Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଲ୍ୟ ବିବାହ ମୁକ୍ତ ଘୋଷଣା ହେଲା ଗଜପତି ଜିଲ୍ଲା
ପାରଳାଖେମୁଣ୍ଡି : ଆଜି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତା ଏବଂ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ୍. କୁମାର ଓ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଉପସ୍ଥିତିରେରେ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଛି ।ଆଜି ସୁଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା!-->…
Read More...
Read More...
ଗଜପତି ବିଜେଡି ପକ୍ଷରୁ ଜିଲ୍ଲା ପ୍ରଶାସନ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ଗଜପତି ଜିଲ୍ଲା ବିଜେଡି ନେତା ଓ କର୍ମୀ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।!-->…
Read More...
Read More...
ଅଢେଇ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ
ଫୁଲବାଣୀ :- ବୁଧବାର ଫିରିଙ୍ଗିଆ ପୋଲିସ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ୱରେ ପୋଲିସ ଟିମ ଲପ ଟଙ୍ଗିଆ ଗ୍ରାମରେ ଚଢାଉ କରି ଅଢେଇ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଂଜେଇ ଜବତ କରିଛି । ବହୁ ପରିମାଣର ଗଂଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ!-->…
Read More...
Read More...
ବାଇକକୁ ସାମ୍ନା ପଟୁ ଧକ୍କା ଦେଲା ଟ୍ରକ, ବାପ-ପୁଅ ମୃତ
ନୂଆପଡା: ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପ-ପୁଅଙ୍କ ଜୀବନ । ବାଇକ୍ରେ ଯାଉଥିବା ବେଳେ ପଛରୁ ପିଟିଲା ଟ୍ରକ୍ । ନୂଆପଡ଼ା ଲଖନା ଥାନା କୁସଦହନା ସ୍ଥିତ ବିଜୁ ଏକ୍ସପ୍ରେସ ୱେରେ ଏଭଳି ଦୁର୍ଘଟଣା ଘଟିଛି । ମୃତକ ଦ୍ୱୟ ହେଲେ କୋମନା ଥାନା ମିଛାପାଲି ଗାଁର କମଳ ପାଟକୀନାରା (୩୫) ଓ ତାଙ୍କ ପୁଅ!-->…
Read More...
Read More...
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ବିଜେଡି କର୍ମୀଙ୍କ ବ୍ଲକସ୍ତରୀୟ ଗଣଧାରଣା
ହରଭଙ୍ଗା : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରିବ ପରିବାରଙ୍କୁ ମୁଣ୍ଡ ପିଛା ୫କେଜି ଚାଉଳ ଯୋଗାଣରୁ ବଞ୍ଚିତ କରିଥିବା କେନ୍ଦ୍ର ସରକାର ନିଷ୍ପତ୍ତି ବିରୁଦ୍ଧରେ ଆଜି ସାରା ରାଜ୍ୟରେ ବିଜେଡି କର୍ମୀ ମାନେ ପ୍ରତି ବ୍ଲକ ଅଫିସ ସାମ୍ନାରେ ଗଣ ଧାରଣା ଦେଇଥିବା ଦେଖିବାକୁ!-->…
Read More...
Read More...
ହକି ବିଶ୍ୱକପ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନବରଙ୍ଗପୁର ଜିଲ୍ଲା ପୁରସ୍କୃତ
ନବରଙ୍ଗପୁର : ପୁରୁଷ ବିଶ୍ୱ କପ ହକି ୨୦୨୩ ଆୟୋଜନର ପ୍ରଚାର ପ୍ରସାର ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ରାଜ୍ୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି । ନବରଙ୍ଗପୁର ଜିଲ୍ଲାର ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ସହ!-->…
Read More...
Read More...
କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରି ବାଲିଗୁଡ଼ାରେ ବିଜେଡ଼ିର ରଣ ହୁଙ୍କାର
ବାଲିଗୁଡ଼ା: କେନ୍ଦ୍ର ସରକାର ବିରୋଧରେ ବିଜେଡ଼ିର ରଣ ହୁଙ୍କାର । ଧାନ କିଣିବା ବାବଦରେ ୨୦ହଜାର କୋଟି ଟଙ୍କା କାଟି ଏବଂ ରାଜ୍ୟରୁ ଚାଉଳ ଉଠାଇବାରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ବିଜେଡ଼ି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରୁଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ!-->…
Read More...
Read More...
କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଜେଡିର ବିକ୍ଷୋଭ ସମାବେଶ
ସୁବର୍ଣ୍ଣପୁର: କେନ୍ଦ୍ର ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାକୁ ଅଣଦେଖା ତଥା ବର୍ତ୍ତମାନ ଗରିବଙ୍କୁ ମିଳୁଥିବା ଚାଉଳକୁ କାଟଛାଟ କରିବା ଦ୍ୱାରା ସିଧାସଳଖ ଗରିବର ଭାତହାଣ୍ଡିକୁ ପ୍ରଭାବିତ କରିଥିବା ସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ବନ୍ଦକରି ଗରିବ ପେଟକୁ ଲାତ ମାରିବା ସହ!-->…
Read More...
Read More...
ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ନୀତି ଅନୁଷ୍ଠିତ
ପୁରୀ : ଆଜି ପୁରୀ ଶ୍ରୀଲୋକନାଥ ଦେବଙ୍କ ପୀଠରେ ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହୋଇଛି । ନିତିନିର୍ଘଣ୍ଟ ଅନୁସାରେ ଗତକାଲି ମଧ୍ୟରାତ୍ରରୁ ମହାପ୍ରଭୁଙ୍କ ନିକଟରେ ଦ୍ୱାରଫିଟା ନିତି ସହ ଅନ୍ୟାନ୍ୟ ନିତି ବଢିଥିଲା । ଗମ୍ଭୀରାରେ ବର୍ଷ ତମାମ ଫୁଲ, ବେଲପତ୍ର, ଛାଚି, କ୍ଷୀର, କଦଳୀ ଆଦି ପଞ୍ଚାମୃତ!-->…
Read More...
Read More...
ଗୋପରେ ପ୍ରାକୃତିକ ତେଲ ଓ ଗ୍ୟାସର ସନ୍ଧାନ, ଅଏଲ ଇଣ୍ଡିଆ ପକ୍ଷରୁ ମାଟି ତଳକୁ ଡ୍ରିଲିଂ ଆରମ୍ଭ
ପୁରୀ : ପୁରୀ ଗୋପ କୁସୁପୁର ମୌଜାରେ ମାଟି ତଳୁ ପ୍ରାକୃତିକ ତେଲ, ଗ୍ୟାସ୍ର ସନ୍ଧାନ୍ ମିଳିବା ପରେ ଅଏଲ୍ ଇଣ୍ଡିଆ ପକ୍ଷରୁ ଡ୍ରିଲିଂର ଶୁଭ ଉଦ୍ଘାଟନ ହୋଇଯାଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରାଯାଇ ମାଟି ତଳକୁ ଡ୍ରିଲିଂ ଆରମ୍ଭ ହୋଇଛି । ସ୍ୱତନ୍ତ୍ର ମେସିନରେ ଏହି!-->…
Read More...
Read More...