Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶୁଭେନ୍ଦୁ ପଟ୍ଟନାୟକ ଏଲ୍ଆଇସି ଫେଡେରେସନର ପୂର୍ବ-ମଧ୍ୟ କ୍ଷେତ୍ରର ସଂପାଦକ ଭାବେ ପୁନଃ ନିର୍ବାଚିତ
ବୌଦ୍ଧ : ରାଜଧାନୀ ଦିଲ୍ଲୀରେ ଜୀବନ ବୀମା ନିଗମ ଫେଡେରେସନର ସର୍ବ ଭାରତୀୟସ୍ତରୀୟ ଜେନେରାଲ ବଡି ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ମାଟିର ପୁଅ ତଥା ବୌଦ୍ଧର ଗର୍ବ ସମାଜସେବୀ ଶୁଭେନ୍ଦୁ ପଟ୍ଟନାୟକ ପୂର୍ବ-ମଧ୍ୟ କ୍ଷେତ୍ର (ଓଡିଶା, ବିହାର, ଝାରଖଣ୍ଡ )ର ଦ୍ୱିତୀୟ ଥର ପାଇଁ ସମ୍ପାଦକ ରୂପେ!-->…
Read More...
Read More...
ବୁଦ୍ଧ ପୂର୍ଣ୍ଣିମା ଅବସରରେ ବୁଦ୍ଧ ପ୍ରତିମା ଉନ୍ମୋଚିତ
ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଧଳପୁର ପଞ୍ଚାୟତ ଅନ୍ତର୍ଗତ ଧଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ଏକ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଉନ୍ମଚନ ହୋଇଯାଇଛି । ଶୁକ୍ରବାର ଦିନ ସ୍କୁଲ ପ୍ରାଙ୍ଗଣରେ ମହା ଆଡମ୍ବରରେ ବୁଦ୍ଧଙ୍କ!-->…
Read More...
Read More...
ଆଦିବାସୀ ମହାବିଦ୍ୟାଳୟ ପରିଚାଳନା ସମିତିର ନବ ନିଯୁକ୍ତ ସଭାପତିଙ୍କୁ ସ୍ୱାଗତ ସମାରୋହ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀଙ୍କ ପକ୍ଷରୁ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଙ୍କ ସଭାପତିତ୍ୱରେ ଏକ ଭବ୍ୟ ସ୍ୱାଗତ ସମାରୋହ ଆୟୋଜିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପତ୍ର କ୍ରମରେ ଅବସରପ୍ରାପ୍ତ ଇତିହାସ!-->…
Read More...
Read More...
ବୁଦ୍ଧ ଜୟନ୍ତୀ ଅବସରରେ ଜିଲ୍ଲାପାଳଙ୍କ ବିଭିନ୍ନ ବୌଦ୍ଧ ପୀଠକୁ ଗସ୍ତ
ହରଭଙ୍ଗା,୫/୫:-.ବୌଦ୍ଧଧର୍ମକୁ ନେଇ ବୌଦ୍ଧ ଜିଲ୍ଲା ପରିକଳ୍ପନା କରାଯାଇଛି । ଆମ ରାଜ୍ୟର ୩୦ଗୋଟି ଜିଲ୍ଲା ମଧ୍ୟରୁ ବୌଦ୍ଧ ଜିଲ୍ଲା ବ୍ୟତୀତ କୌଣସି ଜିଲ୍ଲା କୌଣସି ଧର୍ମନାମରେ ଜିଲ୍ଲା କଳ୍ପନା କରାଯାଇନାହିଁ । ଭଗବାନ ବୁଦ୍ଧ ଅଥବା ବୌଦ୍ଧ ଧର୍ମର ପ୍ରଚାରକ ଗୌତମ ବୁଦ୍ଧଙ୍କ ଅନେକ!-->…
Read More...
Read More...
ଖଇର କାଠ ଚୋରା ଚାଲାଣ କରୁଥିବା ପିକଅପ ଗାଡି ଜବତ, କାଠ ମାଫିଆ ଗିରଫ
ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ଅନ୍ତର୍ଗତ ଡୁଡୁକିପଦର୍ ଗାଁ ନିକଟ ଠୁଟା ଜଙ୍ଗଲରେ ଖଇର କାଠ ଚୋରା ଚାଲାଣ ହେଉଥିବା ସମୟରେ ବନ ବିଭାଗ ଚଢାଉ କରି ଏକ ପିକଅପ ଗାଡି ସହ କାଠ ମାଫିଆଙ୍କୁ ଗିରଫ କରିଥିବା ବନ ବିଭାଗ ତରଫରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତ!-->…
Read More...
