Browsing Category

ରାଜ୍ୟ

‘ଗ୍ଲୋରି ଫେଷ୍ଟ୍‌-୨୦୨୩’ ଉଦ୍‌ଯାପିତ, ଗ୍ଲୋରି କୁଇନ୍‌ ମୁକୁଟ ପିିନ୍ଧିଲେ ପୂଜା ବିଶ୍ୱାସ

ପୁରୀ: ଶ୍ରୀକ୍ଷେତ୍ର ଅଗ୍ରଣୀ ଯୁବ ସାଂସ୍କୃତିକ ଅନୁଷ୍ଠାନ ଜାତୀୟ ଯୁବ ସମନ୍ୱିତ କେନ୍ଦ୍ର ଆନୁକୂଲ୍ୟରେ ତିନିଦିନଆ ‘ଗ୍ଲୋରି ଫେଷ୍ଟ୍‌-୨୦୨୩’ ରବିବାର ବେଳାଭୂମୀରେ ଉଦଯାପିତ ହୋଇଛି । ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ହସ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର
Read More...

ରଥଯାତ୍ରା ପାଇଁ ଗଲା ୧୦୪ ଖଣ୍ଡ ରଥକାଠ

ଦଶପଲ୍ଲା,୨୩/୧:- ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ନିର୍ମାଣ ପାଇଁ ମୋଟ ୭୪୭ ଖଣ୍ଡ କାଠ ଦରକାର ହେଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଦଶପଲ୍ଲା ବନାଞ୍ଚଳ ପକ୍ଷରୁ ୧୦୪ ଖଣ୍ଡ କାଠ ରଥଖଳାକୁ ପଠାଯାଇଛି । ଦଶପଲ୍ଲାର ଆରାଧ୍ୟ
Read More...

ପାଟଣାଗଡ଼ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ,
ସାଂସଦ ଓ ପୂର୍ବତନ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ

ପାଟଣାଗଡ଼ : କିଛି ଦିନ ତଳେ ବଲାଙ୍ଗିରରେ ହୋଇଥିବା ଦିଶା ବୈଠକରେ ବଲାଙ୍ଗିର ସାଂସଦ ସଂଙ୍ଗୀତା କୁମାରୀ ସିଂ ଦେଓ ପାଟଣାଗଡ଼ ବ୍ଳକ ଅଧ୍ୟକ୍ଷ ନୀଳକାନ୍ତ ବାଗଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ପାଟଣାଗଡ଼ ବିଜେଡି କାର୍ଯ୍ୟାଳୟରେ ପାଟଣାଗଡ଼, ବେଳପଡା ଓ ଖପ୍ରାଖୋଲ ବ୍ଳକ ଅଧ୍ୟକ୍ଷ ଏକ
Read More...

ସାମ୍ବାଦିକଙ୍କ ମାତୃ ବିୟୋଗ

ଫୁଲବାଣୀ : ଫୁଲବାଣୀ ସହରର ଜଣାଶୁଣା ସାମ୍ବାଦିକ ତଥା ସଙ୍ଘ ସଂଗଠନ ସମ୍ପାଦକ ଜୟସେନ ପରିଡାଙ୍କ ମାଆ ଶଶିରେଖା ପରିଡାଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ଶଶିରେଖା ଗତ କିଛିଦିନ ହେଲା ମଧୁମେହ ଓ ଉଚ୍ଚ ରକ୍ତଚାପ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ
Read More...

ହଂସ ବଂଶୀୟ ଯାଦବଙ୍କ ପାଟ ପୂଜା

କୋକସରା : କଲାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ହଂସପଡା ଠାରେ ହଂସ ବଂଶୀୟ ଯାଦବଙ୍କ ପାଟ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଛି । ଗୋଟିଏ ପାଟ (ପିଢ଼ି )ରେ ଦୀର୍ଘ ୨୨ ବର୍ଷ ପରେ ଅନୁଷ୍ଠିତ ହୋଇଥିବା ଏହି ପୂଜାରେ ହଂସ ବଂଶର ସମସ୍ତ ଭାଇମାନେ ବିଭିନ୍ନ ଗ୍ରାମରୁ ଏକତ୍ରିତ ହୋଇ
Read More...

