Browsing Category

ରାଜ୍ୟ

ନବରଙ୍ଗପୁରରେ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ନାଥ, ତେଣୁ ତାଙ୍କ ଦର୍ଶନ ପାଇଁ କୌଣସି ବାଧା ରହିବା ଉଚିତ ନୁହେଁ। ପ୍ରତିଟି ଓଡିଆ ଯେପରି ଜୀବନରେ ଅନ୍ତତଃ ଥରେ ସମ୍ମାନର ସହ ମହାପ୍ରଭୁଙ୍କ ଦର୍ଶନ ପାଇବେ, ଏହି ଚିନ୍ତାଧାରା ରଖି ଆମ ସରକାର ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ
Read More...

ରାଜଧାନୀରେ ‘ଭାରତ ବନ୍ଦ’ର ପ୍ରଭାବ

ଭୁବନେଶ୍ୱର: କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି ଆଜି ୧୨ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଛି । ଏହି ବନ୍ଦର ପ୍ରଭାବ ଓଡ଼ିଶାର ବିଭିନ୍ନ ସ୍ଥାନରେ ପଡଛି । ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ଛକରେ ଆନ୍ଦୋଳନକାରୀମାନେ ପିକେଟିଂ କରିବା ସହ ଗାଡିକୁ ଅଟକାଇଛନ୍ତି । ଆଇଗିଣୀଆ ଛକ,
Read More...

ଆସନ୍ତାକାଲି ଭାରତ ବନ୍ଦ ଡାକରା

ଭୁବନେଶ୍ୱର: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ ସଂଗଠନ। ଦେଶର ୧୦ ଟ୍ରେନ ୟୁନିଅନ ସଂସ୍ଥା ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଚାଷୀ ସଂଗଠନ ସମର୍ଥନରେ ଅନେକ କେନ୍ଦ୍ରୀୟ
Read More...

ରିତୁ ତାୱାଡ଼େ ମୁମ୍ବାଇ ନୂଆ ମେୟର

ନୂଆଦିଲ୍ଲୀ; ବିଏମସି ନିର୍ବାଚନ ଫଳାଫଳ ପରେ ସମସ୍ତଙ୍କ ନଜର ମୁମ୍ବାଇ ମେୟରଙ୍କ ପଦବୀ ଉପରେ ରହିଥିଲା । କିଏ ଏହି ଆସନରେ ବସିବ ଚର୍ଚ୍ଚା ଲାଗି ରହିଥିଲା । ବିଜେପିର ବିଜୟ ପରେ ସେମାନଙ୍କ ଦଳରୁ ଜଣେ ମେୟର ହେବେ ବୋଲି ଘୋଷଣା କରାଯାଇଥିଲା । ଆଜି, ସେହି ପ୍ରତିଶ୍ରୁତି ଆନୁଷ୍ଠାନିକ ଭାବରେ
Read More...

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି ଚୂଡ଼ାନ୍ତ ତାଲିକାରେ ସମ୍ପୃକ୍ତ ଶିକ୍ଷକଙ୍କ ନାମ ଉଲ୍ଲେଖ କରାଯାଇଛି। ଏ ସଂକ୍ରାନ୍ତରେ ସୂଚନା ଦେଇ
Read More...

ଭାରତକୁ ବଡ଼ ଝଟକା, ଅଭିଷେକ ଶର୍ମା ହସ୍ପିଟାଲରେ ଭର୍ତ୍ତି; ବୁମରାହ ଓ ସୁନ୍ଦରଙ୍କ ନେଇ ଆସିଲା ବଡ ଅପଡେଟ୍

ନୂଆଦିଲ୍ଲୀ। ନାମିବିଆ ବିପକ୍ଷ ଟି୨୦ ବିଶ୍ୱକପ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ଏକ ବଡ଼ ଝଟକା ଲାଗିଛି। ଭାରତୀୟ ଓପନର ଅଭିଷେକ ଶର୍ମା ଅସୁସ୍ଥ ହୋଇପଡ଼ିଛନ୍ତି ଏବଂ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭାରତୀୟ ଦଳର ପରବର୍ତ୍ତୀ ମ୍ୟାଚ୍ ଗୁରୁବାର ଅରୁଣ ଜେଟଲି
Read More...

 ଭିଜିଲାନ୍ସ ଜାଲରେ ଅନୁଗୁଳ ସିଡିଏମଓ ଅଫିସର ଜୁନିଅର ଆସିଷ୍ଟାଣ୍ଟ 

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଜୁନିଅର ଆସିଷ୍ଟାଣ୍ଟ । ଭିଜିଲାନ୍ସ ଜାଲରେ ଅନୁଗୁଳ ସିଡିଏମଓ ଅଫିସର ଜୁନିଅର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରା। ଏକାସାଙ୍ଗେ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚାଲିଥିଲା ଚଢାଉ ।ଖବର ଅନୁଯାୟୀ, ୨ କୋଟି ୩୮ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର
Read More...

୨୫୦ଟି ନୂଆ ଆମ୍ବୁଲାନ୍ସକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆମ୍ବୁଲାନ୍‌ସ ସେବାର ଦକ୍ଷତା ଆଣି କମ୍ ସମୟରେ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଳିଙ୍ଗ ଷ୍ଟାଡିୟମ ଠାରେ ଦ୍ବିତୀୟ ପର୍ଯ୍ୟାୟରେ ୨୫୦ଟି ନୂଆ ଆମ୍ବୁଲାନସର ଶୁଭାରମ୍ଭ କରିଛନ୍ତି। ରାଜ୍ୟବାସୀଙ୍କୁ ଜରୁରୀକାଳୀନ ଚିକିତ୍ସା ସୁବିଧା
Read More...

ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ : ଫାଇନାଲରେ ସମ୍ବଲପୁର ବନାମ ଫୁଲବାଣୀ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ- ୨୦୨୬ ର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଯୁନାଇଟେଡ଼ ସ୍ପୋର୍ଟ୍ସ କ୍ଲବ ବରଗଡ଼ ସହ ଜେ.ଡି. କ୍ଲବ-ଫୁଲବାଣୀ ର
Read More...

ବିଏସ୍ଏଫ୍ ୧୩୬ ବିଟାଲିୟନ୍ ଦ୍ବାରା ଜନସମ୍ପର୍କ ଶିବିର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ସାଡ଼ିଙ୍ଗିଆଠାରେ ଅବସ୍ଥାପିତ ବିଏସ୍ଏଫ୍ ୧୩୬ ବାଟାଲିୟନ୍ ଦ୍ବାରା ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । କମାଣ୍ଡାଣ୍ଟ୍ ମାନସ ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଦ୍ବିତୀୟ କମାଣ୍ଡାଣ୍ଟ୍ ନିର୍ମଳ ଚନ୍ଦ୍ର ଦାସ,
Read More...