Browsing Category

ରାଜ୍ୟ

ପିଆଜରେ ହାତ ମାରି ହେଉନି

ଭୁବନେଶ୍ବର- କନ୍ଦାଉଛି ପିଆଜ। ପିଆଜରେ ହାତ ମାରି ହେଉନି। ଛୁଇଁବା ମାତ୍ରେ ଏବେ ୭୦ ଟଙ୍କା। ବାଲେଶ୍ବର ହେଉ କି ବ୍ରହ୍ମପୁର, ବଲାଙ୍ଗିର ହେଉ କି କଟକ ଚାରିଆଡ଼େ ଏବେ ପିଆଜ ଆକାଶଛୁଆଁ। ଯେତିକି ଆବଶ୍ୟକ ସେତିକି ପିଆଜ ବଜାରକୁ ଆସୁନି। ଗରିବର ପଖାଳ  କଂସାରୁ ଗାଏବ ହୋଇଗଲାଣି ପିଆଜ।  …
Read More...

ରାଜ୍ୟକୁ ପୁଣି ମାଡ଼ିଆସୁଛି ବଡ଼ ବର୍ଷା

ଭୁବନେଶ୍ୱର: ରାଜ୍ୟକୁ ପୁଣି ମାଡ଼ିଆସୁଛି ବଡ଼ ବର୍ଷା। ଆଜି ଓ ଆସନ୍ତାକାଲି ବିଭିନ୍ନ ଜିଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ। ଏହାପରେ ୯ ତାରିଖରୁ ପୁଣି ଆରମ୍ଭ ହେବ ପ୍ରବଳରୁ ଅତିପ୍ରବଳ ବର୍ଷା। ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶାର ଅନେକ ଅଞ୍ଚଳରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି…
Read More...

୮ ଯାଏଁ ପାଗ ଶୁଖିଲା, ୯ରୁ ପୁଣି ଛେଚିବ ବର୍ଷା

ଭୁବନେଶ୍ବର : ସାରା ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଦୁର୍ବଳ ଥିବାରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। କିନ୍ତୁ, କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୯ ତାରିଖ ବେଳକୁ ଘୂର୍ଣ୍ଣିବଳୟ ପ୍ରଭାବରେ ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲା ସହ…
Read More...

ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କଲେ ମୁଖ୍ୟମନ୍ତ୍ରୀ, ଏକପ୍ରାଣ ହୋଇ ପାଠ ପଢ଼ିବାକୁ ପିଲାଙ୍କୁ ବୁଝେଇଲେ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରିବାକୁ, ଅପପ୍ରଚାରର ବଶବର୍ତ୍ତୀ ନହୋଇ ଏକମନ ଓ ଏକପ୍ରାଣ ହୋଇ ପାଠ ପଢ଼ିବାକୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କୁ ବୁଝାଇ ପରାମର୍ଶ ଦେଇଛନ୍ତି। କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲଠାରେ…
Read More...

କେୱାଇସି ନ କଲେ ବନ୍ଦ ହେବ କ୍ଷୁଦ୍ର ବ୍ୟବସାୟୀଙ୍କ ୟୁପିଆଇ

ନୂଆଦିଲ୍ଲୀ: ଅନଲାଇନ ପେମେଣ୍ଟ ସୁବିଧା ଦେଉଥିବା କମ୍ପାନି ଗୁଡିକ ରିଜର୍ଭ ବ୍ୟାଙ୍କକୁ କେୱାଇସି ଅବଧି ବଢ଼ାଇବାକୁ ଅନୁରୋଧ କରିଛନ୍ତି। ଏହି ସୀମା ଚଳିତ ମାସ ୧୫ ତାରିଖ ଯାଏ ରହିଛି। ଅବଧି ନ ବଢ଼ିଲେ ୟୁପିଆଇ କାମ କରିବନି। ଫଳରେ ଦେଶର ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ସଙ୍କଟ ରହିଛି।…
Read More...

୨୦୨୯ ସୁଦ୍ଧା ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ସରକାର ସଂକଳ୍ପବଦ୍ଧ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ଠାରେ ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇ ବର୍ଷର କଠୋର ଇନ୍‌ଡୋର…
Read More...

ଛାତ୍ରୀଛାତ୍ରଙ୍କ ଦୁର୍ଘଟଣା ସହାୟତାକୁ ନେଇ ଆସିଲା ନୂଆ ନିର୍ଦ୍ଦେଶାବଳୀ

ଭୁବନେଶ୍ୱର: ଛାତ୍ରୀଛାତ୍ରଙ୍କ ଦୁର୍ଘଟଣାଜନିତ ସମସ୍ୟାରେ ସହାୟତା ପ୍ରଦାନକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରୀଛାତ୍ର ଏହି ବ୍ୟବସ୍ଥାରେ ସାମିଲ ହେବେ। ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା ଘଟିଲେ ୨…
Read More...

ଜନ୍ମଷ୍ଟାମୀ ପାଇଁ ଏହି ସମୟରେ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଶ୍ରୀକ୍ଷେତ୍ର ପୁରୀକୁ ଆସୁଥିବା ଭକ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। ଭାଦ୍ରବ କୃଷ୍ଣ ଅଷ୍ଟମୀ ଅବସରରେ ଆସନ୍ତାକାଲି (ସେପ୍ଟେମ୍ବର ୪) ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେବ ପବିତ୍ର କୃଷ୍ଣ ଜନ୍ମନୀତି। ଏହି ଅବସରରେ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ…
Read More...

କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

କଟକ: କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ପ୍ରଗତି କ୍ଷୀର କାରଖାନାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ସକାଳେ କାରଖାନାର ୟୁନିଟ୍-୨ ରେ ଏହି ନିଆଁ ଲାଗିଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ…
Read More...

୨୦୨୭ ଏପ୍ରିଲରେ ପାକ୍ସ-ଲ୍ୟାମ୍ପ୍ସ ନିର୍ବାଚନ, ମାର୍ଚ୍ଚ ସୁଦ୍ଧା ଚୂଡାନ୍ତ ଭୋଟର୍‌ ତାଲିକା

ଭୁବନେଶ୍ୱର: ୨୦୨୭ ଏପ୍ରିଲରେ ହେବ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) ଓ ଏବଂ ବୃହଦାକାର ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପ୍ସ) ଗୁଡ଼ିକର ନିର୍ବାଚନ । ଏହି ପାକ୍ସ ଓ ଲ୍ୟାମ୍ପ୍ସରେ ଥିବା ଚାଷୀ ସଦସ୍ୟମାନେ ଭୋଟ୍ ଦେଇ ନିଜ ସମବାୟ ସମିତିର ସଭାପତି ଓ ଉପସଭାପତି ଚୟନ କରିବେ । ଚଳିତ…
Read More...