Browsing Category

ରାଜ୍ୟ

ଘରକୁ ଘର ବୁଲି ଛତୁଆ ବାଣ୍ଟିଲେ ସୁପର ଭାଇଜର

ବାଲିଗୁଡ଼ା: ଘରକୁ ଘର ବୁଲି ଛତୁଆ ବାଣ୍ଟୁଛନ୍ତି ଅଙ୍ଗୱାଡ଼ି ସୁପର ଭାଇଜର । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ କ୍ଲଷ୍ଟରରେ । ରାଜ୍ୟ ବ୍ୟାପି ଅଙ୍ଗୱାଡ଼ି କର୍ମୀ ଓ ସହାୟିକା ମାନେ ତାଙ୍କର ଦାବୀ ପୂରଣ ଲାଗି ଧାରଣା ରେ ବସିଥିବା
Read More...

ଡ଼ଃ ଅଭିଷେକ ମିଶ୍ରଙ୍କ ପରଲୋକରେ ସୁବର୍ଣ୍ଣପୁର ସହରରେ ଶୋକ

ସୁବର୍ଣ୍ଣପୁର : ଗତକାଲି ସୁବର୍ଣ୍ଣପୁରର ଗୌରବ ତଥା ସମ୍ବଲପୁର ଜିଏମ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ ଅଭିଷେକ ମିଶ୍ର ଚିକିତ୍ସିତ ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି । ଏ ଘଟଣାରେ ସୋନପୁର ତଥା ସମ୍ୱଲପୁର ଜିଏମ କଲେଜରେ ଶୋକର ଛାୟା ଖେଳିଯାଇଥିବା ବେଳେ ଆଜି
Read More...

ସୁବର୍ଣ୍ଣପୁର ପୋଲିସର ବଡ଼ ସଫଳତା: ନକଲି ସୁନା ବନ୍ଧକ ମାମଲାରେ ୭ ଜଣ ଗିରଫ

ସୁବର୍ଣ୍ଣପୁର: ନକଲି ସୁନା ଦେଇ ବ୍ୟାଙ୍କକୁ ଲଗାଉଥିଲେ ଚୁନା । ଶେଷରେ ବନ୍ଧା ହୋଇ କୋର୍ଟ ଫରୱାର୍ଡ଼ ହେଲେ । ନକଲି ସୁନା ବନ୍ଧକ ରଖି ୫୨ ଲକ୍ଷ ଟଙ୍କାର ଋଣ ନେଇଥିବା ମାମଲାରେ ୭ ଜଣକୁ ଗିରଫ କରିଛି ସୁବର୍ଣ୍ଣପୁର ପୋଲିସ । ସ୍ଥାନୀୟ ବରୋଦା ବ୍ୟାଙ୍କରେ ଏହି ଠକେଇ ହୋଇଥିବା ନେଇ ସୋନପୁର
Read More...

୬୦ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ

ପୁରୀ : ରିଜର୍ଭ ପୋଲିସ ଲାଇନରେ ପାଳିତ ହୋଇଛି ୬୦ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ । ଉତ୍ସବରେ ଆରକ୍ଷୀ ଅଧିକ୍ଷକ କେ ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୃହରକ୍ଷୀ ମାନଙ୍କର କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଲେ ଯେ ବନ୍ୟା ବାତ୍ୟା ସମୟରେ ଗୃହରକ୍ଷୀ ମାନଙ୍କର କାର୍ଯ୍ୟ
Read More...

ସୁବର୍ଣ୍ଣପୁରରେ ବଢୁଛି ସାଇବର ଅପରାଧ, ଚିନ୍ତାରେ ବୁଦ୍ଧିଜୀବୀ

ସୁବର୍ଣ୍ଣପୁର - ଜିଲ୍ଲାରେ ସାଇବର ଅପରାଧୀଙ୍କ ବ୍ଲାକମେଲିଂ ଯୋଗୁଁ ପୀଡିତ ଆତ୍ମହତ୍ୟା ପରି କଠୋର ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି ।ରାଜସ୍ଥାନ ଅଲୱର ସହରର ଦୁଇଜଣ ସାଇବର ଅପରାଧୀଙ୍କ ବ୍ଳାକମେଲିଂ ଯୋଗୁଁ ବରପାଲି ପିଏନବି ବ୍ୟାଙ୍କ ମ୍ୟାନେଜର ଦିବ୍ୟ ରଂଜନ ମିଶ୍ର
Read More...

ବ୍ରାହ୍ମଣୀଗାଁ ସେଣ୍ଟ ଜୋହନ ସ୍କୁଲରୁ ଚୋରି ଉଦ୍ୟମ, ଆଂଶିକ ଭଙ୍ଗାରୁଜା

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ସେଣ୍ଟ ଜୋହନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ହୋତା ଭିତରେ ପଶି କେହି ଦୁର୍ବୃତ୍ତ ଭଙ୍ଗାରୁଜା କରି ଅନୁଷ୍ଠାନର କ୍ଷୟକ୍ଷତି କରିଥିବା ନେଇ ସ୍କୁଲର ଅଧ୍ୟକ୍ଷ କପିଳାସ ନାୟକ ବ୍ରାହ୍ମଣୀଗାଁ
Read More...

ବ୍ରାଉନସୁଗାର ଜବତ, ଜଣେ ଗିରଫ

ପୁରୀ : ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଉପ-ନିରୀକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଓ ନୂଆହାଟ ଫାଣ୍ଡି ଅଧୀନ ନରସିଂହପୁରଶାସନ ମଲ୍ଲିକସାହି ଠାରେ ଚଢ଼ାଉକାରି କଟକ ଜିଲ୍ଲା ଏବଂ ନିଆଳି ଥାନା ଅଧୀନ ନୂଆବେତେଣ୍ଡା
Read More...

ଏନୱାଇକେ ପକ୍ଷରୁ ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ଦିବସ ପାଳିତ

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସ୍ଥାନୀୟ ସରକାରୀ ଆଇଟିଆଇ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ସରକାରୀ ଆଇଟିଆଇ ଫୁଲବାଣୀର ଅଧ୍ୟକ୍ଷ ଇଂଜିନିୟର ପ୍ରକାଶ
Read More...

ଗଣେଶ ବିଦ୍ୟାପୀଠରେ ବିଜ୍ଞାନମେଳା

ଗଞ୍ଜାମ : ସରକାରୀ ଗଣେଶ ବିଦ୍ୟାପୀଠ ଗଣ୍ଡଳା ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ ।ବ୍ଲକଶିକ୍ଷାଧିକାରୀ ଏସ ଗିରିଧରଙ୍କ ତତ୍ୱାଧନରେ
Read More...

ସାଧାରଣ ଶିଶୁଠାରୁ ଭିନ୍ନ ଏକ ଶିଶୁ କନ୍ୟା ଜନ୍ମ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ କରୁଆଁଝର ପଞ୍ଚାୟତ ମସିଣା ଗ୍ରାମର ଅକାଲୁ ପରୁଆ ଓ ଚିନି ପରୁଆଙ୍କ ପୁତ୍ର ସନ୍ତୋଷ ପରୁଆଙ୍କ ସ୍ତ୍ରୀ ଅନୁରି ପରୁଆଙ୍କ ପ୍ରଥମ କନ୍ୟା ସନ୍ତାନ ଜନ୍ମ ନେଇଛି ଯାହାର ମଳ ଦ୍ୱାର ନାହିଁ କିମ୍ବା ସାଧାରଣ ଭାବେ ମୁତ୍ରାଶୟ ମଧ୍ୟ ନାହିଁ । ସୂଚନାରୁ
Read More...