Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍କ୍ଷେପଣ
ଭୁବନେଶ୍ୱର: ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍କ୍ଷେପଣ କରାଯାଇଛି। ସୋମବାର ସକାଳ ୯.୪୫ରେ ଅବଦୁଲ କଲାମ ଆଇଲାଣ୍ଡରୁ ଉତ୍କ୍ଷେପଣ କରାଯାଇଛି। DRDO ଦ୍ୱାରା ବିକଶିତ ଏହି କ୍ଷେପଣାସ୍ତ୍ର ୧୫୦ରୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷଭେଦ କ୍ଷମତା ରହିଛି। ଅତ୍ୟାଧୁନିକ!-->…
Read More...
Read More...
ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ
ଭୁବନେଶ୍ୱର: ବିଜେଡି କର୍ପୋରେଟର ଅମରେଶ ଜେନାଙ୍କୁ ଭୁବନେଶ୍ୱର କମିଶନରେଟ ପୋଲିସ ବାଲେଶ୍ୱରରୁ ଗିରଫ କରିଛି। ନାବାଳିକାଙ୍କୁ ବଳାତ୍କାର, ଗର୍ଭନଷ୍ଟ, ପ୍ରତାରଣା ଓ ହତ୍ୟା ଧମକ ଅଭିଯୋଗରେ ଅମରେଶଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା (ନଂ. ୩୯୪/୨୦୨୫) ରୁଜୁ ହୋଇଥିଲା। ଏହି ଘଟଣା!-->…
Read More...
Read More...
ରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି
ନୂଆଦିଲ୍ଲୀ: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବେ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ଅବସରରେ ମନମୋହନ ସାମଲ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବେ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ଅବସରରେ ମନମୋହନ!-->…
Read More...
Read More...
ଫେକ ଜବ କାର୍ଡକୁ ଧରିବ ଇକେୱାଇସି
ଭୁବନେଶ୍ବର: ଫେକ ଜବ କାର୍ଡ ଧରିବାକୁ ଆରମ୍ଭ ହେବ ଇକେୱାଇସି | ଜବ କାର୍ଡ ଧାରୀ କରିବେ ଇକେୱାଇସି | ତିନି ମାସ ଭିତରେ ଜବ କାର୍ଡ ଇକେୱାଇସି ନ କଲେ କଟିବ ଜବ କାର୍ଡ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ।
Read More...
Read More...
ପୁରୀରେ ନୂତନ ଜିଲ୍ଲାପାଳଙ୍କ ଯୋଗଦାନ
ପୁରୀ : ପୁରୀର ନୂତନ ଜିଲ୍ଲାପାଳ ଭାବେ ଆଜି କାର୍ଯ୍ୟ ରେ ଯୋଗ ଦାନ କରିଛନ୍ତି ଦିବ୍ୟ ଜ୍ୟୋତି ପରିଡା। କାର୍ଯ୍ୟରେ ଯୋଗଦାନ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରି ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂତନ ଜିଲ୍ଲାପାଳଙ୍କୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ!-->…
Read More...
Read More...
ଭାରତୀୟ ବୋଲିଂକୁ ଘଟିଆ କହିଲେ ଶାସ୍ତ୍ରୀ
ନୂଆଦିଲ୍ଲୀ। ମାଞ୍ଚେଷ୍ଟର ଟେଷ୍ଟ ସମୟରେ ପୂର୍ବତନ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଟିମ୍ ଇଣ୍ଡିଆର ବୋଲିଂକୁ ସମାଲୋଚନା କରିଥିଲେ। ଦ୍ୱିତୀୟ ଦିନ ଅପରାହ୍ନ ସେସନରେ ସେ ଭାରତର ଦ୍ରୁତ ବୋଲିଂ ଆକ୍ରମଣରେ ଅସନ୍ତୁଷ୍ଟ ଦେଖାଯାଉଥିଲେ। ସେ ଜସପ୍ରିତ ବୁମରାହ, ମହମ୍ମଦ ସିରାଜ ଏବଂ!-->…
Read More...
Read More...
ଖୋଲିଲା ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍
ସମ୍ୱଲପୁର: ଖୋଲିଲା ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍ । ଗୁରୁବାର ୪ ଟି ଗେଟ୍ ଖୋଲା ଯାଇଥିବା ବେଳେ ଶୁକ୍ରବାର ଆଉ ୪ ଟି ଗେଟ୍ ଖେଲା ଯାଇଛି । ବର୍ତ୍ତମାନ ମୋଟ୍ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ଡ୍ୟାମ୍ର ବାମ ପାର୍ଶ୍ୱର ୮ଟି ଓ ଡାହାଣ ପାର୍ଶ୍ୱର ୪ଟି ସ୍ଲୁଇସ୍ ଗେଟ୍!-->…
Read More...
Read More...
୩୦ ଦିନିଆ ଛୁଟି ନେଇପାରିବେ କେନ୍ଦ୍ର ସରକାରୀ କର୍ମଚାରୀ
ନୂଆଦିଲ୍ଲୀ: ବୃଦ୍ଧ ମାତାପିତାଙ୍କ ଯତ୍ନ ପାଇଁ କେନ୍ଦ୍ର ସରକାରୀ କର୍ମଚାରୀ ୩୦ ଦିନିଆ ଛୁଟି ନେଇପାରିବେ। କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଗୁରୁବାର ରାଜ୍ୟ ସଭାରେ ସୂଚନା ଦେଇଛନ୍ତି। ବୃଦ୍ଧ ମାତାପିତାଙ୍କ ଯତ୍ନ ପାଇଁ କର୍ମଚାରୀ ଛୁଟି ପାଇବାର ବ୍ୟବସ୍ଥା ରହିଛି କି ବୋଲି ଏକ!-->…
Read More...
Read More...
ଜୟପୁର ଫରେଷ୍ଟ ଡେପୁଟି ରେଞ୍ଜରଙ୍କ ଘରେ ବିଡାବିଡା ନୋଟ୍
କୋରାପୁଟ: ଜୟପୁର ଫରେଷ୍ଟ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି।ସକାଳ ୯:୪୧ରୁ ଜୟପୁର ଓ ଭୁବନେଶ୍ୱରର ସମେତ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି। ଏହି ରେଡ଼ରେ ଏପର୍ଯ୍ୟନ୍ତ!-->…
Read More...
Read More...
ଓଲଟିଲା ଯାତ୍ରୀବାହୀ ବସ, ୧୬ ଆହତ
ଦଶପଲ୍ଲା : ବିଳମ୍ବିତ ରାତି ସମୟରେ ଦଶପଲ୍ଲା ଥାନା ନିକଟସ୍ଥ ସରିଗଣ୍ଡା ଗ୍ରାମ ନିକଟରେ ଟ୍ରକକୁ ଓଭରଟେକ କରିବାକୁ ଯାଇ ବିଲ ଭିତରେ ପଶି ଓଲଟିପଡିଲା OD03F5188 ନମ୍ବର ମିଶ୍ର ନାମକ ଏକ ଘରୋଇ ଯାତ୍ରୀବାହୀ ବସ। ଯେଉଁଥିରେ ସମୁଦାୟ ୧୬ଜଣ ଯାତ୍ରୀ ଯାଉଥିବାବେଳେ ସେଥିମଧ୍ୟରୁ ୧୨ ଜଣ ଆହତ!-->…
Read More...
Read More...