Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁତୁରା ଟାଙ୍ଗିଆ ଚୋଟରେ ମଉସାର ପ୍ରାଣ ଗଲା
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁଗୁଡା କଲୋନୀ ଗାଁରେ ଆଜି ଘଟିଛି ଏକ ନାରକୀୟ ହତ୍ୟାକାଣ୍ଡ । ସମ୍ପର୍କୀୟ ପୁତୁରାର ଟାଂଗିଆ ଚୋଟରେ ମଉସାର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ପ୍ରାପ୍ତ ସୂଚନା ମୁତାବକ , ବୁଗୁଡା କଲୋନୀ ଗ୍ରାମର କବିର ପ୍ରଧାନ!-->…
Read More...
Read More...
ମହାନଗର ନିଗମ ହେବ ପୁରୀ ଜଗନ୍ନାଥ ଧାମ
ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ ଲୋକସେବା ଭବନରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ପୁରୀ ଆଉ ପୌରାଞ୍ଚଳ ମାନ୍ୟତାରେ ରହିବ ନାହିଁ । ଏଣିକି ପୁରୀ ଜଗନ୍ନାଥ ଧାମ ମହାନଗର ନିଗମ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
କ୍ରମବର୍ଦ୍ଧିଷ୍ଣୁ!-->!-->!-->…
Read More...
Read More...
ସୁନାବେଶ ଓ ବାହୁଡା଼ଯାତ୍ରା ପାଇଁ ଆଇନମନ୍ତ୍ରୀଙ୍କ ସମୀକ୍ଷା
ପୁରୀ-ଆସନ୍ତାକାଲି ମହାପ୍ରଭୁଙ୍କର ପବିତ୍ର ବାହୁଡ଼ା ଯାତ୍ରା ଏବଂ ରବିବାର ସୁନାବେଶ। ଏହାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ନେଇ ପୁରୀ ଆସି ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ନୀତି ସହିତ ସମ୍ପୃକ୍ତ ସମସ୍ତ ସେବାୟତ ସମୟ ଅନୁଯାୟୀ ନୀତିକାନ୍ତି କରିବେ। ପ୍ରଶାସନ!-->…
Read More...
Read More...
ଆସନ୍ତାକାଲି ବାହୁଡ଼ିବେ ମହାବାହୁ,ଆଡପମଣ୍ଡପରେ ଲକ୍ଷାଧିକ ଭକ୍ତ କଲେ ସନ୍ଧ୍ୟା ଦର୍ଶନ
ପୁରୀ- ଆଡ଼ପମଣ୍ଡପ ମଣ୍ଡପରେ ଚଳିତବର୍ଷର ଶେଷ ଦର୍ଶନ ଦେଲେ ଶ୍ରୀଜୀଉ । ଜନ୍ମବେଦୀରେ ନବମୀ ତିଥିରେ ଶ୍ରୀଜୀଉଙ୍କୁ ସନ୍ଧ୍ୟାଦର୍ଶନ କଲେ ଲକ୍ଷାଧିକ ଭକ୍ତ,ଶ୍ରଦ୍ଧାଳୁ ।ସନ୍ଧ୍ୟା ଦର୍ଶନ ଅବଧିକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଆସନ୍ତାକାଲି ବାହୁଡା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି |!-->…
Read More...
Read More...
AEE ଦିଲେଶ୍ୱର ମାଝୀ ଗିରଫ
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧାହେଲେ ଟିଟିଲାଗଡ଼ ଆର ଆଣ୍ଡ ବି ସବ୍-ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଦିଲେଶ୍ୱର ମାଝୀ । ଆୟଠୁ ଅଧିକ ସମ୍ପତ୍ତି ଜମା କରିବା ଅଭିଯୋଗରେ ଗୁରୁବାର ଦିଲେଶ୍ୱର ମାଝୀଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ଏହି!-->…
Read More...
Read More...
ଅଫିସ୍କୁ ଫେରିଲେ ଓଏଏସ୍ ଅଧିକାରୀ, ୩ ଦିନ ପରେ ସ୍ବାଭାବିକ୍ ହେଲା ରାଜ୍ୟରେ ଶାସନ ବ୍ୟବସ୍ଥା
ଭୁବନେଶ୍ବର: ଆଜିଠୁ ସ୍ୱାଭାବିକ ହେଲା ଶାସନ ବ୍ୟବସ୍ଥା । ତିନି ଦିନ ଧରି ରାଜ୍ୟବ୍ୟାପି ଓଏଏସମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଅଟକି ରହିଥିଲା ପ୍ରାଶାସନିକ ବ୍ୟବସ୍ଥା । ଆଜିଠୁ ପୁଣି କାର୍ଯ୍ୟରେ ଯୋଗ ଦେଲେ ଅଧିକାରୀ । ତହସିଲ, ବ୍ଳକ ଅଫିସକୁ ବିଭିନ୍ନ କାର୍ଯ୍ୟରେ ଯାଉଥିବା ଲୋକେ!-->…
Read More...
Read More...
ବାହୁଡ଼ା ଯାତ୍ରା ଶୀଘ୍ର ସମ୍ପନ୍ନ କରିବା ପାଇଁ ପ୍ରସ୍ତୁତି ବୈଠକ
ବୌଦ୍ଧ - ଆଜି ସର୍କିଟ ହାଉସ୍ ଠାରେ ବାହୁଡା଼ ଯାତ୍ରା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଦେବୋତ୍ତର ଅଧିକାରୀ ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆଙ୍କ ଆବାହକତ୍ଵରେ ଆଲୋଚନା ହୋଇଥିଲା l ବାହୁଡା଼ ଯାତ୍ରା ଦିନ ସନ୍ଧ୍ୟା ପୂର୍ବରୁ ରଥ ଟାଣିବା ପାଇଁ ପ୍ରସ୍ତାବ ଗୃହୀତ!-->…
Read More...
Read More...
ଜୁନିଅର୍ ରେଡକ୍ରସ୍ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ
ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ, ଲୁଣୀବାହାଲ ଠାରେ ଜିଲ୍ଲା ଜୁନିୟର ରେଡକ୍ରସ୍ ପରାମର୍ଶଦାତାଙ୍କ ତ୍ରିଦିବସୀୟ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇ ଯାଇଛି। ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ୍ ଦୂବେଙ୍କ ସଭାପତିତ୍ବରେ ଅନୁଷ୍ଠିତ!-->…
Read More...
Read More...
ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା, ୬ ଗ୍ରାମ୍ ବ୍ରାଉନ ସୁଗାର ସହ ଗଞ୍ଜେଇ ଜବତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ଦିନକୁଦିନ ବାଲିଗୁଡ଼ା ଅଞ୍ଚଳରେ ବେଆଇନ୍ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବା ବେଳେ ଏବେ ବ୍ରାଉନ୍ ସୁଗାର୍ କାରବାର ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମାଫିଆ ମାନଙ୍କୁ ଗିରଫ କରିବା ସହ ଅଞ୍ଚଳରେ ନିଶା!-->…
Read More...
Read More...
ପୁଣି ଲଘୁଚାପ: ୧୪ ଜିଲାରେ ପ୍ରବଳ ଛେଚିବ
ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି। ଉତ୍ତର ଓଡ଼ିଶା ଏବଂ ଏହାର ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ବଙ୍ଗୋପସାଗର ନିକଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉପରମୁଣ୍ଡରେ ଲଗାଣ ବର୍ଷା ଫଳରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବୁଧବାର ୩ ଜିଲା ପାଇଁ ଆଞ୍ଚଳିକ ପାଣିପାଗ!-->…
Read More...
Read More...