Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଡ଼୍ରାଇଭର୍ ମହାସଂଘ ଆନ୍ଦୋଳନ, ଖାଉଟି ମୁଣ୍ଡରେ ଚଡକ
ଦଶପଲ୍ଲା : - ସାଧାରଣ ଭାବେ ରାଜ୍ୟରେ କିଛି ପ୍ରାକୃତିକ ବିପର୍ଯ୍ୟୟ ଘଟିବା ଆଶଙ୍କା ପ୍ରକାଶ ପାଇଲେ ବିଭିନ୍ନ ସମୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ହୁହୁ ହୋଇ ବୃଦ୍ଧି ପାଇଥାଏ । ହେଲେ ଏବେ ରାଜ୍ୟରେ ସେପରି କିଛି ବିପର୍ଯ୍ୟୟ ଆଶଙ୍କା ନଥିଲେ ହେଁ ଅତ୍ୟାବଶ୍ୟକ ସାମଗ୍ରୀର ଦର ହୁହୁ!-->…
Read More...
Read More...
ବିଶ୍ୱ ଖାଉଟି ଅଧିକାର ଦିବସ-୨୦୨୩ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ପ୍ରଶାସନ, ଜିଲ୍ଲା ବୈଧ ମାପ-ଓଜନ ବିଭାଗ ଏବଂ ସ୍ୱେଚ୍ଛାସେବୀ ସଂଗଠନ "କଲ୍ୟାଣୀ’ ର ମିଳିତ ଆନୁକୂଲ୍ୟରେ ଫୁଲବାଣୀ ସ୍ଥିତ ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟ ହଷ୍ଟେଲପରିସର ମଧ୍ୟରେ ବିଶ୍ୱ ଖାଉଟି ଅଧିକାର ଦିବସ-୨୦୨୩ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ!-->…
Read More...
Read More...
ଅଂଶୁଘାତର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ
ବୌଦ୍ଧ,୧୫ା୩ : ବୌଦ୍ଧଜିଲ୍ଲା ସ୍ତରୀୟ ଅଂଶୁଘାତ ମୁକାବିଲା ସଂପର୍କିତ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଗାମୀ ଗ୍ରୀଷ୍ମଋତୁରେ ପିଇବା ପାଣି ଓ ଅଂଶୁଘାତର ସଫଳ ମୁକାବିଲା ନିମନ୍ତେ ଆଲୋଚନା ହୋଇଥିଲା । ପ୍ରତ୍ୟେକ ଅଙ୍ଗନୱାଡି!-->…
Read More...
Read More...
ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଜିଲ୍ଲାରୁ ବାହାରିଲେ ୬୫ ଜଣ ଯାତ୍ରୀ
ସୁବର୍ଣ୍ଣପୁର: ରାଜ୍ୟ ସରକାରଙ୍କ ନାଗରିକ ତୀର୍ଥ ଯାତ୍ରା ଯୋଜନା ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜିଲ୍ଲାର ୬୫ ଜଣ ବରିଷ୍ଠ ତୀର୍ଥ ଯାତ୍ରୀଙ୍କୁ ନେଇ ବାହାରିଥିବା ବସକୁ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରି ସଫଳ!-->…
Read More...
Read More...
ଶ୍ରୀମନ୍ଦିରରେ ଦଳାଚକଟା, ମହିଳା ଭକ୍ତ ଆହତ
ଶ୍ରୀମନ୍ଦିରରେ ଦଳା ଚକଟା ପରିସ୍ଥିତି । ପଶ୍ଚିମ ଦ୍ୱାରରେ ଦଳା ଚକଟା ପରିସ୍ଥିତି । ଜଣେ ମହିଳା ଭକ୍ତ ଆହତ । ଆଜି ସଂକ୍ରାନ୍ତି ଅବସର ରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ହୋଇଛ଼ି । ତେବେ ପଶ୍ଚିମ ଦ୍ୱାରରେ ଭକ୍ତ ମାନେ ଶ୍ରୀ ମନ୍ଦିରକୁ ପ୍ରବେଶ ପାଇଁ ଯାଉଥିବା ବେଳେ!-->…
Read More...
Read More...