ମହାପ୍ରଭୁଙ୍କ ଦର୍ଶନ କଲେ ଅଭିନେତା ଅନୁପମ ଖେର

ପୁରୀ : ପୁରୀ ଶ୍ରୀକ୍ଷେତ୍ର ଆସି ମହାବାହୁଙ୍କୁ ଦର୍ଶନ କରିଛନ୍ତି ବଲିଉଡ୍‌ ଅଭିନେତା ଅନୁପମ ଖେର । ଶ୍ରୀମନ୍ଦିର ସିଂହ ଦ୍ୱାର ନିକଟରେ ଅନୁପମ ପହଞ୍ଚିବା ପରେ ତାଙ୍କ କୌଳିକ ପଣ୍ଡା ତାଙ୍କୁ ଶ୍ରୀ ମନ୍ଦିର ଭିତରକୁ ନେଇଥିଲେ । ଅନୁପମ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ପରେ ଶ୍ରୀମନ୍ଦିରରେ
Read More...

ଟାଟା ପାୱାର୍‌ କମ୍ପାନୀ ଏମଡିଙ୍କ ବିରୁଦ୍ଧରେ ଏତାଲା

ସୁବର୍ଣ୍ଣପୁର: ଟାଟା ପାୱାର୍‌ କମ୍ପାନୀର ଅତ୍ୟାଚାର ଦିନକୁ ଦିନ ବଢି ଚାଲିଛି ଓ ମିଥ୍ୟା କାଗଜପତ୍ର, ବିଲ ଭାଉଚର ତିଆରି କରି, ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରି, ଧମକ ଚମକ ଦେଇ ବେଆଇନ ଭାବେ ପୂର୍ବର ଏରୀୟର ଟଙ୍କା ଆଦାୟ ପ୍ରତିବାଦରେ ଆଜି ଖାରୀ ସେକ୍ସନ ଅନ୍ତର୍ଗତ ବଲାଡି, ଡୁଙ୍ଗୁରିପାଲି,
Read More...

ବିବାଦକୁ ନେଇ ସାମ୍ବାଦିକ ସମ୍ମିଳନୀରେ ମତ ରଖିଲେ ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରୀୟା

ପୁରୀ: କଣ୍ଠ ଶିଳ୍ପୀ ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରୀୟା ମିଶ୍ରଙ୍କ ମଧ୍ୟରେ ଚାଲିଥିବା ବିବାଦ ଉପରେ ମତ ରଖିଛନ୍ତି ପତ୍ନୀ ଶ୍ରୀୟା ମିଶ୍ର । ପୁରୀରେ ଏକ ସାମ୍ୱାଦିକ ସମ୍ମିଳନୀ କରି ନିଜର ପକ୍ଷ ରଖିଛନ୍ତି । ହ୍ୟୁମାନ ସାଗର ଓ ତାଙ୍କ ମା ଦୁଇ ଜଣ ତାଙ୍କ ବାପା ମାଙ୍କ ନା ଗଣମାଧ୍ୟମରେ ଯେଭଳି
Read More...

୧୦ନଂ ଜୋନରେ ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ ପାଳିତ

ଗଞ୍ଜାମ/କୁକୁଡ଼ାଖଣ୍ଡି: କୁକୁଡ଼ାଖଣ୍ଡି ବ୍ଲକର ୧୦ନଂ ଜୋନରେ ଶନିବାର ଦିନ ଗୋପାଳପୁର ବିଜେଡି ପକ୍ଷରୁ ୨୬ତମ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି କାର୍ଯ୍ୟକ୍ରମକୁ ଲୋଚାପଡା ସ୍ଥିତ କାଳୀ ମନ୍ଦିର ପାର୍ଶ୍ୱ ପଡ଼ିଆ ଠାରେ ଆୟୋଜିତ କରାଯାଇଥିଲା । ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ
Read More...

ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ : ୨୦୨୩ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ । ନୟାଗଡର ଦଶପଲ୍ଲା ରେଞ୍ଜରୁ ଆସିଛି ରଥକାଠ । ୩ଟି ଟ୍ରକ୍‌ରେ ପ୍ରଥମ ପର୍ଯ୍ୟାୟ ଆସିଛି ୧୦୪ ଟି ରଥ କାଠ ଆସିଛି । ୧୨ ଫୁଟିଆ ଓ ୨୦ ଫୁଟିଆ ଅସନ ଧଉରା କାଠ ଆସିଛି । ଏଥିରୁ ୩ ଟି ଧଉରା କାଠ ଆସନ୍ତା ସରସ୍ୱତୀ
Read More...