Read More...
ପାତାଳଗଙ୍ଗା ବୈଶାଖ ମେଳାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼
ବୋଡେନ,୫/୫:- ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ୍ ଅନ୍ତର୍ଗତ ତୀର୍ଥକ୍ଷେତ୍ର ପାତାଲଗଙ୍ଗାରେ ଚଳିତବର୍ଷ ବୈଶାଖମେଳା ମହାସମାରୋହରେ ପାଳିତ ହୋଇଯାଇଛି । ପଡୋଶୀ ଛତିଶଗଡ଼, ନବରଙ୍ଗପୁର, କଳାହାଣ୍ଡି ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାର ହଜାର ହଜାର ଭକ୍ତଙ୍କ ସମାଗମ ଲାଗିରହିଥିଲା । ଏହି ଉପଲକ୍ଷେ!-->…
Read More...
Read More...
ଚାଷ ଓ ଚାଷୀର ସୁରକ୍ଷା ପାଇଁ ଲଢିବ ଚାଷୀ ମୁଲିଆ ସଂଘ
ହରଭଙ୍ଗା,୫/୫:- ନବ ଗଠିତ ଚାଷୀ ମୁଲିଆସଂଘ ବୌଦ୍ଧର ପ୍ରଥମ ବୈଠକ ଆଜି ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଠାରେ ହୃଦାନନ୍ଦ ଦେହୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ଆଲୋଚନା ପରେ ଜିଲ୍ଲାର ସମସ୍ତ ଜମିକୁ ଜଳ ପ୍ରତି ଜିଲ୍ଲା ପରିଷଦ ଜୋନରେ ଶୀତଳ ଭଣ୍ଡାର ପ୍ରତିଷ୍ଠା,!-->…
Read More...
Read More...
କନ୍ଧମାଳ ଜିଲ୍ଲାର ୭୭ ଗୋଟି ରୂପାନ୍ତରିଣ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ତୃତୀୟ ପର୍ଯ୍ୟାୟର ୭୭ ଗୋଟି ରୂପାନ୍ତରିଣ ଉଚ୍ଚ ବିଦ୍ୟାଳୟକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ୍ ମାଧ୍ୟମରେ ଲୋକାର୍ପଣ କରିଛନ୍ତି । ଫୁଲବାଣୀ ଅନ୍ତର୍ଗତ ଗୁମାବଡ଼ ସ୍ଥିତ ନୃସିଂହନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଅପରାହ୍ନରେ ଏହି କାର୍ଯ୍ୟକ୍ରମ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ତୃତୀୟ ପର୍ଯ୍ୟାୟରେ ଜିଲ୍ଲାର ୪୩ଗୋଟି ୫-ଟି ରୂପାନ୍ତରଣ ହାଇସ୍କୁଲର ଲୋକାର୍ପଣ
ସୁବର୍ଣ୍ଣପୁର:ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଛଅଗୋଟି ବ୍ଲକର ୪୩ଟି ୫-ଟି ରୂପାନ୍ତରଣ ହାଇସ୍କୁଲର ଲୋକାର୍ପଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୧ଟି ହାଇସ୍କୁଲ ଲୋକାର୍ପିତ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାର!-->…
Read More...
Read More...
ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ସୁବର୍ଣ୍ଣପୁର: ଜିଲ୍ଲାର ନୂତନ ପେନସନଭୁକ୍ତ (ଏନପିଏସ) ଶିକ୍ଷକ ସଂଘ ତରଫରୁ ସଂପାଦକ ଲାଲବାବୁ ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଶିକ୍ଷା ବିଭାଗରେ ଖୁବ ସଚ୍ଚୋଟତାର ସହ ନିଜ କର୍ତ୍ତବ୍ୟ ସଂପାଦନ କରି ସମସ୍ତଙ୍କର ପ୍ରିୟଭାଜନ ଥିବା ସୋନପୁର ବ୍ଲକ ଶିକ୍ଷାଅଧିକାରୀ କାର୍ଯ୍ୟାଳୟର ମୁଖ୍ୟ କିରାଣୀ!-->…
Read More...
Read More...