ନୂଆପଡାରେ ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ
ନୂଆପଡ଼ା : ଓଡିଶା ଡ୍ରାଇଭର ମହାସଂଘ ଆହ୍ୱାନ କ୍ରମେ ନୂଆପଡା ଜିଲ୍ଲାର ସମସ୍ତ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରାଯାଉଛି । ସିନାପାଲି ନିକଟ ଯୁଗେନପଦର୍ ଚାରିଛକ ବିଜୁ ଏକ୍ସପ୍ରେସ ରାସ୍ତା ରେ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତାଙ୍କର ଦାବି ଗୁଡ଼ିକ ହେଲା!-->…
Read More...
Read More...
ରାଜ୍ୟସ୍ତରୀୟ ସବ ଜୁନିଅର ଓ କ୍ୟାଡେଟ କିରୋଗୀ ଓ ପୁମାସି ପ୍ରତିଯୋଗିତା, କନ୍ଧମାଳକୁ ୩ ସ୍ୱର୍ଣ୍ଣ ପଦକ ୫ କାଂସ୍ୟ ପଦକ
ଫୁଲବାଣୀ :- ଓଡିଶା ଟାଏକୋଣ୍ଡୋ ସଙ୍ଘ ଓ ପୁରୀ ଟାଏକୋଣ୍ଡୋ ସଙ୍ଘ ମିଳିତ ସହଯୋଗରେ ୩୪ତମ ଓଡିଶା ସବ- ଜୁନିଅର କିରୋଗୀ ଓ ୬ଷ୍ଠ ତମ ପୁମସି ଟାଏକୋଣ୍ଡୋ ଓ ୬ଷ୍ଠ ତମ କ୍ୟାଡଟ କିରୋଗୀ ଓ ପମାସୀ ଟାଏକୋଣ୍ଡୋ ପ୍ରତିଯୋଗିତା ଗରୁଡ ଛକସ୍ଥିତ ରେଲୱେ କଲ୍ୟାଣ ମଣ୍ଡପ ଠାରେ ଚଳିତ ମାର୍ଚ୍ଚମାସ ୧୧ ଓ ୧୨!-->…
Read More...
Read More...
ଡ୍ରାଇଭର ଏକତା ମହାମଞ୍ଚ ତରଫରୁ ରାଜ୍ୟବ୍ୟାପୀ ଧର୍ମଘଟ
ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚକା ବନ୍ଦ ଡାକରା ଦେଇଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ଡ୍ରାଇଭର ମହା ସଂଘ ଆଗରୁ ୧୦ ଗୋଟି ଦାବି ଦେଇଥିଲେ । ତାଙ୍କର ଦାବି ଗୁଡ଼ିକ ଓଡ଼ିଶା ସରକାର ଦୃଷ୍ଟି!-->…
Read More...
Read More...
ଠାକୁରଘରୁ ୫ଫୁଟର ନାଗସାପ ଉଦ୍ଧାର
ହରଭଙ୍ଗା :ଠାକୁରଙ୍କ ଘରୁ ୫ ଫୁଟର ନାଗସାପ ଉଦ୍ଧାର । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ପଂଚାୟତ ମୂଷାଡ଼ ଗ୍ରାମର ଜ୍ଞାନେନ୍ଦ୍ର ପ୍ରଧାନଙ୍କ ଠାକୁର ଘରେ ଏକ ନାଗ ସାପ ଦେଖି ଭୟଭୀତ ହେବା ସହିତ ଏନେଇ ସେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ଖବର ପାଇ ସ୍ନେକ ହେଲ୍ପ!-->…
Read More...
Read More...
ସୀମା ବିବାଦ ସ୍ଥାନକୁ ପରିଦର୍ଶନ କଲେ ସିନାପାଲି ବିଡିଓ ଓ ତହସିଲଦାର
ସିନାପାଲି : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କୁସୁମଯୋର ପଂଚାୟତ ଏକ ରାସ୍ତାକୁ ନେଇ ଉଭୟ ଓଡିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଦେଖାଦେଇଛି । ଉଭୟ ରାଜ୍ୟ ପ୍ରଶାସନ ଏହି ରାସ୍ତାକୁ ନେଇ ଦ୍ୱନ୍ଦ୍ୱରେ ରହିଥିବା ବେଳେ ଛତିଶଗଡ଼ ଜନସାଧାରଣ ଏହାକୁ ବିରୋଧ କରିଛନ୍ତି । ପ୍ରକାଶ ଯେ,!-->…
Read More...
Read More...