Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମା ମୋଟ୍ରାଣୀ ନକ୍ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, କ୍ୱାଟରରେ ମହିଚଲା
କୋକସରା,୨୫/୨: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ମଣ୍ଡି ପଡିଆ ଠାରେ ମା ମୋଟ୍ରାଣୀ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଶନିବାର ମା ମୋଟ୍ରାଣୀ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଶିକ୍ଷକ ରାମନାରାୟଣ ପୁଝାରୀ ଯୋଗଦେଇ!-->…
Read More...
Read More...
କଳାହାଣ୍ଡି କଳଚୁରୀ କଳାର ସେନାର ଯୁବ ସମ୍ମିଳନୀ ଅନୁଷ୍ଠିତ
କୋକସରା,୨୫/୨- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ଧାନ ମଣ୍ଡି ପରିସରରେ କଳାହାଣ୍ଡି କଳଚୁରୀ କଲାର ସେନା ପକ୍ଷରୁ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଚୂଡ଼ାମଣି ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଶିକ୍ଷା ଆର୍ଥିକ ବିକାଶ ଓ ସଂଗଠିତ ସମାଜପାଇଁ ଅତିଥିମାନେ ମତବ୍ୟକ୍ତ!-->…
Read More...
Read More...
ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ
ପାରଳାଖେମୁଣ୍ଡି,୨୫/୨- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ଠାରେ ଚାଲିଥିବା ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଗୋ ପାଳନ ଚାଷୀଙ୍କର ପରିସମାପ୍ତି ହୋଇଯାଇଛି । ସିୟୁଟିଏମ୍ର ଡାଇରି ଫାର୍ମ ପରିଭ୍ରମଣ!-->…
Read More...
Read More...
କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
ବ୍ରହ୍ମପୁର: କିଛି ଦିନ ତଳେ ବ୍ରହ୍ମପୁର ରେଳ ଷ୍ଟେସନରେ ଏକ ଚଳନ୍ତା ସୁପରଫାଷ୍ଟ୍ ଟ୍ରେନ୍ରୁ ଜଣେ ବ୍ୟକ୍ତି ଓହ୍ଲାଇବା ବେଳେ ସେ ଟ୍ରେନ୍ ଚକା ତଳକୁ ଖସପଡିଥିଲେ କିନ୍ତୁ ସେଠାରେ କାର୍ଯ୍ୟରତ ଥିବା ଆର୍.ପି.ଏଫ୍ ଯବାନ ଶ୍ରୀ ସୂର୍ଯ୍ୟକାନ୍ତ ସାହୁ ସେହି ବ୍ୟକ୍ତିଙ୍କୁ ଟାଣି ଆଣି ତାଙ୍କ!-->…
Read More...
Read More...
ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ
କୋକସରା,୨୫/୨: ସଡକ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ କରିବାକୁ କୋକସରା ତାଲୁୁକା ଆଇନ ସେବା ସମିତି ପକ୍ଷରୁ ତାଲୁକା ଆଇନ ସେବା ସମିତିର ଅଧ୍ୟକ୍ଷା ରିତିକା ଜେନାଙ୍କ ଅଧ୍ୟକ୍ଷତାରେ ଶନିବାର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୋକସରା କାର୍ଯ୍ୟରତ!-->…
Read More...
Read More...
ପ୍ରଥମ ରାଜ୍ୟସ୍ତରୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଘାଟିତ
ଦଶପଲ୍ଲା : ନୟାଗଡ ଜିଲ୍ଲାର ଦଶପଲ୍ଲା ଚଳଚ୍ଚିତ୍ର ମହୋତ୍ସବ କମିଟି (ଚମକ୍) ଓ ଆମ ନୟାଗଡ ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଗାନ୍ଧୀ ମଇଦାନ ଠାରେ ପ୍ରଥମ ରାଜ୍ୟ ସ୍ତରୀୟ ସଚେତନ ଧର୍ମି କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଚମକ୍ କମିଟିର ଉପସଭାପତି ଶରତ କୁମାର ସାହୁଙ୍କ!-->…
Read More...
Read More...
ସର୍ବଓଡିଶା ଅଣ ସରକାରୀ କଲେଜ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ
ନୂଆପଡା,୨୫/୨- ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ୱଂୟଶାସିତ ମହାବିଦ୍ୟାଳୟ ପରିସର ମଧ୍ୟରେ ସର୍ବ ଓଡିଶା ଅଣ ସରକାରୀ କଲେଜ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡ଼ିଶା ଶିକ୍ଷା କମିଟି ଅଧ୍ୟକ୍ଷ ଭୁପେନ୍ଦ୍ର ସିଂ ଯୋଗଦାନ କରି ଶିକ୍ଷକ ଅଧ୍ୟାପକ ଅଧ୍ୟାପିକାଙ୍କ ସମସ୍ୟା ସମାଧାନ ନେଇ!-->…
Read More...
Read More...
ବର ଯାତ୍ରୀ ଗାଡ଼ି ଧକ୍କାରେ ଜଣେ ମୃତ, ୧୦ ଗୁରୁତର
ପାଟଣାଗଡ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହାରାପଦର ପଞ୍ଚାୟତ ବାଘଝରନ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗ୍ରାମର ଦୁଃଶାସନ ବରିହା ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ବର ବେଶରେ ବୈଦିକ ରୀତି ନୀତି ଅନୁସାରେ ଗ୍ରାମ ଦେବାଦେବୀଙ୍କୁ ପୂଜା ଅର୍ଚ୍ଚନା କରି ବାଜା ବାଣ,!-->…
Read More...
Read More...
ସରକାରୀ ଆଶ୍ରମ ବିଦ୍ୟାଳୟରେ ପ୍ରଥମ ବାର୍ଷିକ ଉତ୍ସବ ପାଳିତ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟରେ ପ୍ରଥମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି । ସହକାରୀ ଶିକ୍ଷକ ତିର୍ଥବାସୀ ଘଡ଼ାଇଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ବେଳେ ପ୍ରଧାନ ଶିକ୍ଷକ!-->…
Read More...
Read More...
ମାର୍ଚ୍ଚ ୧୫ରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ସାମିଲ ହେବେ ବୌଦ୍ଧ ଜିଲ୍ଲାର ସମସ୍ତ ଡ଼୍ରାଇଭର
ବୌଦ୍ଧ : ଓଡ଼ିଶାର ସମସ୍ତ ଡ଼୍ରାଇଭର ସଂଘ ରାଜ୍ୟ ସରକାରଙ୍କ ପାଖରେ ଦଶ ଦଫା ଦାବି ନେଇ ବାରମ୍ବାର ଅଭିଯୋଗ କରୁଥିବା ବେଳେ କର୍ଣ୍ଣପାତ କରୁନାହାନ୍ତି ସରକାର ।ତେଣୁ ସମସ୍ତ ଡ଼୍ରାଇଭର ସଂଘ ସରକାରଙ୍କ ବୈମାତୃକ ମନୋଭାବର ଜବାବ୍ ଦେବା ପାଇଁ ଆସନ୍ତା ମାର୍ଚ୍ଚ ମାସ ୧୫ ତାରିଖ ଠାରୁ ଷ୍ଟିଅରିଂ!-->…
Read More...
Read More...