Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ନୀତି ଅନୁଷ୍ଠିତ
ପୁରୀ : ଆଜି ପୁରୀ ଶ୍ରୀଲୋକନାଥ ଦେବଙ୍କ ପୀଠରେ ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହୋଇଛି । ନିତିନିର୍ଘଣ୍ଟ ଅନୁସାରେ ଗତକାଲି ମଧ୍ୟରାତ୍ରରୁ ମହାପ୍ରଭୁଙ୍କ ନିକଟରେ ଦ୍ୱାରଫିଟା ନିତି ସହ ଅନ୍ୟାନ୍ୟ ନିତି ବଢିଥିଲା । ଗମ୍ଭୀରାରେ ବର୍ଷ ତମାମ ଫୁଲ, ବେଲପତ୍ର, ଛାଚି, କ୍ଷୀର, କଦଳୀ ଆଦି ପଞ୍ଚାମୃତ!-->…
Read More...
Read More...
ଗୋପରେ ପ୍ରାକୃତିକ ତେଲ ଓ ଗ୍ୟାସର ସନ୍ଧାନ, ଅଏଲ ଇଣ୍ଡିଆ ପକ୍ଷରୁ ମାଟି ତଳକୁ ଡ୍ରିଲିଂ ଆରମ୍ଭ
ପୁରୀ : ପୁରୀ ଗୋପ କୁସୁପୁର ମୌଜାରେ ମାଟି ତଳୁ ପ୍ରାକୃତିକ ତେଲ, ଗ୍ୟାସ୍ର ସନ୍ଧାନ୍ ମିଳିବା ପରେ ଅଏଲ୍ ଇଣ୍ଡିଆ ପକ୍ଷରୁ ଡ୍ରିଲିଂର ଶୁଭ ଉଦ୍ଘାଟନ ହୋଇଯାଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରାଯାଇ ମାଟି ତଳକୁ ଡ୍ରିଲିଂ ଆରମ୍ଭ ହୋଇଛି । ସ୍ୱତନ୍ତ୍ର ମେସିନରେ ଏହି!-->…
Read More...
Read More...
ଜେଲରେ ପଖାଳ ମାଗୁଛି ଗୋପାଳ
କଟକ : ଚୌଦ୍ୱାର ଜେଲରେ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ । ଜେଲର ତିନି ନମ୍ବର ସେଲରେ ଗୋପାଳ ଦାସଙ୍କୁ ରଖାଯାଇଛି । ସକାଳୁ ଖବର କାଗଜ ପଢିବା ପରେ ଗୋପାଳ ସକାଳ ଜଳଖିଆରେ ଖାଇଥିଲା ଚୁଡା ସନ୍ତୁଳା । ଜେଲ୍ ମାନୁଆଲ ହିସାବରେ ଗୋପାଳକୁ ଦିଆଯାଇଥିଲା ଖାଦ୍ୟ । ଜେଲ୍!-->…
Read More...
Read More...
ଚିକିତ୍ସା ସହାୟତା ଅପେକ୍ଷାରେ ପକ୍ଷାଘାତ ରୋଗୀ ଭକ୍ତରାମ
ନୂଆପଡା : ଆଜିକୁ ୪ ବର୍ଷ ହେଲା ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଦୁଇଟି ଗୋଡ ସମ୍ପୂର୍ଣ୍ଣ ଭାବେ କାମ କରୁନଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଚିକିତ୍ସା ପାଇଁ ନେତା ଠାରୁ ପ୍ରଶାସନକୁ ଜଣାଇ ଜଣାଇ ଥକି ଗଲେଣି । ହେଲେ ଏଥି ପ୍ରତି କାହାର ନଜର ନାହିଁ । ବିଜୁ ସ୍ୱାସ୍ଥ୍ୟ!-->…
Read More...
Read More...
ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ଏକ ରାଲି ବାହାରି ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରକାଶ ଥାଉକି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ବିରୋଧୀ!-->…
Read More...
Read More...
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା,ସାମ୍ବାଦିକ ସଂଘ ପକ୍ଷରୁ ଥାନା ଅଧିକାରୀଙ୍କୁ ଦାବିପତ୍ର
କୋକସରା, : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଦୈନିକ ଖବରକାଗଜର ସାମ୍ବାଦିକ କିଶନ ପଟ୍ଟନାୟକଙ୍କୁ ଖବର ସଂଗ୍ରହ ବେଳେ ହୋଇଥିବା ଆକ୍ରମଣ ଘଟଣାରେ ବୁଧବାର ଏସୟୁଜେ ସାମ୍ବାଦିକ ସଂଘ ପକ୍ଷରୁ ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏଥି ସହିତ ଉପଯୁକ୍ତ ତଦନ୍ତ କରି!-->…
Read More...
Read More...
ଗଜପତି ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗଣ ବିକ୍ଷୋଭ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ବଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗଣ ବିକ୍ଷୋଭ କରାଯାଇଛି । ଗଜପତି ଜିଲ୍ଲା ବିଜେପି ସଭାପତି ତଥା ପାରଳା ବିଧାୟକ କେ ନାରାୟଣ ରାଓଙ୍କ ନେତୃତ୍ୱରେ ବିଜେପି କର୍ମୀ ଓ ନେତାମାନେ ଏକ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା
ପୁରୀ : ଚଳିତ ମାସ ୨୩ ତାରିଖରେ ସୁଆଣ୍ଡୋ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସହ ଗୋପବନ୍ଧୁ ସଂଗ୍ରାହାଳୟ ଓ ଅନ୍ୟାନ୍ୟ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ରହିଛି।ଏହାକୁ ସୁଚାରୁ ରୁପେ ପରିଚାଳନା ପାଇଁ ଆଜି ପ୍ରଶାସନ ପକ୍ଷରୁ କ୍ଷେତ୍ର ପରିଦର୍ଶନ ଓ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ପୁରୀ ଜିଲ୍ଲା ବିଜେଡି
ପୁରୀ : ଆଗାମୀ ଦିନରେ ପୁରୀ ଜିଲା ରେ ବନ୍ୟାଜଳ ଓ ବର୍ଷାଜଳ ନିଷ୍କାସନ ପାଇଁ ଅସୁବିଧା ହେବ ନାହିଁ । ପୁରୀ ଜିଲ୍ଲାରେ ଡ୍ରେନେଜ୍ ଉନ୍ନତି କରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨ ଶହ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଥିବାରୁ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସଭାପତି ମହେଶ୍ୱର!-->…
Read More...
Read More...
ବାଇକ୍କୁ ପିଟିଲା ଟ୍ରକ୍, ବାଇକ୍ ଆରୋହୀଙ୍କ ମୃତ୍ୟୁ
ନୂଆପଡା : ନୂଆପଡା ଜିଲ୍ଲା କୋମନା ଥାନା ଘୋଟସର ସ୍ଥିତ ୩୫୩ ଜାତୀୟ ରାଜପଥ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏକ ବାଇକକୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ବାଇକ୍ ଆରୋହୀ ବୋଡେନ ଥାନା କର୍ଲାକୋଟ!-->…
Read More...
Read More...