Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପଞ୍ଚମ ଦିନରେ ବି ଗୃହ କାର୍ଯ୍ୟ ଅଚଳ
ଭୁବନେଶ୍ୱର : ବିଧାନସଭା ଅଧିବେଶନ । ପଞ୍ଚମ ଦିନରେ ବି ଗୃହ କାର୍ଯ୍ୟ ଅଚଳ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଏବଂ ନାରାବାଜି ହୋଇଥିଲା । ଯାହାଫଳରେ ପ୍ରଥମେ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି। ସମୟ ଅବଧି ସରିବା ପରେ ପୁଣି ଆରମ୍ଭ ହୋଇଥିଲା ଗୃହ!-->…
Read More...
Read More...
ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ, ବାରମ୍ବାର ଅଭିଯୋଗ ପରେ ବି ସୁଧୁରୁନି ସମସ୍ୟା
ବାଲିଗୁଡ଼ା: ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବିଦ୍ୟାଳୟରେ ଅଧ୍ୟୟନରତ କୋମଳମତି ଛାତ୍ରଛାତ୍ରୀ । ବାରମ୍ବାର ଅଭିଯୋଗ ପରେ ବି ସୁଧୁରୁନି ସମସ୍ୟା ।ଏହି ଘଟଣା କେଉଁ ଉପାନ୍ତ ଅଞ୍ଚଳର ନୁହେଁ, ଏ ହେଉଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି!-->…
Read More...
Read More...
ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ଶୁକ୍ରବାର ଦିନ ଅପରାହ୍ଣରେ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି। ଆଗାମୀ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ରାଜ୍ୟର ଶିକ୍ଷା,!-->…
Read More...
Read More...
ଆତ୍ମସମର୍ପଣ କଲେ ୩୭ ଶିକାରୀ
ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ୩୯ ଜଣ ଶିକାରୀ ୯ଟି ବନ୍ଧୁକ, ବିପୁଳ ପରିମାଣର ବନ୍ଧୁକ ପାଉଡର ଏବଂ ୨୦ ରୁ ଅଧିକ ଧନୁ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ଏନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଗତକାଲି ରାତିରେ ଏକ ସଶସ୍ତ୍ର ଶିକାରୀ ଦଳ ଶିମିଳିପାଳ!-->…
Read More...
Read More...
ପୂର୍ବାପେକ୍ଷା ରାଜ୍ୟରେ ଖଣି ଚୋରି ହ୍ରାସ ପାଇଛି : ଖଣି ମନ୍ତ୍ରୀ
ଭୁବନେଶ୍ବର: ପୂର୍ବାପେକ୍ଷା ରାଜ୍ୟରେ ଖଣି ଚୋରି ହ୍ରାସ ପାଇଛି, କିନ୍ତୁ ଖଣି ଲିଜ୍ଧାରୀଙ୍କଠାରୁ ରାଜସ୍ବ ଆଦାୟ ହୋଇପାରୁ ନାହିଁ। ଗତ ଜାନୁଆରୀ ୩୧ ସୁଦ୍ଧା ଶତାଧିକ ଖଣି ଲିଜ୍ଧାରୀଙ୍କ ଉପରେ ୧୮୭୦ କୋଟି ଟଙ୍କା ବକେୟା ରହିଛି। ବିଧାୟକ ସୌଭିକ ବିଶ୍ବାଳଙ୍କ ପ୍ରଶ୍ନର ଉତ୍ତରରେ ଲିଖିତ ଭାବେ!-->…
Read More...
Read More...
କାମଚଳା କୁଳପତିରେ ଚାଲିଛି ୧୪ଟି ସରକାରୀ ବିଶ୍ୱବିଦ୍ୟାଳୟ
ଭୁବନେଶ୍ବର: କାମଚଳା କୁଳପତିରେ ଚାଲିଛି ୧୪ଟି ସରକାରୀ ବିଶ୍ୱବିଦ୍ୟାଳୟ । ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।ଏହି ପଦବୀ ପୂରଣ ନିମନ୍ତେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ-୨୦୨୪ ଧାରା ୬ ଅନୁଯାୟୀ ୧୩ ଗୋଟି ସରକାରୀ ବିଶ୍ବବିଦ୍ୟାଳୟର କୁଳପତି!-->…
Read More...
Read More...
ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ
ଭୁବନେଶ୍ଵର, : ଶୁକ୍ରବାର ଗୃହରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍। ହେଲେ ଏହା ପୂର୍ବରୁ ଆସିଛି ଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୨୫-୨୬ । ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟକୁ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିରେ ମହିଳା ସଶକ୍ତିକରଣ ନେଇ ଉଲ୍ଲେଖ ରହିଛି।
ମହିଳାଙ୍କ!-->!-->!-->…
Read More...
Read More...
୫୦ ଫୁଟ ତଳକୁ ଖସିଲା ଟ୍ରକ, ଡ୍ରାଇଭର ଗୁରୁତର
ରାଇକିଆ- କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକର କରଡ଼ା ଘାଟିଠାରେ ନିୟନ୍ତ୍ରଣ ହରାଇ ଏକ ଟ୍ରକ ୫୦ ଫୁଟ ତଳକୁ ଖସିଯାଇଛି। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଟ୍ରକଟି ବଲାଙ୍ଗୀରରୁ ମହୁଲ ନେଇ କରଡ଼ା ଅଭିମୁଖେ ଯାଉଥିଲା। ଖବର ପାଇ ରାଇକିଆ ଅଗ୍ନିଶମ ବିଭାଗ ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର!-->…
Read More...
Read More...
ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, ପରୀକ୍ଷା କେନ୍ଦ୍ର ଅନୁଧ୍ୟାନ କଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ବର- ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ରାଜ୍ୟରେ ୫ ଲକ୍ଷ ୬୧ ହଜାର ୯୭୯ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷାରେ ସ୍ୱଚ୍ଛତା, ଶୃଙ୍ଖଳାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଜି ପରୀକ୍ଷାର ପ୍ରଥମ ଦିନରେ କିପରି ଭାବରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ଅନୁଧ୍ୟାନ!-->…
Read More...
Read More...
ଶିକ୍ଷାନିକେତନରେ ୨୨ ତମ ବାର୍ଷିକ ଉତ୍ସବ ପାଳିତ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶିକ୍ଷାନିକେତନର ୨୨ ତମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ବାଲିଗୁଡ଼ା ଏସଡିପିଓ ସୁଭମ୍ ଭୋଷଲେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର!-->…
Read More...
Read More...