Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଉପଖଣ୍ଡରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଜେପି ପକ୍ଷରୁ ଉପ ଜିଲ୍ଲାପାଳ ଅଫିସ୍ ଘେରାଉ
ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡରେ ଚଳିତ ଖରିଫ ଋତୁରେ ମଣ୍ଡିରେ ଚାଷୀଙ୍କ ଧାନ କ୍ରୟର ଅବ୍ୟବସ୍ଥାକୁ ନେଇ ଆଜି ପାଟଣାଗଡ଼ ବିଜେପି ପକ୍ଷରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ବିଜେପି କର୍ମୀ ସହ ଶତାଧିକ ଚାଷୀ ବିଜେପି କାର୍ଯ୍ୟାଳୟ ଖମାର ପରିସରରେ ଏକତ୍ରିତ!-->…
Read More...
Read More...
ରାସ୍ତା ଦୁର୍ଘଟଣାରେ ଆହତ ମହିଳାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଇଲେ ଆରକ୍ଷୀ ଅଧିକ୍ଷକ
ସୁବର୍ଣ୍ଣପୁର : ଆଜି ସକାଳ ପ୍ରାୟ ୧୦ ଘଟିକା ସମୟରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସୋନପୁରରୁ ବିନିକା ଥାନାକୁ ଯାଉଥିବା ସମୟରେ ଉଲ୍ଲେ ଛକ ନିକଟରେ ଘାଟକଇତରା ଗ୍ରାମର ସନତ ଶତପଥି (୩୫), ତାଙ୍କ ସ୍ତ୍ରୀ ରୀନା ଶତପଥି ଓ ୩ ବର୍ଷର ଝିଅ ବାଇକ୍ରୁ ହମ୍ପସ ପାଖରେ ରକ୍ତ ଜୁଡୁ ବୁଡ଼ ହୋଇ!-->…
Read More...
Read More...
ଏମସିଏଲ ପକ୍ଷରୁ କମଳ ବଣ୍ଟନ
ଫୁଲବାଣୀ : ଆଜି ଫୁଲବାଣୀ କେନ୍ଦୁପଦର ସାହି ସ୍ଥିତ ସ୍ୱଧାର ଗୃହରେ ରହୁଥିବା ଅନ୍ତେବାସୀଙ୍କୁ ଏମସିଏଲ ତରଫରୁ କମ୍ବଳ ଓ ପ୍ରଶାସନ ତରଫରୁ ସାନିଟେସନ କୀଟ ବଣ୍ଟନ କରାଯାଇଛି । କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଅନୁରୋଧ କ୍ରମେ ଏମସିଏଲ କନ୍ଧମାଳକୁ ୩୦୦୦ କମ୍ବଳ କନ୍ଧମାଳ ପ୍ରଶାସନକୁ!-->…
Read More...
Read More...
ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ତରଫରୁ ସ୍ମାରକପତ୍ର ପ୍ରଦାନ
ନନ୍ଦାହାଣ୍ଡି : ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ଡାକରାରେ ଓଡିଶାର ୩୧୭ ଗୋଟି ତାହସିଲ ଶାଖା ପକ୍ଷରୁ ଆକାଉଣ୍ଟସ ପରୀକ୍ଷାକୁ ନେଇ ଥିବା ଅଦରକାରୀ ନିୟମକୁ ରଦ୍ଦ କରିବା ନେଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାରଙ୍କ!-->…
Read More...
Read More...
ଟଙ୍କା ପାଇଁ ହୋଇଥିଲା ଅମ୍ରିତ୍ର ଅପହରଣ : ଏସ୍ପି
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୁରାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୁଅ ଅମ୍ରିତ ନିଖୋଜ ଘଟଣାର ଗୁମର ଖୋଲୁଛନ୍ତି ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି । ଆଜି ଓଡ଼ଗାଁ ଆଦର୍ଶ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏସପି ସମସ୍ତ ତଥ୍ୟ!-->…
Read More...
Read More...
