ତାପ୍ତି-ଗଙ୍ଗା ଏକ୍ସପ୍ରେସ୍‌ର ୧୩ ବଗି ଲାଇନଚ୍ୟୁତ

0 204

ନୂଆଦିଲ୍ଲୀ: ବିହାରର ଛପ୍ରା ଅନ୍ତର୍ଗତ ଗୌତମ ଅସ୍ଥାନ ନିକଟରେ ତପ୍ତି-ଗଙ୍ଗା ଏକ୍ସପ୍ରେସ୍‌ ଟ୍ରେନ୍‌ର ୧୩ଟି ବଗି ଲାଇଲ୍‌ଚ୍ୟୁତ ହେବାରୁ ୪ ଜଣ ଲୋକ ଆହତ ହୋଇଛନ୍ତି।

hiring

ସକାଳ ପ୍ରାୟ ୯: ୪୫ରେ ୧୯୦୪୬ ଛପ୍ରା-ସୁରତ ତାପ୍ତିଗଙ୍ଗା ଏକ୍ସପ୍ରେସ୍‌ ଧାରଣାଚ୍ୟୁତ ହୋଇଥିଲା। ଦୁର୍ଘଟଣାରେ କାହାର ପ୍ରାଣହାନୀ ହୋଇଥିବା ଖବର ମିଳିନାହିଁ। ରେଳଗାଡ଼ି କାହିଁକି ଧାରଣାଚ୍ୟୁତ ହେଲା ତାହା ମଧ୍ୟ ଜଣାପଡ଼ି ନାହିଁ।

hiranchal ad1
Leave A Reply

Your email address will not be published.

three × 2 =