Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଧାନ କିଣା ତଥ୍ୟ ଜାରି କଲେ ସରକାର, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଉଠିଛି ଧାନ
ଭୁବନେଶ୍ବର- ରାଜ୍ୟରେ ଆଜି ସୁଦ୍ଧା ଧାନ କିଣା ତଥ୍ୟ ଜାରି କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ସୁଦ୍ଧା ମଣ୍ଡିକୁ ୫୯ଲକ୍ଷ ୯୨ହଜାର ୮୭୪ମେଟ୍ରିକ ଟନ୍ ଧାନ ଆସିଛି । ୫୯ଲକ୍ଷ ୭୩ହଜାର ୫୫୨ମେଟ୍ରିକ ଧାନ କିଣା ହୋଇଛି । ସେଥି ମଧ୍ୟରୁ ୫୮ଲକ୍ଷ ୬ହଜାର ୪୩୨ମେଟ୍ରିକ ଟନ ଧାନ ଉଠା ହୋଇଛି ।!-->…
Read More...
Read More...
ରାଜ୍ୟରେ ବଢ଼ିବ ତାତି, କମିବ ଶୀତ
ଭୁବନେଶ୍ବର: ରାଜ୍ୟର ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଜିଲାଗୁଡିକରେ ସ୍ବାଭାବିକ ଶୀତ ପ୍ରକୋପ ଲାଗି ରହିଛି। ଉପକୂଳବର୍ତ୍ତୀ ଜିଲାଗୁଡିକରୁ ଶୀତ ଉଭାନ ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ଘଣ୍ଟା ପରେ ରାଜ୍ୟର ରାତି ତାପମାତ୍ରା ୨ରୁ ୩ଡିଗ୍ରୀ!-->…
Read More...
Read More...
ରାଜ୍ୟସଭା ନିର୍ବାଚନ ନେଇ ବଡ କଥା କହିଲେ କଂଗ୍ରେସ ବିଧାୟକ ଦଳ ନେତା
ଭୁବନେଶ୍ବର- ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କଂଗ୍ରେସ ରାଜ୍ୟସଭା ପାଇଁ ଗୋଟିଏ ପ୍ରାର୍ଥୀ ଦେବ । ଦଳ ଭିତରୁ ଜଣଙ୍କୁ ପ୍ରାର୍ଥୀ କରିବୁ, ଏକ୍ ହୋଇ ଜିତାଇବାକୁ ଚେଷ୍ଟା କରିବୁ । ନବୀନ!-->…
Read More...
Read More...
ଦୈନିକ ଖବରକାଗଜ ହୀରାଞ୍ଚଳ ସମ୍ବଲପୁର ସଂସ୍କରଣର ମୁଖ୍ୟ ଶିବ ପ୍ରସାଦ ମେହେରଙ୍କ ପରଲୋକ
ସମ୍ବଲପୁର: ଦୈନିକ ହୀରାଞ୍ଚଳ ପାଇଁ ଅପୂରଣୀୟ କ୍ଷତି । ଚାଲିଗଲେ ସମ୍ବଲପୁର ସଂସ୍କରଣର ମୁଖ୍ୟ ତଥା ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ମେହେର। ହଠାତ୍ ତାଙ୍କର ବିୟୋଗରେ ହୀରାଞ୍ଚଳ ପରିବାର ସ୍ତବ୍ଧ ହୋଇଯାଇଛି । ତାଙ୍କର ବିୟୋଗରେ ହୀରାଞ୍ଚଳ ସଂପାଦକ ଯୁଗଳ କିଶୋର ସାମଲ ଦୁଃଖ ପ୍ରକାଶ କରିବା ସହ!-->…
Read More...
Read More...
ଗୃହକାର୍ଯ୍ୟ ଆରମ୍ଭ ହେଉ ହେଉ ହଙ୍ଗାମା,୪ଟା ଯାଏଁ ମୁଲତବୀ
ଭୁବନେଶ୍ୱର : ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନ ଆରମ୍ଭରୁ ଗୃହରେ ହଙ୍ଗାମା । ଧାନ ରଖି ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଗୃହକାର୍ଯ୍ୟ ଆରମ୍ଭ ହେଉ ହେଉ ହଙ୍ଗାମା କରିଥିଲେ ବିରୋଧୀ । ବିଶେଷ କରି ଧାନମଣ୍ଡି ସମସ୍ୟାକୁ ନେଇ ବିଜେଡି ଓ କଂଗ୍ରେସ ପ୍ରତିବାଦ କରିଥିଲେ ।ଏମିତିକି!-->…
Read More...
