Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ବାଲୁକା କଳା
ପୁରୀ : ପ୍ରତ୍ୟକବର୍ଷ ଜୁଲାଇ ୨୯ ତାରିଖରେ ବିଶ୍ୱ ବ୍ୟାଘ୍ର ଦିବସ ପାଳନ ହୋଇଥାଏ । ଏହି ଅବସରରେ ଡବ୍ଲୁଡବ୍ଲୁଏଫ୍-ଇଣ୍ଡିଆ ଓ ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହଯୋଗରେ ପୁରୀ ବେଳାଭୂମିରେ ଏକ ପ୍ରେରଣାଦାୟକ ବାଲୁକାକଳା ଅନୁଷ୍ଠିତ ହୋଇଯାଇଛି । ଏହି ବାଲୁକା!-->…
Read More...
Read More...
ଅଗଷ୍ଟ ୨୯ ଏବଂ ୩୦ରେ ଭୁବନେଶ୍ବରରେ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ
ଭୁବନେଶ୍ବର: ଆଗାମୀ ଅଗଷ୍ଟ ୨୯ ଏବଂ ୩୦ ତାରିଖରେ ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ୧୯୯୪ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ସଂସଦୀୟ କମିଟିର ବୈଠକ ହେବାକୁ ଯାଉଛି। ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା କମିଟିର!-->…
Read More...
Read More...
PWD ସହକାରୀ ଯନ୍ତ୍ରୀଙ୍କ ପୈତୃକ ବାସଭବନରେ ଭିଜିଲାନ୍ସ ଚଢ଼ାଉ
ଗଣିଆ : ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଗ୍ରାମର ରାଜକିଶୋର ଜେନାଙ୍କ ପୈତୃକ ବାସଭବନରେ ଆଜି ସକାଳୁ ଭିଜିଲାନ୍ସ ଟିମର ଏକ ପାଞ୍ଚଜଣିଆ ଦଳଚଢ଼ାଉ କରିଛନ୍ତି । ସେ PWD ଭୁବନେଶ୍ୱର ଡିଭିଜନ ୩ ରେ ସହକାରୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଥିଲେ ।ଆଜି ଏକା ସାଙ୍ଗରେ ପୈତୃକ!-->…
Read More...
Read More...
ବିଶ୍ୱ ମଞ୍ଚରେ ଦୀପିକା ପାଦୁକୋନଙ୍କ ପ୍ରାଧାନ୍ୟ! ‘ଦି ସିଫ୍ଟ’ର 90 ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ହେଲେ…
ବିଶ୍ୱ ସାଂସ୍କୃତିକ ପ୍ରକାଶନ 'ଦି ସିଫ୍ଟ' ସକ୍ରିୟତା, ସୃଜନଶୀଳତା, ନେତୃତ୍ୱ ଏବଂ ସାଂସ୍କୃତିକ ପ୍ରଭାବ ସହିତ 90 ରୁ ଅଧିକ ଅସାଧାରଣ ମହିଳାଙ୍କ ସଦ୍ୟତମ ତାଲିକା ପ୍ରକାଶ କରିଛି। ଏହି ମହିଳାମାନଙ୍କ ମଧ୍ୟରେ ଅମାଲ କ୍ଲୁନି, ମାରିସ୍କା ହାର୍ଗିଟେ, ସେଲେନା ଗୋମେଜ୍, ବିଲି ଏଲିସ୍, ଆଞ୍ଜେଲିନା!-->…
Read More...
Read More...
ବୁମରାହଙ୍କୁ ନେଇ ଏହି ବଡ କଥା କହିଲେ ଗିଲ୍, ଖେଳିପାରନ୍ତି ପଞ୍ଚମ ଟେଷ୍ଟ
ନୂଆଦିଲ୍ଲୀ-ଟିମ୍ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ୍ ଶେଷ ଟେଷ୍ଟରେ ଜସପ୍ରିତ ବୁମରାହ ଖେଳିବା ବିଷୟରେ ଏପରି ଉତ୍ତର ଦେଇଛନ୍ତି ଯେ ସସପେନ୍ସ ଶେଷ ହେବା ପରିବର୍ତ୍ତେ ବଢ଼ିଯାଇଛି। ପ୍ରକୃତରେ, ଇଂଲଣ୍ଡ ଗସ୍ତ ପୂର୍ବରୁ, ବୁମରାହ ବିଷୟରେ ଏକ ଅପଡେଟ୍ ଦିଆଯାଇଥିଲା ଯେ ସେ ମୋଟ କେବଳ ତିନୋଟି ମ୍ୟାଚ୍!-->…
Read More...
