Browsing Category

ରାଜ୍ୟ

ଓରାଙ୍ଗଉଟାନ୍ ଶାବକଙ୍କୁ ନେଇ ନନ୍ଦନକାନନରୁ ଆସିଲା ବଡ ଖବର

ଭୁବନେଶ୍ଵର : ନନ୍ଦନକାନନରେ ସୁସ୍ଥ ଅଛନ୍ତି ୫ ଓରାଙ୍ଗଉଟାନ୍ ଶାବକ । ମା’ ସ୍ନେହ ପ୍ରେମରୁ ବଞ୍ଚିତ ଏହି ଶାବକଙ୍କ ସେବାଯତ୍ନରେ ଯେପରି କୌଣସି ଅବହେଳା ନହୁଏ ସେଥି ପ୍ରତି ଯତ୍ନଶୀଳ ଅଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଏବେ ପ୍ରାୟ ଏକ ମାସ ସଙ୍ଗରୋଧ ଗୃହରେ ରହିବେ। ଡବା କ୍ଷୀର ସହିତ ଫଳ ରସ…
Read More...

ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତ

ଭୁବନେଶ୍ବର- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୟୁଏଇର କ୍ୟାବିନେଟ୍ ସଦସ୍ୟ ତଥା ଅର୍ଥନୀତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଏବଂ ଅନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷ ମହାମହିମ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ବୈଠକ କରିଛନ୍ତି। ଓଡ଼ିଶା ଏବଂ ୟୁଏଇ ମଧ୍ୟରେ…
Read More...

ନନ୍ଦନକାନନ ଆସିଲେ ୫ ଓରାଙ୍ଗଉଟାନ, ଏସଟିଏଫ୍ କରିବ ତଦନ୍ତ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ବର୍ତ୍ତମାନ ପାଇଁ ଅଲଗା କରି ରଖାଯାଇଛି । ନନ୍ଦନକାନନ ପକ୍ଷରୁ ସେମାନଙ୍କୁ ସମସ୍ତ ପ୍ରକାର ଖାଦ୍ୟ ପାନୀୟ ଆଦି…
Read More...

ନଭେମ୍ବରରୁ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ ସିଧା ବିମାନ

ଭୁବନେଶ୍ୱର: ଓଡ଼ିଶାର ଆନ୍ତର୍ଜାତିକ ବିମାନ ସଂଯୋଗକୁ ପୁଣି ମିଳିବାକୁ ଯାଉଛି ବଡ଼ ଉତ୍ସାହ। ଇଣ୍ଡିଗୋର ଭୁବନେଶ୍ୱର-ବ୍ୟାଙ୍କକ ସିଧା ବିମାନ ସେବା ଆସନ୍ତା ନଭେମ୍ବରରୁ ପୁନଃ ଆରମ୍ଭ ହେବାର ସମ୍ଭାବନା ରହିଛି। ଜୁଲାଇ ମାସରେ ସେବା ବନ୍ଦ ହୋଇଥିବା ପରେ ବର୍ତ୍ତମାନ ଏହି ରୁଟ୍ ପାଇଁ ବୁକିଂ…
Read More...

ସୁନା ଦରକୁ ନେଇ କନଫ୍ୟୁଜ ଗ୍ରାହକ; ଖସୁଛି କମ୍, ବଢୁଛି ବେଶୀ

ଭୁବନେଶ୍ବର- କ’ଣ ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ଯଦି ହଁ ତେବେ ସୁନା କିଣିବା ପୂର୍ବରୁ ବଢୁଥିବା ଏବଂ ହ୍ରାସ ପାଉଥିବା ଦର ଉପରେ ମଧ୍ୟ ନଜର ରଖନ୍ତୁ । କାହିଁକିନା ଏହି ମୂଲ୍ୟବାନ ଧାତୁର ଦର କେତେବେଳେ ଉପରମୁହାଁ ରହୁଛି ତ ଆଉ କେତେବେଳେ ହ୍ରାସ ପାଉଛି, ଯାହା ଗ୍ରାହକଙ୍କୁ କନଫ୍ୟୁଜ…
Read More...

