ଏହି ଦୁଇ ରାଜ୍ୟରେ ଆଗୁଆ ହୋଇପାରେ ବିଧାନସଭା ନିର୍ବାଚନ

0 72

ନୂଆଦିଲ୍ଲୀ: ସମ୍ପ୍ରତି ପଞ୍ଜାବ ରାଜନୀତିରେ ଏକ ନୂଆ ଆଲୋଚନା ଆଲୋଡ଼ନ ସୃଷ୍ଟି କରିଛି। ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନ ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇପାରେ ବୋଲି କଳ୍ପନାଜଳ୍ପନା ଜୋର ଧରିଛି। ଯଦିଓ ପଞ୍ଜାବ ବିଧାନସଭାର କାର୍ଯ୍ୟକାଳ ଫେବ୍ରୁଆରି ୨୦୨୭ରେ ଶେଷ ହେବାକୁ ଯାଉଛି, ପ୍ରଶାସନିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଯୋଗୁ ନଭେମ୍ବର ୨୦୨୬ରେ ନିର୍ବାଚନ କରିବା ପାଇଁ ପ୍ରସ୍ତୁତି ଚାଲିଛି। କେବଳ ପଞ୍ଜାବରେ ନୁହେଁ ଏହାର ପଡ଼ୋଶୀ ରାଜ୍ୟ ଉତ୍ତରାଖଣ୍ଡରେ ମଧ୍ୟ ଆଗୁଆ ନିର୍ବାଚନ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

hiranchal ad1
Leave A Reply

Your email address will not be published.

13 + fifteen =