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ
ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତର ସୁନାମଧନ୍ୟ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ବାସଭବନରେ ଶୁକ୍ରବାର ପରଲୋକ ଘଟିଛି। ଦେହାନ୍ତ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା।
୧୯୫୮ରେ ‘ମା’ ଚଳଚ୍ଚିତ୍ରରୁ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ସେ ନିଜର!-->!-->!-->…
Read More...
Read More...
କେବେ ପାଳନ ହେବ ରକ୍ଷା ବନ୍ଧନ ଜାଣନ୍ତୁ
ପୁରୀ : ରକ୍ଷା ବନ୍ଧନ ପର୍ବ ତଥା ପୂର୍ଣ୍ଣମୀ ପୂଜା ପାଳନକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଆସନ୍ତା ୨୭ ତାରିଖ ଗୁରୁବାର କିମ୍ବା ୨୮ ତାରିଖ ଶୁକ୍ରବାରରେ ଏହି ପର୍ବ ପାଳନ କରାଯିବ ବୋଲି ଭିନ୍ନ ମତ ପ୍ରକାଶ ପାଉଛି । ପଞ୍ଜିକା ଅନୁସାରେ ୨୭ ତାରିଖ ସକାଳ ପ୍ରାୟ ୯ଟାରୁ ପରଦିନ!-->…
Read More...
Read More...
କଂଗ୍ରେସ ଉପରେ ପ୍ରବଳ ବର୍ଷିଲେ ଶାହ
ନୂଆଦିଲ୍ଲୀ- ଦେଶର ଜାତୀୟ ଗୀତ ବନ୍ଦେ ମାତରମ ଗାନକୁ ନେଇ ବିବାଦ। ସରକାରୀ କାର୍ଯ୍ୟକ୍ରମରେ ବନ୍ଦେ ମାତରମର ୬ଟି ଷ୍ଟାଞ୍ଜା ଗାନ କରିବାକୁ ସରକାର କରିଥିବା ନିୟମକୁ ମାନିବାକୁ ମନା କରି ଦେଇଛି କଂଗ୍ରେସ। ୬ ଷ୍ଟାଞ୍ଜା ବଦଳରେ କଂଗ୍ରେସ ୧୯୩୭ରେ ଅନୁମୋଦନ ପ୍ରାପ୍ତ ବନ୍ଦେ ମାତରମର କେବଳ ପ୍ରମୁଖ!-->…
Read More...
Read More...
ମାଡି ଆସିଲା ବନ୍ୟାପାଣି, ଫଶିଛନ୍ତି ହାତୀପଲ
ପାଟଣା: ବୈତରଣୀ ନଦୀ ପାର୍ ହେବା ସମୟରେ ବନ୍ୟାପାଣି ଯୋଗୁ ଫସିଛନ୍ତି ହାତୀପଲ। ପାଟଣା ରେଞ୍ଜ ତଣ୍ଡ ବିଟ୍ ତଣ୍ଡ ବୈତରଣୀ ନଦୀକୂଳର ଏକ ପଥର ଖୋଲରେ ଅଟକି ରହିଛନ୍ତି ୯ ଟିକିଆ ହାତୀପଲ। ବୈତରଣୀ ନଦୀରେ ବନ୍ୟାଜଳ ପ୍ରଖର ସ୍ରୋତରେ ପ୍ରବାହିତ ହେଉଥିବାରୁ ଅଟକି ରହିଛନ୍ତି ହାତୀପଲ। ହାତୀପଲଙ୍କ!-->…
Read More...
Read More...
ଏହି ଜିଲ୍ଲାଗୁଡିକରେ ନିଆଣ୍ଟିଆ ବର୍ଷା
ଭୁବନେଶ୍ୱର: ଚଳିତ ମୌସୁମୀରେ ରାଜ୍ୟରେ ଏଯାବତ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ମୌସୁମୀ ପ୍ରବେଶ କରିବାଠାରୁ ଜୁନ ପହିଲାରୁ ୧୯ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୧୦୦୬ ମିଲିମିଟର୍ ବୃଷ୍ଟିପାତ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୭୮୬.୫ ମିମି ତୁଳନାରେ ୨୨୦ ମିମି ଅଧିକ ରହିଥିବା!-->…
Read More...