Read More...
ଶ୍ରୀଜୀଉଙ୍କ ଖସାପଡା ନୀତି ସଂପନ୍ନ
ପୁରୀ- ଶ୍ରାବଣ ଶୁକ୍ଳ ଚତୁର୍ଥୀ ତିଥି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ଶ୍ରୀଜୀଉ ମାନଙ୍କର ଖସାପଡା ନିତି। ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକ ମାନେ ରତ୍ନସିଂହାସନ ଉପରେ ଚଢ଼ି ଚାରିଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତନିତି ସମ୍ପାଦନ କରିଥିଲେ। ସେଥିପାଇଁ ସଂଧ୍ୟା ୬ଟା ଠାରୁ ରାତି!-->…
Read More...
Read More...
ଭିଜିଲାନ୍ସ ଜାଲରେ ଆଉଜଣେ ସରକାରୀ ବାବୁ
ଭୁବନେଶ୍ୱର: ସଡକ ଓ ଗୃହ ନିର୍ମାଣ (R&B) ଡିଭିଜନ୍ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ମଙ୍ଗଳବାର ଭିଜିଲାନ୍ସ ଟିମ୍ ଏକକାଳୀନ ଭାବେ ୧୦ଟି ସ୍ଥାନରେ ତଦନ୍ତ କରିଛି।
ଭୁବନେଶ୍ୱରର ଗାଲେରିଆ ଓ ସିମ୍ଫୋନୀ ମଲ୍ ସମେତ ନୟାଗଡ଼ର ବିଭିନ୍ନ!-->!-->!-->…
Read More...
Read More...
ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ପୁରୀ : ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଆଜି କୃଷ୍ଣ ପ୍ରସାଦ ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଦିବ୍ୟ ରଞ୍ଜନ ପରିଡା ଏଥିରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୋଟ ୭୭ ଗୋଟି ଅଭିଯୋଗ ମିଳିଥିଲା। ସେଥିରୁ ୫୩ ଗୋଟି ବ୍ୟକ୍ତି ଗତ,୨୦ ଗୋଟି ଗ୍ରାମ ସମ୍ବନ୍ଧୀୟ ଓ!-->…
Read More...
Read More...
ଅଗଷ୍ଟରେ ୧୦ ଦିନ ବାତିଲ ରହିବ ସମ୍ବଲପୁର-ପୁରୀ ଇଣ୍ଟରସିଟି
ସମ୍ବଲପୁର: ସମ୍ବଲପୁର ଷ୍ଟେସନର ଉନ୍ନୟନ କାର୍ଯ୍ୟ ଯୋଗୁ ୨୫ ଟ୍ରେନ୍ ବାତିଲ ହୋଇଛି ଓ ୯ଟି ଟ୍ରେନ୍ର ମାର୍ଗ ପରିବର୍ତ୍ତନ କରାଯାଇଛି। ଯାତ୍ରୀ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳର ସୂଚନା ଅନୁସାରେ ୬୮୨୧୩ ଟିଟଲାଗଡ଼-ବିଳାସପୁର!-->…
Read More...
Read More...
ଆଜି ଏହି ସବୁ ଜିଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର:ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମବଙ୍ଗ ଉପକୂଳ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ବାଂଲାଦେଶର ସଂଲଗ୍ନ ଅଞ୍ଚଳ ଉପରେ କେନ୍ଦ୍ରୀଭୂତ ହୋଇ ଅବପାତର ରୂପ ନେଇଛି। ଏହି ଅବପାତ କ୍ରମଶଃ!-->…
Read More...
Read More...