Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୁପ୍ରିମକୋର୍ଟର କଡ଼ା ତାଗିଦ ସତ୍ତେ୍ୱ୍ୱ ଆନ୍ଦୋଳନ, ବନ୍ଦ ରହିଲା କୋର୍ଟ କଚେରୀ
ସମ୍ବଲପୁର : କୋର୍ଟ କଚେରୀ ବନ୍ଦ ଆନ୍ଦୋଳନରୁ ବିରତ ରହିବାକୁ ସୁପ୍ରିମକୋର୍ଟର କଡ଼ା ତାଗିଦ ସତ୍ତେ୍ୱ ସମ୍ବଲପୁରରେ ଆଜି ଓକିଲ ଓ ଜନସାଧାରଣଙ୍କ ପକ୍ଷରୁ ଆନ୍ଦୋଳନ ଅବ୍ୟାହତ ରହିଛି । ସବୁ ଦିନପରି ଜିଲ୍ଲା ଜଜ ନିଜ ସହଯୋଗୀ ମାନଙ୍କ ସହିତ ନିଜ କାର୍ଯ୍ୟରେ ଯୋଗ ଦେବାକୁ ଆସି କଚେରୀ ଛକଠାରେ!-->…
Read More...
Read More...
ବୌଦ୍ଧ ଜିଲ୍ଲାର ଜଳସେଚନ ସମସ୍ୟା ନେଇ ଭାରତୀୟ କିଷାନ ସଂଘ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ବୌଦ୍ଧ : ନଦନଦୀରେ ପରିପୂର୍ଣ୍ଣ ବୌଦ୍ଧ ଜିଲ୍ଲା ରକ୍ଷଣା ବେକ୍ଷଣ ଅଭାବରୁ ବୌଦ୍ଧ ଜିଲ୍ଲାର ଚାଷୀ ବାରମ୍ବାର ମରୁଡିର ସମ୍ମୁଖୀନ ହେଉଛନ୍ତି । ଭାରତୀୟ କିଷାନ ସଂଘ ଆଜକୁ ପ୍ରାୟ ୧୧ ବର୍ଷ ହୋଇ ସାଲୁଙ୍କି ନଦୀର ଗମ୍ଭିରା ଦରହଠାରେ ଏକ ଜଳ ଭଣ୍ଡାର ନିର୍ମାଣ ଦାବିକୁ ସରକାର ଅଣଦେଖା କରି ଆସୁଛନ୍ତି!-->…
Read More...
Read More...
୭ଦଫା ଦାବିରେ ଆଶା କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ବାଲିଗୁଡ଼ା : ୭ ଦଫା ଦାବିରେ ଆଶା କର୍ମୀଙ୍କ ଆନ୍ଦୋଳନ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲେ ସମୁହ ଆଶା କର୍ମୀ । ଆଶା କର୍ମୀ ମାନଙ୍କର ଦୀର୍ଘ ଦୀନର ନ୍ୟାର୍ଯ୍ୟ ଦାବି ପୂରଣ ହୋଇନଥିବାରୁ ଭାରତୀୟ ମଜଦୁର ସଂଘ!-->…
Read More...
Read More...
ମୋଡେଲ ଅଙ୍ଗନୱାଡି କେନ୍ଦ୍ର ଓ ପାଠାଗାର ଉଦଘାଟନ
ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅନ୍ତର୍ଗତ କରୁଆଁଝର ପଞ୍ଚାୟତ ଝଲିଆଲିଟି ଅଙ୍ଗନୱାଡି କେନ୍ଦ୍ରକୁ ସମନ୍ୱିତ ଶିଶୁ ବିକାଶ କେନ୍ଦ୍ର ତରଫରୁ କରୁଆଁଝର ପଞ୍ଚାୟତ ର ଏହି ଅଙ୍ଗନୱାଡି କେନ୍ଦ୍ରକୁ ମୋଡେଲ କେନ୍ଦ୍ର କରାଯାଇଛି । ଏହି କେନ୍ଦ୍ର କୁ ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ!-->…
Read More...
