Browsing Category

ରାଜ୍ୟ

ବଢ଼ୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ; ଚିନ୍ତାରେ ନଦୀକୁଳିଆ ବାସୀ

ଭୁବନେଶ୍ବର: ବଢ଼ୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀରେ ଏହା ହେଉଛି ଦ୍ବିତୀୟ ବନ୍ୟା ପାଣି । ପ୍ରଥମ ବନ୍ୟା ଗତ ଅଗଷ୍ଟ ୧୪ ତାରିଖରେ ଆସିଥିଲା । ବନ୍ୟା ପ୍ରଭାବିତ ଅଞ୍ଚଳରୁ ଏଯାଏ ପାଣି ଛାଡି ନଥିବା ବେଳେ ଆଉ ଏକ ବନ୍ୟା ନଦୀକୁଳିଆ ବାସୀଙ୍କୁ ଡରାଇଲାଣି…
Read More...

ହୀରାକୁଦ ଖୋଲିଲା ଆଉ ୩ ଗେଟ୍‌

ସମ୍ବଲପୁର: ଉପରମୁଣ୍ଡରେ ଲଗାଣ ବର୍ଷା ଓ ଜଳଭଣ୍ଡାରକୁ ବଢ଼ୁଥିବା ଜଳପ୍ରବେଶକୁ ନଜରରେ ରଖି ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷ ଆଉ ୩ଟି ସ୍ଲୁଇସ୍‌ ଗେଟ୍‌ ଖୋଲିଛନ୍ତି। ଏହାପରେ ମହାନଦୀର ଜଳ ନିଷ୍କାସନ ପାଇଁ ହୀରାକୁଦର ମୋଟ ୧୦ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ରହିଛି। ଏଥିରେ ବାମପାର୍ଶ୍ୱର ୭ଟି ଏବଂ…
Read More...

ଓଡ଼ିଶାରେ ବନ୍ୟା ସ୍ଥିତି ଗମ୍ଭୀର,୬ଟି ଜିଲ୍ଲାରେ ପ୍ରଭାବ ଜାରି

ଭୁବନେଶ୍ବର- ଓଡ଼ିଶାରେ ବନ୍ୟା ସ୍ଥିତି ଏବେ ବି ଗମ୍ଭୀର। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ କେନ୍ଦ୍ରାପଡ଼ା ଏହି ୬ଟି ଜିଲ୍ଲାରେ ବନ୍ୟାର ପ୍ରଭାବ ଜାରି ରହିଛି। ଏସ୍‌ଆରସିଙ୍କ ରିପୋର୍ଟ ଅନୁସାରେ, ୬୬ଟି ବ୍ଲକ, ୪୪୮ଟି ପଞ୍ଚାୟତ, ୧୩୦୪ଟି ଗାଁ ଏବଂ ୧୦ଟି ସହରାଞ୍ଚଳର…
Read More...

ମୋଟ୍ ୭ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମ୍‌ରୁ ଜଳ ନିଷ୍କାସିତ

ସମ୍ବଲପୁର: ସୋମବାର ଦିନ ହୀରାକୁଦ ଡ୍ୟାମର ଆଉ ୫ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ଡ୍ୟାମ୍‌ର ମୋଟ ୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଖୋଲାଯାଇଥିବା ଗେଟ୍ ଗୁଡ଼ିକ ମଧ୍ୟରୁ ବାମ ପାର୍ଶ୍ୱରେ ୫ଟି ଏବଂ ଡାହାଣ ପାର୍ଶ୍ୱରେ ୨ଟି ଗେଟ୍ ରହିଛି। ପୂର୍ବରୁ…
Read More...

ଅବପାତରେ ପରିଣତ ହେଲା ଲଘୁଚାପ, ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ସୋମବାର ସକାଳେ ଲଘୁଚାପ ଅବପାତର ରୂପ ନେଇଛି । ଅବପାତର କେନ୍ଦ୍ର ସ୍ଥଳ ବାଲେଶ୍ୱର ଠାରୁ ୧୮୦ କି.ମି. ଦୂରରେ ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର…
Read More...

ଚିଲିକା ଜଳ ରାଶିରେ ଜଳଦସ୍ୟୁଙ୍କ ଆତଙ୍କରାଜ

ପୁରୀ- ଚିଲିକା ଜଳ ରାଶିରେ ଜଳଦସ୍ୟୁଙ୍କ ଆତଙ୍କରାଜ। ମତ୍ସ୍ୟଜୀବୀଙ୍କଠାରୁ ଲୁଟ୍ କରିବା ପାଇଁ କଲେ ଆକ୍ରମଣ। ଜଳଦସ୍ୟୁଙ୍କ ଆକ୍ରମଣ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆକ୍ରମଣରେ ଆହତ ହୋଇଛନ୍ତି। ମୃତ ନାବାଳକ ହେଉଛନ୍ତି ଓମ୍ ଶିକାରୀ (୧୫) ଓ ଆହତ ହୋଇଛନ୍ତି ଅମର ବେହେରା…
Read More...

ନିଜ ସଂପର୍କକୁ ନେଇ ବଡ କଥା କହିଲେ ଅନୁପମା ପରମେଶ୍ବରନ

ସୋସିଆଲ ମିଡିଆରେ ଅନୁପମା ପରମେଶ୍ୱରନ ତାଙ୍କ ସମ୍ପର୍କ ବିଷୟରେ ପୋଷ୍ଟ କରିଛନ୍ତି। ଏହା ପ୍ରଶଂସକମାନଙ୍କୁ ସେମାନଙ୍କ ବ୍ରେକଅପ୍ ବିଷୟରେ ଧାରଣା ଦେଇଥିଲା। "ଆଇ ଆମ୍ ଧନ୍ୟା ବର୍ମା" ଶୋ'ରେ ଏକ ସାକ୍ଷାତକାର ସମୟରେ, ସେ ତାଙ୍କ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ। ଅନୁପମା ପରମେଶ୍ୱରନ୍…
Read More...

ଅଧିକାରୀମାନଙ୍କୁ କାମର ହିସାବ ମାଗିଲେ ଉପ ମୁଖ୍ୟମନ୍ତ୍ରୀ, ବିଦେଶ ଯାଇ କ’ଣ ଶିଖିଲ ଜଣାଅ

ଭୁବନେଶ୍ୱର, ୧: କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଭୁବନେଶ୍ୱର କୃଷି ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଉଦ୍ୟାନ କୃଷି ଅଧିକାରୀ ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ କାମର ହିସାବ ମାଗିଛନ୍ତି। ସରକାରୀ…
Read More...

ହୁତୁହୁତୁ ହୋଇ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ରାଧାନଗର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାଣ୍ଡିବନ୍ଧ ହୋଟେଲ ନିୟୁ ଭରତ ନିକଟରେ ୫୭ ନମ୍ବର ଜାତୀୟ ରାଜପଥ ଉପରେ ଗତ ବିଳମ୍ବିତ ରାତ୍ରି ରେ ଏକ କାର ହୁତୁହୁତ ହୋଇ ଜଳି ଯାଇଥିବା ବେଳେ ସେଥିରେ ଥିବା 4ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା…
Read More...

ପୁଣି ଜଣେ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଆଉ ନିସ୍ତାର ନାହିଁ । ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ରଖିଥିବା ମୋହନ ସରକାର ପୁଣି ଜଣେ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଗୋଷ୍ଠୀ…
Read More...