Read More...
ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଗିରଫ
ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ଛକରେ ଅନଲାଇନ ଟ୍ୟାକ୍ସି, ଅଟୋ ଓ ବାଇକ ଚାଳକଙ୍କ ଆନ୍ଦୋଳନ ବେଳେ ସୃଷ୍ଟି ହୋଇଥିବା ହିଂସା ଓ ବିଶୃଙ୍ଖଳା ଏବେ ଆନ୍ଦୋଳନକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। କମିଶନରେଟ୍ ପୋଲିସ ଏହି ଘଟଣାରେ ୧୧୩ ଜଣଙ୍କୁ ଗିରଫ କରିଥିବାବେଳେ, ୪୦୦ରୁ ଅଧିକ ଅଟୋରିକ୍ସାର ପରମିଟ୍!-->…
Read More...
Read More...
ରାଜସ୍ୱ ବିଭାଗ ପକ୍ଷରୁ ‘ଅମସାଥି ଚାଟ୍ବଟ୍ ଆପ୍’ର ଶୁଭାରମ୍ଭ, ମିଳିବ ୧୬ ସେବା
ଭୁବନେଶ୍ୱର: ରାଜସ୍ୱ ବିଭାଗର ବିଭିନ୍ନ ସେବା ପାଇଁ ଏଣିକି ନାଗରିକଙ୍କୁ ବାରମ୍ବାର ସରକାରୀ ଅଫିସ୍ ଦୌଡ଼ିବାକୁ ପଡ଼ିବ ନାହିଁ। ଘରେ ବସି ହାତପାହାନ୍ତାରେ ପାଆନ୍ତୁ ରାଜସ୍ୱ ବିଭାଗର ବିଭିନ୍ନ ସେବା। ଏଥିପାଇଁ ରାଜସ୍ୱ ବିଭାଗ ପକ୍ଷରୁ ‘ଅମସାଥି ଚାଟ୍ବଟ୍ ଆପ୍’ର ଶୁଭାରମ୍ଭ କରାଯାଇଛି।!-->…
Read More...
Read More...
ଆସୁଛି ପୁଣି ଏକ ଲଘୁଚାପ, ୨୨ରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା ପରିମାଣ
ଭୁବନେଶ୍ୱର : ଆସୁଛି ପୁଣି ଏକ ଲଘୁଚାପ। ଆସନ୍ତା ୨୨ ତାରିଖରୁ ରାଜ୍ୟରେ ପୁଣି ବର୍ଷା ପରିମାଣ ବଢ଼ିବ । ଆସନ୍ତା ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଏହା ଆଗରୁ ବର୍ଷା ପରିମାଣ ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ଉତ୍ତର ଓଡ଼ିଶା ଓ ଉପକୂଳ!-->…
Read More...
Read More...
ବଢ଼ୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ; ଚିନ୍ତାରେ ନଦୀକୁଳିଆ ବାସୀ
ଭୁବନେଶ୍ବର: ବଢ଼ୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀରେ ଏହା ହେଉଛି ଦ୍ବିତୀୟ ବନ୍ୟା ପାଣି । ପ୍ରଥମ ବନ୍ୟା ଗତ ଅଗଷ୍ଟ ୧୪ ତାରିଖରେ ଆସିଥିଲା । ବନ୍ୟା ପ୍ରଭାବିତ ଅଞ୍ଚଳରୁ ଏଯାଏ ପାଣି ଛାଡି ନଥିବା ବେଳେ ଆଉ ଏକ ବନ୍ୟା ନଦୀକୁଳିଆ ବାସୀଙ୍କୁ ଡରାଇଲାଣି!-->…
Read More...
Read More...