Read More...
ଝିଅକୁ ହତ୍ୟା ଅଭିଯୋଗ ଆଣିଲେ ବାପା
ବଲାଙ୍ଗୀର: ଜ୍ୱାଇଁ ଓ ଶାଶୁ ଘରଲୋକ ଝିଅକୁ ମାରିଦେଇଥିବା ଅଭିଯୋଗ କରିଛନ୍ତି ଝିଅର ବାପା ଦେବ ପଧାନ । ଅଭିଯୋଗ ଅନୁସାରେ,ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସେରକେଲା ଗ୍ରାମର ଦେବଙ୍କ ଝିଅ ରୁକୁଣୀ ଏପ୍ରିଲ ୨୦୨୧ରେ ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ପୁଆ ଗ୍ରାମର ରଞ୍ଜନ!-->…
Read More...
Read More...
ପୁଣି ବଢ଼ିଲା ହାଇ ସିକ୍ୟୁରିଟି ନମ୍ୱର ପ୍ଲେଟ୍ ଅବଧି
କଟକ: ପୁଣି ଥରେ ଗାଡ଼ି ଚାଳକଙ୍କୁ ମିଳିଲା ଆଶ୍ୱସ୍ତି । ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ଲଗାଇବାକୁ ମିଳିଲା ମାସେ ମହଲତ । ଯେଉଁ ସବୁ ଗାଡ଼ିର ନମ୍ୱର ପ୍ଲେଟ୍ର ଶେଷ ଅଙ୍କ ୧, ୨, ୩, ୪ ରହିଛି, ଉକ୍ତ ଗାଡ଼ିଗୁଡ଼ିକର ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ଲଗାଇବା ଅବଧିକୁ ପୁଣି ମାସେ ବଢ଼ାଇ!-->…
Read More...
Read More...
ଡିସେମ୍ବର ୯ରୁ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଖାତା ଦେଖା
ଭୁବନେଶ୍ୱର: ଶେଷ ହେଲା ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା । ଡିସେମ୍ବର ୯ରୁ ଆରମ୍ଭ ହେବ ମୂଲ୍ୟାୟନ। ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖିବେ ୧୨ ହଜାର ୪୫୦ ଶିକ୍ଷକ। ସକାଳ ୯ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖାତା ଦେଖା ହେବ । ୧୦ ଦିନରେ ଖାତା ଦେଖା ସାରିବା ଲକ୍ଷ୍ୟ ରଖା ଯାଇଥିବା କହିଛନ୍ତି!-->…
Read More...
Read More...
ଆକ୍ସନ୍ ମୋଡ୍ରେ ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ
ଦଶପଲ୍ଲା : ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଗତକାଲି ଦିବା ୧୦ ଘଟିକା ସମୟରେ ଅଚାନକ ଭାବରେ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ଜାକେଡା ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ ।!-->…
Read More...
Read More...
ଜାନୁଆରୀ ୪ରୁ ରାଜ୍ୟସ୍ତରୀୟ ଦଶପଲ୍ଲା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ
ଦଶପଲ୍ଲା : - ଦଶପଲ୍ଲାର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ସ୍ପୋର୍ଟିଭ୍ ସ୍ପୋର୍ଟସ ସୋସାଇଟି ଆନୁକୂଲ୍ୟରେ ଆସନ୍ତା ଜାନୁଆରୀ ୪ ତାରିଖଠାରୁ ରାଜ୍ୟସ୍ତରୀୟ ଦଶପଲ୍ଲା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟ ଦଶପଲ୍ଲା ଗାନ୍ଧୀ ପଡ଼ିଆଠାରେ ଅନୁଷ୍ଠିତ ହେବ । ଏନେଇ ଏକ!-->…
Read More...
Read More...
ଜିଲ୍ଲାସ୍ତରୀୟ ଆପଦା ମିତ୍ର ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ରଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୁଲ୍ୟରେ ଚାଲିଥିବା ୧୨ଦିନିଆ ତାଲିମ୍!-->…
Read More...
Read More...