ଦୁଆର ମୁହଁରେ ରାଜସ୍ୱ ସେବା
ନନ୍ଦହାଣ୍ଡି : ନନ୍ଦହାଣ୍ଡି ତହସିଲ ଅନ୍ତର୍ଗତ ସିନ୍ଧିଗୁଡା ଗ୍ରାମ ପଂଚାୟତର ସିନ୍ଧିଗୁଡା ଗ୍ରାମରେ ରାଜସ୍ୱ ସେବା ପ୍ରଦାନ କରାଯାଇଛି । ଉକ୍ତ ଗ୍ରାମରେ ପ୍ରଥମ ପର୍ଯ୍ୟାୟରେ ୩୯ ଗୋଟି ପରିବାରକୁ ଗ୍ରାମକଣ୍ଠ ପରମ୍ଭିକ କାର୍ଯ୍ୟକ୍ରମରେ ଘର ଡିହ ପଟ୍ଟା ଦିଆଯାଇଛି । ବହୁ ବର୍ଷରୁ ଘର ଡିହ ପଟ୍ଟା!-->…
Read More...
Read More...
ହକି ବିଶ୍ୱକପ ଟ୍ରଫିକୁ ସ୍ୱାଗତ ପାଇଁ ଗଣମାଧ୍ୟମ ବୈଠକ
ପୁରୀ : ୨୦୨୩ ମସିହାରେ ପୁରୁଷ ହକି ବିଶ୍ୱକପ ଓଡ଼ିଶା ଆୟୋଜନ କରୁଛି । ଏହା ଏକ ଗୌରବ ର କଥା । ପୁଣି ଆମ ଦେଶରେ ହକି ବିଶ୍ୱକପ କେବେ ଅନୁଷ୍ଠିତ ହେବ ତାହା କହିହେବ ନାହିଁ । ତେଣୁ ଏହାକୁ ସ୍ମରଣୀୟ କରିବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର!-->…
Read More...
Read More...
ନିଶା ଦେଇ ଲୁଟ୍ ଘଟଣା, ୪ ଅଭିଯୁକ୍ତ ଗିରଫ
ପୁରୀ : ରେଳ ଯାତ୍ରୀଙ୍କୁ ପଇଡ଼ରେ ନିଶା ଦ୍ରବ୍ୟ ଦେଇ ଲୁଟ ଘଟଣାରେ ପୁରୀ ଆରପିଏଫ ଓ ଜିଆରପି ପୋଲିସ ଚାରି ଜଣକୁ ଗିରଫ କରିଛି । ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ୮ଟି ମୋବାଇଲ ଫୋନ ଓ ନଗଦ ୩୯୩୫୦ଟଙ୍କା ଜବତ କରିଛି । ପଇଡ଼ ଭିତରେ ନିଶା ଦ୍ରବ୍ୟ ଦେଇ ଅତି!-->…
Read More...
Read More...
କନ୍ଧମାଳ ଜିଲ୍ଲାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ
ଫୁଲବାଣୀ :କନ୍ଧମାଳ ଜିଲ୍ଲାରେ ଶାନ୍ତି ଓ ସଦ୍ଭାବନାର ସହିତ ଡିସେମ୍ବର ୨୫ ବଡ଼ଦିନ ଓ ୨୦୨୩ ନବବର୍ଷକୁ ପାଳନ ନିମନ୍ତେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍ଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ମିଟିଂ ଅନୁଷ୍ଠିତ ହୋଇଯାଇଛି । ଏହି ବଡ଼ ଦିନ ଓ ନବ!-->…
Read More...
Read More...
ମା’ ମଝିଘରିଆଣୀ ମନ୍ଦିର ଦାନହୁଣ୍ଡିରୁ ବାହାରିଲା ୬୨ଲକ୍ଷ ୨୨ହଜାର ଟଙ୍କା ସହ ସୁନାରୂପା ଅଳଙ୍କାର
ରାୟଗଡା: ରାୟଗଡା ସହରର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀ ମନ୍ଦିରର ୮ଗୋଟି ଦାନହୁଣ୍ଡି ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଖୋଲାଯାଇଥିଲା । ଦାନହୁଣ୍ଡିରୁ ନଗଦ ୬୨ ଲକ୍ଷ ୨୨ହଜାର ୫୯ ଟଙ୍କା ଆଦାୟ ହୋଇଥିବା ବେଳେ ୪୬ ଗ୍ରାମ ସୁନା ଓ ୧ କେଜି ୭୭୫ଗ୍ରାମ ରୂପା ଅଳଙ୍କାର ସହ ୩ଟି ପୁରୁଣା!-->…
Read More...
Read More...