Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆସନ୍ତାକାଲି ବାହୁଡିବେ ମହାବାହୁ
ପୁରୀ : ସରିଲା ଶ୍ରୀଜୀଉଙ୍କ ଜନ୍ମବେଦୀ ଲୀଳାଖେଳା ।ଆସନ୍ତାକାଲି ବାହୁଡ଼ିବେ ମହାବାହୁ । ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନରେ ବିଶ୍ୱନିଅନ୍ତାଙ୍କୁ ଦର୍ଶନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଚଳିତ ଶ୍ରୀଗୁଣ୍ଡିଚାରେ ବାରମ୍ବାର ନୀତି ବିଭ୍ରାଟ ପରେ ଶେଷରେ ଚେତିଛି ପ୍ରଶାସନ । ଗତକାଲି ଠାରୁ!-->…
Read More...
Read More...
ସୁବର୍ଣ୍ଣପୁରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର କଳ୍କୀ ଅବତାର
ସୁବର୍ଣ୍ଣପୁର,୨୭/୬ - ଅଷ୍ଟବିଷ୍ଣୁଙ୍କ ପୀଠ ଦ୍ୱିତୀୟବାରଣାସୀ ସୁବର୍ଣ୍ଣପୁରର ଗୁଣ୍ଡିଚାମନ୍ଦିର ଆଡ଼ପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ଆଜି କଳ୍କୀ ଅବତାରରେ ଦର୍ଶନ ଦେଉଛନ୍ତି । ଶ୍ରୀମଦ୍ ଭାଗବତ ଓ କଳ୍କୀ ପୁରାଣ ଅନୁଯାୟୀ ଭଗବାନ ବିଷ୍ଣୁ ଏହି ଅବତାର କଳିଯୁଗର ଅନ୍ତସମୟ ଓ ସତ୍ୟଯୁଗର!-->…
Read More...
Read More...
ଆଡପ ମଣ୍ଡପରେ ଶ୍ରୀଜିଉଙ୍କ କଳ୍କୀ ଅବତାର
ବୌଦ୍ଧ,୨୭/୬:- ମାଉସୀ ମା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବେଶର ଶେଷଦିନରେ ଆଜି କଳ୍କୀ ଅବତାରରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ପ୍ରଭୁ ଶ୍ରୀଜଗନ୍ନାଥ କଳାଘୋଡାରେ ଚଢି ଖଣ୍ଡା ଧରିଥିବାବେଳେ ଶ୍ରୀବଳଭଦ୍ର ଧଳାଘୋଡାରେ ଚଢିଥିବା ଦୃଶ୍ୟ ଭକ୍ତଙ୍କୁ ଭାବବିହ୍ୱଳ କରିଦେଇଛି । ଠାକୁରଙ୍କର ମୁଖ୍ୟ!-->…
Read More...
Read More...
ଖଡ଼ିଆଳ ନଗରପାଳିକା ପକ୍ଷରୁ ଶିଶୁ ଶ୍ରମିକ ଉଚ୍ଛେଦ ଏବଂ ନିରାକରଣ ନେଇ ସଚେତନ ସଭା
ଖଡିଆଳ: ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଶିଶୁ ଶ୍ରମିକ ଉଚ୍ଛେଦ ଏବଂ ନିରାକରଣ ନେଇ ସଚେତନ ସଭା ଅନୁଷ୍ଠିତ ହୋଇଯାଇଅଛି । ସଭାରେ ନଗର ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷ ଡ଼.!-->…
Read More...
Read More...
ଚାକିରିରୁ ବିଦା ହେଲେ କୋଟିପତି ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ
ଭୁବନେଶ୍ୱର: ମହଙ୍ଗା ପଡ଼ିଲା ସରକାର ବାବୁଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା। ଚାକିରିରୁ ବିଦା ହେଲେ କୋଟିପତି ଓଏଏସ୍ ଅଫିସର ତଥା ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ। ରାଜ୍ୟ ସରକାର ପ୍ରଶାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଦୁଇ ତଳେ ଆୟ!-->…
Read More...
Read More...
ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ମୌସୁମୀ ବର୍ଷା ସାଙ୍ଗକୁ ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ ଜନିତ ବର୍ଷା। ଏହା ପ୍ରଭାବରେ ଦୁଇ ତିନିଦିନ ଧରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡିକରେ ବିସ୍ତୃତି ବର୍ଷା ସମ୍ଭାବନା ଥିବାବେଳେ ଦକ୍ଷିଣ ଓଡ଼ିଶାର!-->…
Read More...
Read More...
ସେଞ୍ଚୁରି ଛୁଇଁଛି ଟମାଟୋ,ଜାଣନ୍ତୁ କେଉଁ ସହରରେ କେତେ ଦାମ୍
ଭୁବନେଶ୍ୱର:ସେଞ୍ଚୁରି ଛୁଇଁଛି ଟମାଟୋ। ଟମାଟୋ କେଜି ପିଛା ଦାମ ୧୦୦ ଟଙ୍କା ପାର କରିଛି। ପ୍ରତିବର୍ଷ ଏହି ସମୟରେ ଟମାଟୋ କେଜି ପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି ହୋଇଥାଏ। କିନ୍ତୁ ଏବର୍ଷ ସ୍ଥିତି ବଦଳି ଯାଇଛି। ୧୦୦ ଟଙ୍କା ଉପରେ ଟମାଟୋ କିଲୋପତି ବିକ୍ରି ହେଉଛି। କଟକରେ ଟମାଟୋ କେଜି ପିଛା!-->…
Read More...
Read More...
ଦିଗପହଣ୍ଡି ଦୁର୍ଘଟଣା ; ଓଏସଆରଟିସି ବସ୍ ଚାଳକ ଗିରଫ
ଭୁବନେଶ୍ୱର: ଦିଗପହଣ୍ଡି ଦୁର୍ଘଟଣା ଘଟଣାରେ ଦୁର୍ଘଟଣାଗ୍ରସ୍ତ ଓଏସଆରଟିସି ବସ୍ ଚାଳକକୁ ମଙ୍ଗଳବାର ପୁଲିସ ଗିରଫ କରିଛି। ଚାଳକ ମାନସ ପ୍ରଧାନକୁ ଦିଗପହଣ୍ଡି ପୁଲିସ ଗିରଫ କରିଛି। ଗତକାଲି ମାନସକୁ ପୁଲିସ ଭୁବନେଶ୍ୱରରୁ ଧରି ନେଇ ପଚରାଉଚରା କରୁଥିଲା। ଦୁର୍ଘଟଣା ପରେ ମାନସ ସେଠାରୁ!-->…
Read More...
Read More...
କୂଅ ଭିତରୁ ଉଦ୍ଧାର ହେଲା ୬ ଫୁଟର ନାଗସାପ
ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଉଦୟପୁର ଗ୍ରାମର ଦିଲ୍ଲୀପ କହଁରଙ୍କ ବାରିପଟ କୂଆରେ ଏକ ନାଗ ସାପ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ କୂଅରେ ଥିବା ନାଗସାପକୁ ଦେଖି ସ୍ଥାନୀୟ ଲୋକ ସେଭ ସ୍ନେକର ସଦସ୍ୟ କୁଲୁ ସାହୁଙ୍କୁ ଖବର ଦେଇଥିଲେ । ଖବର ପାଇ ସେଭ ସ୍ନେକ ସଦସ୍ୟ କୁଲୁ କୂଅରୁ!-->…
Read More...
Read More...
ରଥଯାତ୍ରା ବୁଲି ଦେଖିଲେ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ
ପାରଳାଖେମୁଣ୍ଡି : ନୂତନ ଭାବେ ଗଜପତି ଜିଲ୍ଲାରେ ଜିଲ୍ଲାପାଳ ଭାବେ ଯୋଗଦେଇଥିବା ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନେ ଗତକାଲି ରଥଯାତ୍ରା ବୁଲିବା ପାଇଁ ଯାଇଥିଲେ । ଶିଶୁମାନେ ପ୍ରଥମେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି!-->…
Read More...
Read More...