ଆସନ୍ତାକାଲିଠୁ କାଚିବ ବର୍ଷା, ପୁଣି ବେହାଲ ହେବ ଉତ୍ତର ଓଡିଶା

ଭୁବନେଶ୍ୱର: ଆସନ୍ତା ୯ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ଆଗାମୀ ସେପ୍ଟେମ୍ୱର ୯ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ବର୍ଷାର ପରିମାଣ ବଢିବା ସହଚକେତେକ ସ୍ଥାନରେ ପ୍ରବଳ ବର୍ଷା…
Read More...

ଶୁଭମନ ଗିଲଙ୍କ ଜନ୍ମଦିନ: ୧୯ ବର୍ଷରୁ କମ୍ ବିଶ୍ୱକପରେ ପରିଚିତି, କମ୍ ବୟସରେ ହୋଇଛନ୍ତି ଭାରତର ଅଧିନାୟକ

ନୂଆଦିଲ୍ଲୀ-ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଦଳର ଅଧିନାୟକ ଶୁଭମନ ଗିଲ୍ ଆଜି ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି। ଗିଲ୍ ଅଳ୍ପ ସମୟ ମଧ୍ୟରେ ବିଶ୍ୱ କ୍ରିକେଟରେ ନିଜର ଛାପ ସୃଷ୍ଟି କରିଛନ୍ତି। ଗିଲ୍ ୨୦୧୯ରେ ତାଙ୍କର ଦିନିକିଆ ଡେବ୍ୟୁ କରିଥିଲେ ଏବଂ ମାତ୍ର ଛଅ ବର୍ଷ ପରେ ତାଙ୍କୁ ଦଳର କମାଣ୍ଡ…
Read More...

ବେଆଇନ୍ ଗଞ୍ଜେଇ ସହ ୨ଟି ଦେଶୀ ବନ୍ଧୁକ ଓ ୨ ଟି ବାଇକ୍ ଜବତ; ମାଷ୍ଟର ମାଇଣ୍ଡ୍ ସମେତ ୩ ଅଭିଯୁକ୍ତ ଗିରଫ

ବାଲିଗୁଡ଼ା: କନ୍ଧମାଳ ପୋଲିସ୍ ପକ୍ଷରୁ ଯୋର୍ ଧରିଲା ନିଶାମୁକ୍ତ ଓ ଅପରାଧ ମୁକ୍ତ କନ୍ଧମାଳ ଅଭିଯାନ । ବାଲିଗୁଡ଼ା ପୋଲିସକୁ ମିଳିଛି ଆଉ ଏକ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଗଞ୍ଜେଇ ସହ ଅଭିଯୁକ୍ତକୁ ମାଡ଼ି ବସିଲା ପୋଲିସ୍ ।…
Read More...

ସ୍ୱାଧୀ ରୁତ୍ତୁମ୍ଭରାଙ୍କ ଭଗବତ କଥା ଆଲୋଚନାରେ ଯୋଗ ଦେଇ ଆଶୀର୍ବଚନ ନେଲେ ମୁଖ୍ୟମନ୍ତ୍ରୀ

ପୁରୀ-ପୁରୀରେ ସ୍ଵାଧ୍ଵି ରୁତ୍ତୁମ୍ଭରା ଙ୍କ ଭଗବତ କଥା ଆଲୋଚନାରେ ଯୋଗ ଦେଇ ଆଶୀର୍ବଚନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ୱାଧୀଙ୍କ ଭଗବତ କଥା ଶୁଣି ନିଜର ବୌଦ୍ଧିକ ବିକାଶ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ପୁରୀ କୁ ଆଧ୍ୟାତ୍ମିକ ରାଜଧାନୀ କରିବାକୁ ସରକାର ଯେଉଁ ପ୍ରୟାସ…
Read More...

ପାଞ୍ଚ ଦିନିଆ UAE ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮।୯: ପାଞ୍ଚ ଦିନିଆ UAE ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାକୁ ଅଧିକ ପୁଞ୍ଜି ଆକର୍ଷଣ କରିବା ସହ ରାଜ୍ୟରେ ଶିଳ୍ପ ଓ ନିଯୁକ୍ତି ସୁଯୋଗ ବୃଦ୍ଧି ଲକ୍ଷ୍ୟରେ ଏହି ଗସ୍ତ ଗୁରୁତ୍ୱ ବହନ କରୁଛି। ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଦୁବାଇର ବିଭିନ୍ନ ନିବେଶକ ଓ…
Read More...