Read More...
ସଲମାନ ଖାନଙ୍କ ପିତାଙ୍କ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା
ମୁମ୍ବଇ: ହିନ୍ଦୀ ସିନେମାର ଜଣେ ପ୍ରସିଦ୍ଧ ଲେଖକ ଏବଂ ବଲିଉଡ ଭାଇଜାନ ସଲମାନ ଖାନଙ୍କ ପିତା ସଲିମ ଖାନଙ୍କ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା । ସଲିମ୍ ହଠାତ୍ ଅସୁସ୍ଥ ହୋଇ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସଲମାନ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖବର ପାଇବା ପରେ ତୁରନ୍ତ ହସ୍ପିଟାଲରେ!-->…
Read More...
Read More...
ଟ୍ୟାଙ୍କରକୁ ଧକ୍କା ଦେଲା ବାଇକ, ଚାଲିଗଲା ୩ ଜଣଙ୍କ ଜୀବନ
ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ମଶୁରିପଦର ଛକ ନଟରାଜ ପେଟ୍ରଲ ପମ୍ପ ନିକଟରେ ଗତକାଲି ବିଳମ୍ବିତ ରାତିରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ୟାଙ୍କରକୁ ବାଇକଟିଏ ପଛରୁ ଧକ୍କା ଦେବା ଫଳରେ ୩ ଜଣଙ୍କର ମୃତ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି।ମୃତକମାନେ!-->…
Read More...
Read More...
ନନ୍ଦନକାନନକୁ ଦକ୍ଷିଣ ଆଫ୍ରିକାରୁ ଆସିବେ ଚିତା
ଭୁବନେଶ୍ୱର: ଓଡିଶା ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିବେ ଚିତା ବାଘ । ଚିଡିଆଖାନାରେ ଅଧିକରୁ ଅଧିକ ପର୍ଯ୍ୟଟକଙ୍କ ସୂଅ ଛୁଟିବ । ନନ୍ଦନକାନନର ବନ୍ୟଜନ୍ତୁ ଅଧ୍ୟାୟରେ ଲେଖାଯିବ ସ୍ୱର୍ଣ୍ଣିମ ଅଧ୍ୟାୟ । ଆଗକୁ କିଛି ଏପିରି ଯୋଜନା ରହିଛି । ଏବେ ଚିତା ବାଘ ଦେଖିବାକୁ ମଧ୍ୟପ୍ରଦେଶର କୁନୋ!-->…
Read More...
Read More...
ବଜେଟ୍ ଅଧିବେଶନ: ଅଭିଭାଷଣ ରଖିଲେ ରାଜ୍ୟପାଳ
ଭୁବନେଶ୍ୱର : ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ । ବିକଶିତ ଭାରତର ଓଡ଼ିଶା ହେବ ଗ୍ରୋଥ୍ ଇଞ୍ଜିନ୍ । ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରିବ । ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ । ପ୍ରଧାନମନ୍ତ୍ରୀ!-->…
Read More...
Read More...
ପ୍ରଜ୍ବଳିତ ହେଲା ବୃହତ୍ ଜଗତ ମଙ୍ଗଳ ଜାଗର ଦୀପ
ପୁରୀ- ମହାଶିବରାତ୍ରୀ ଅବ୍ୟବହିତ ପୂର୍ବରୁ ପବିତ୍ର ପଙ୍କୋଦ୍ଧାର ଏକାଦଶୀ ତିଥିରେ ଶୁକ୍ରବାର ପୁରୀସ୍ଥିତ ଶ୍ରୀଲୋକନାଥଙ୍କ ପୀଠରେ 16ତମ ବୃହତ ଜଗତମଙ୍ଗଳ ଜାଗର ଦୀପ ପ୍ରଜ୍ବଳିତ ହୋଇଛି | ସନ୍ଧ୍ୟାରେ ଶ୍ରୀଲୋକନାଥଙ୍କ ଗମ୍ଭୀରାରୁ ଦୀପ ଆସି ଏହି ବୃହତ୍ ଦୀପ ପ୍ରଜ୍ବଳନ କରାଯାଇଥିଲା। ଉତ୍ସବରେ!-->…
Read More...
Read More...